• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟାଟା ଷ୍ଟିଲ୍ର ସାହିତ୍ୟ ଉତ୍ସବ ବିଶିଷ୍ଟ ବୈଦ୍ଧିକ ସନ୍ଧାନକାରୀଙ୍କ ଦ୍ୱାରା ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
January 10, 2020
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଟାଟା ଷ୍ଟିଲ୍ର ସାହିତ୍ୟ ଉତ୍ସବ ବିଶିଷ୍ଟ ବୈଦ୍ଧିକ ସନ୍ଧାନକାରୀଙ୍କ ଦ୍ୱାରା ଉଦଘାଟିତ
Share on FacebookShare on TwitterWhatsapp
  1. ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ୧୦.୦୧.୨୦୨୦ ଭୁବନେଶ୍ୱର :- ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ସେ୧ଳନ (ଟିଏସବିଏଲଏମ)ର ପଂଚମ ସଂସ୍କରଣ ଆଜି ଭରପୁର ଦର୍ଶକଙ୍କ ଗହଣରେ ଉଦଘାଟିତ ହୋଇଯାଇଛି । ଏହି ଅଂଚଳର ସମୃଦ୍ଧ ଐତିହ୍ୟକୁ ପାଳନ ଓ ପ୍ରସାର କରୁଥିବା ଏହି ତିନି ଦିନିଆ ଉତ୍ସବ ବିଶିଷ୍ଟ ଅର୍ଥନୀତିଜ୍ଞ ଲର୍ଡ ମେଘନାଦ ଦେଶାଇ ଓ ସାହିତ୍ୟ ବିଶାରଦ ପେରୁମଲ ମୁରୁଗନଙ୍କ ଦ୍ୱାରା ଉଦଘାଟିତ ହୋଇଛି । ତାଙ୍କ ସହ ଯୋଗଦେଇଥିଲେ ଟାଟା ଷ୍ଟିଲର କର୍ପୋରେଟ ସେବାର ଉପ ସଭାପତି ଶ୍ରୀଯୁକ୍ତ ·ଣକ୍ୟ ଚୌଧୁରୀ । ବିଭିନ୍ନ ଭୌଗୋଳିକ ଅଂଚଳରେ ହେଉଥିବା ସଦ୍ୟତମ ଘଟଣାବଳୀ କିଭଳି ଦୁନିଆର ସ୍ଥିତ ବଦଳାଉଛି ଏବଂ ଆମେ ଏକ ନୂତନ ଦଶନ୍ଧୀର ଅୟମାରମ୍ଭରେ ଠିଆ ହୋଇଛେ ବୋଲି ଲର୍ଡ ଦେଶାଇ ନିଜର ପ୍ରମୁଖ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଓଡ଼ିଆ ସଂସ୍କୃତିର ବିଶିଷ୍ଟ ବିଶାରଦ ଅନନ୍ଦ ମହାପାତ୍ର, ହିମାଂଶୁ ମହାପାତ୍ର ଓ ମାଳବିକା ରାୟଙ୍କ ମହିଳାଙ୍କ ରାଜନୈତିକ ମୋଚନ ଉପରେ ପର୍ଯ୍ୟବେସିତ ମୌଳିକ ପୁସ୍ତକ “ବାସନ୍ତି’ ଉପରେ ଏକ ଅଧିବେଶନ ଆୟୋଜନ କରାଯାଇଥିଲା । ୟୁଟ୍ୟୁବରେ ଲୋକପ୍ରିୟତା ହାସଲ କରିଥିବା ଏବଂ ସ୍ପୋକନ ୱାର୍ଡ ପ୍ରଦର୍ଶନକାରୀ ପ୍ରିୟା ମଲ୍ଲିକଙ୍କ ପ୍ରଦର୍ଶନ ସହିତ ଆଜିର ଦିବସର କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଟାଟା ଷ୍ଟିଲର କର୍ପୋରେଟ ସେବା ଉପ ସଭାପତି ଶ୍ରୀଯୁକ୍ତ ·ଣକ୍ୟ ଚୌଧୁରୀ କହିଛନ୍ତି ଯେ,”ଟାଟା ଷ୍ଟିଲର କର୍ପୋରେଟର ଅଂଶ ସ୍ୱରୂପ, ଆମେ ସର୍ବଦା କ୍ରୀଡ଼ା, କଳା, ସାହିତ୍ୟ ଏବଂ ସଂସ୍କୃତିର ପ୍ରସାର କରିବାରେ ବିଶ୍ୱାସ କରୁଛୁ । ୨୦୧୬ରେ ପ୍ରଥମ ବର୍ଷ ଠାରୁ, ଟିଏସବିଏଲଏମ କେବଳ ଓଡ଼ିଶାର ନୁହେଁ ବରଂ ସାରା ଭାରତ ଓ ଦୁନିଆର ପ୍ରସିଦ୍ଧ ଲେଖକ ଓ ବକ୍ତାମାନଙ୍କୁ ଆକର୍ଷିତ କରୁଛି । ଏହି
