ଗଞ୍ଜାମ ଜିଲ୍ଲା (ଓଡିଶା ତାଜା ନିଉଜ୍) ବୁଗୁଡା ବ୍ଲକ :- ବୁଗୁଡା ବ୍ଲକ ଅନ୍ତର୍ଗତ ବୁଦ୍ଧଖୋଲ ଇକୋପାର୍କ କୁ ମାନ୍ୟବର ଜଙ୍ଗଲ ଓ ପରିବେଶ ସଂସଦୀୟ ଵ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଭିତ୍ତିପ୍ରସ୍ତର ସ୍ଥାପନ କରି ବୁଦ୍ଧଖୋଲ ମହୋତ୍ସବ ର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି ।
ମାନ୍ୟବର ସାଂସଦ ଆସ୍କା,ମାନ୍ୟବର ବିଧାୟକ ସୋରଡା, ବିଧାୟକ ଛତ୍ରପୁର,ଜିଲ୍ଲାପାଳ ଗଞ୍ଜାମ ଓ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ତଥା ବୁଦ୍ଧଖୋଲ ଉନ୍ନୟନ କମିଟିର ସଭାପତି ଯୋଗ ଦେଇଛନ୍ତି ।