ଓଡ଼ିଶା ତାଜା ନ୍ୟୁଜ (୨୬ ଅକ୍ଟୋବର ସୋମବାର) ରାଉରକେଲା :– ସୁନା ବନ୍ଧକ ରଖି କରିଥିଲେ ହଡ଼ପ,ଦୁଇ ଦୋକାନୀ ସହ ଜଣେ ଠକ ଗିରଫ ,୧ କେଜି ତରଳ ସୁନା ଜବତ ସୁନା ଠକେଇ ଅଭିଯୋଗରେ ୨ ଗିରଫ । ଏକ କୋଟିରୁ ଅଧିକ ଟଙ୍କାର ସୁନା ଠକେଇ ଅଭିଯୋଗରେ ଦୁଇ ଜଣ ସୁନା ଦୋକାନୀ ସହ ଜଣେ ଠକକୁ ଗିରଫ କରିଛି ରାଉରକେଲା ଟାଙ୍ଗରାପାଲି ପୋଲିସ ।