ଓଡ଼ିଶା ତାଜା ନ୍ୟୁଜ (୨୫ ଅକ୍ଟୋବର ରବିବାର) ପଦ୍ମପୁର :– ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଖଇପାଲି ଗ୍ରାମରେ ଏକ ନିଷ୍ଟି ପ୍ରଡକ୍ସନ କରାଯାଇଛି । ଏଥିରେ ସମାଜ ସଂସ୍କାର, ନାରୀ ସମ୍ମାନ,ସଂସ୍କୃତି କୁ ବଞ୍ଚିଇବା ପାଇଁ ମିଷ୍ଟି ପ୍ରଡକସନ ୟୁ ଟ୍ଯୁପ କରି ସଚେତନତା କରା ଯାଉଛି । ଏହାର ମୁଖ୍ୟ ହେମରାଜ ମେହେର ଅକ୍ଳାନ୍ତ ପରିଶ୍ରମ କରି ଶିକ୍ଷା ଉପରେ ଆଧାରିତ ଲୋକଙ୍କ ପାଖକୁ ପହଞ୍ଚିଉଛନ୍ତି ।
କିନ୍ତୁ ଯଦି ସରକାରୀ ସହାୟତା ଯୋଗାଇ ଦେଲେ ଆହୁରି କରି ପାରନ୍ତେ ବୋଲି କହିଛନ୍ତି ହେମରାଜ । ଜାତିବାଦ ବିବାଦ ଲୁପ୍ତ କରିବା ପାଇଁ ଏକ ଭିଡିଓ କରିଛନ୍ତି ‘ ଜାଏତ ‘ । ସଚେତନତା ପାଇଁ ଜାଏତ ଭିଡି କରି ଅସାମାଜିକ ବ୍ଯକ୍ତିଙ୍କ ଆକ୍ରୋଶ ର ଶିକାର ମଧ୍ୟ ହୋଇ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)