    କାର୍ଯ୍ୟକ୍ରମ ଦୃଢ଼ରୁ ଦୃଢ଼ତର ହେବାରେ ଲାଗିଥିବା ବେଳେ ଭୁବନେଶ୍ୱର ବାର୍ଷିକ ସାଂସ୍କୃତିକ କ୍ୟାଲେଣ୍ଡରର ଅଂଶ ହୋଇଛି ଯେଉଁଥିରେ ନିରନ୍ତର ଭାବେ ଉଚ୍ଚ ଗୁଣାଞଗକ ଅଂଶଗ୍ରହଣ ଦେଖିବାକୁ ମିଳୁଥିବା ବେଳେ ସ୍ଥାନୀୟ ସାଂସ୍କୃତିକ ଭାବ ସହିତ ଏକ ନିବିଡ଼ ସମ୍ପର୍କ ରହିଛି । ଆମେ ନି ତ ଯେ ଚଳିତ ବର୍ଷର ସଂସ୍କରଣ ପୁଣି ଥରେ ଅନୁସନ୍ଧାନ ହୋଇନଥିବା ଚିନ୍ତାଧାରା ଏବଂ ଅଟକାଇ ହେଉନଥିବା ସ୍ୱରକୁ ପାଳନ କରିବ । ଚଳିତ ବର୍ଷର ସାହିତ୍ୟ ଉତ୍ସବରେ ଅନ୍ୟ ଯେଉଁ ପ୍ରମୁଖ ବକ୍ତା ଏବଂ ପ୍ରଦର୍ଶନମକାରୀମାନେ ଅଂଶ ହୋଇଛନ୍ତି ସେମାନେ ହେଉଛନ୍ତି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଜୀବନ୍ତ କିମ୍ବଦନ୍ତୀ ପଣ୍ଡିତ ହରି ପ୍ରସାଦ ଚୌରସିଆ; ପ୍ରସିଦ୍ଧ ନାଟ୍ୟକାର ଅମୋଲ ପାଲେକର, ଭାରତୀୟ ସାମ୍ବାଦିକତା
  2. ଚଜଋଝଝ ଜଋଖଋଇଝଋ ଜଗତର ବିଶିଷ୍ଟ ବ୍ୟକ୍ତିତ୍ୱ ବାଚି କରକରିଆ; ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ପରମିତା ଶତପଥୀ ତ୍ରିପାଠୀ ଓ ଡକ୍ଟର ଗୌରହରି ଦାସ, ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ-ନିର୍ଦେଶିକା ନନ୍ଦିତା ଦାସ ଏବଂ ଷ୍ଟାଣ୍ଡ ଅପ ହାସ୍ୟ କଳାକାର ବିଶ୍ୱ କଲ୍ୟାଣ ରଥ ।
Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

March 7, 2026
ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

March 7, 2026
ମେଧାବୀ ତଥା ଗରିବ ଛାତ୍ର ଧନଞ୍ଜୟ ବୋନ ମେରୋ ମାରାତ୍ମକ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ସାହାର୍ଯ୍ୟ ନିବେଦନ

ମେଧାବୀ ତଥା ଗରିବ ଛାତ୍ର ଧନଞ୍ଜୟ ବୋନ ମେରୋ ମାରାତ୍ମକ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ସାହାର୍ଯ୍ୟ ନିବେଦନ

March 7, 2026
ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

March 7, 2026
ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version