• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହୈାସଲା -୨୦୧୯ର ଚମ୍ପିୟନ ସର୍ବଭାରତୀୟ ଓଡିଶା ଦଳକୁ ସମ୍ବର୍ଦ୍ଧନା

Proprietor Abhimanyu Maharana by Proprietor Abhimanyu Maharana
January 10, 2020
in ଓଡ଼ିଶା, ଖେଳ, ଫୋଟୋ ଗ୍ୟାଲେରୀ, ହୋମ୍
0
ହୈାସଲା -୨୦୧୯ର ଚମ୍ପିୟନ ସର୍ବଭାରତୀୟ ଓଡିଶା ଦଳକୁ ସମ୍ବର୍ଦ୍ଧନା
Share on FacebookShare on TwitterWhatsapp

ରାଜ୍ୟସ୍ତରୀୟ ଶିଶୁଯତ୍ନ ଅନୁଷ୍ଠାନର ୩୯ ଅନ୍ତେଃବାସୀ

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ୧୦.୦୧.୨୦୨୦ ଭୁବନେଶ୍ୱର :- ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେଃବାସୀମାନଙ୍କର ସର୍ବଭାରତୀୟ ପ୍ରତିଯୋଗୀତା ହୈାସଲା-୨୦୧୯ରେ ଓଡିଶା କ୍ରମାଗତ ଦ୍ୱିତୀୟ ଥର ପାଇଁ ଚମ୍ପିୟନ ହୋଇଛନ୍ତି । ବିଗତ ବର୍ଷ ୨୩ଟି ପଦକ ପାଇ ଚମ୍ପିୟନ ହୋଇଥିବା ଓଡିଶା ଦଳ ଚଳିତ ବର୍ଷ ୩୦ଟି ପଦକ ହାସଲ କରିଛି, ଯେଉଁଥିରେ ରହିଛି ୧୪ଟି ସ୍ୱର୍ଣ୍ଣ, ୧୨ଟି ରୈାପ୍ୟ ଓ ୪ଟି କାଂସ୍ୟ ପଦକ । ଓଡିଶା ଦଳର ଏହି ବିଜୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିବା ସହିତ ଅଜି କଳିଙ୍ଗ ଷ୍ଟାଡିୟମଠାରେ ବିଜୟୀ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି । ସ୍ୱର୍ଣ ପଦକ ବିଜେତାଙ୍କୁ ବିଜେତାଙ୍କୁ ଟ.୫୦,୦୦୦/-, ରୈାପ୍ୟ ପଦକ ବିଜେତାଙ୍କୁ ଟ. ୩୦,୦୦୦/- ଓ କାଂସ୍ୟ ପଦକ ବିଜେତାଙ୍କୁ ଟ.୨୦,୦୦୦/-ନଗଦ ଅର୍ଥରାଶି ସହିତ ସ୧ାନଫଳକ ପ୍ରଦାନ କରାଯାଇଥିଲା । ବିଜେତା ମାନଙ୍କ ମଧ୍ୟରେ ଶ୍ରୀ ରବୀନ୍ଦ୍ର ସିଂ ୧୦୦ ମିଟର ଦୈାଡ (୧୪ ବର୍ଷରୁ କମ୍ ବର୍ଗ)ରେ ରୈାପ୍ୟପଦକ ଏବଂ ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, ଶ୍ରୀ ପ୍ରଶାନ୍ତ ଗମାଙ୍ଗ ୧୦୦ ମିଟର ଦୈାଡ ଓ ୨୦୦ ମିଟର ଦୈାଡ(୧୪ ବର୍ଷରୁ କମ୍ ବର୍ଗ)ରେ ୨ଟି ରୈାପ୍ୟପଦକ ଏବଂ ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, ଶ୍ରୀ ଗୋବିନ୍ଦ ହାଂସଦା(କ) ୧୦୦ ମିଟର ଦୈାଡ (୧୮ ବର୍ଷରୁ କମ୍ ବର୍ଗ)ରେ ରୈାପ୍ୟପଦକ, କୁମାରୀ ନନ୍ଦିନୀ ନାୟକ ୧୦୦ ମିଟର ଓ ୨୦୦ ମିଟର ଦୈାଡ(୧୪ ବର୍ଷରୁ କମ୍ ବର୍ଗ)ରେ ୨ଟି ସ୍ୱର୍ଣ୍ଣ ଏବଂ ୪୦୦ ମିଟର ରିଲେ ଦୈାଡରେ ରୈାପ୍ୟ ପଦକ, କୁମାରୀ ଅର୍ଚ୍ଚିତା ମୁଣ୍ଡା ୧୬ ବର୍ଷରୁ କମ୍ ବର୍ଗର ୧୦୦ ମିଟର ଦୈାଡରେ କାଂସ୍ୟ ଏବଂ ୪୦୦ ମିଟର ରିଲେ ଦୈାଡ ଓ ଉଚ୍ଚଡିଆଁରେ ୨ଟି ସ୍ୱର୍ଣ୍ଣ ପଦକ, କୁମାରୀ ରଞ୍ଜିତା ପାତ୍ର ୧୮ ବର୍ଷରୁ କମ୍ ବର୍ଗର ଲମ୍ବଡିଆଁରେ ସ୍ୱର୍ଣ୍ଣପଦକ,୧୦୦ ମିଟର ଓ ୨୦୦ ମିଟର ଦୈାଡ ଏବଂ ୪୦୦ ମିଟର ରିଲେ ଦୈାଡରେ ରେ ୩ଟି ରୈାପ୍ୟ ପଦକ, ଶ୍ରୀ ବିରାମ ହେମ୍ବ୍ରମ ୧୦୦ ମିଟର ଦୈାଡ(୧୪ ବର୍ଷରୁ କମ୍ ବର୍ଗ) ଏବଂ ୪୦୦ ମିଟର ରିଲେରେ ୨ଟି ସ୍ୱର୍ଣ୍ଣ ପଦକ, ଶ୍ରୀ ସନ୍ତୋଷ ଦିଶାରୀ ୨୦୦ ମିଟର ଦୈାଡ(୧୮ ବର୍ଷରୁ କମ୍ ବର୍ଗ)ରେ କାଂସ୍ୟ ପଦକ, ଶ୍ରୀ ସ୍ୱର୍ଣ୍ଣିମା ଦାଶ ୨୦୦ ମିଟର ଦୈାଡ(୧୬ ବର୍ଷରୁ କମ୍ ବର୍ଗ)ରେ କାଂସ୍ୟ ପଦକ ଏବଂ ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, ଶ୍ରୀ ଗୋପାଳ ପାରେଖ ୪୦୦ ମିଟର ରିଲେ ଦୈାଡ(୧୪ ବର୍ଷରୁ କମ୍ ବର୍ଗ)ରେ ସ୍ୱର୍ଣ୍ଣ ପଦକ, ଶ୍ରୀ ପର୍ଶୁରାମ ରଇତ ୧୪ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣ ପଦକ ଓ ଉଚ୍ଚଡିଆଁରେ ରୈାପ୍ୟପଦକ, ଶ୍ରୀ ଦୂର୍ଯ୍ୟୋଧନ ବିରୁଆ ୧୬ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡ ଓ ଲମ୍ବଡିଆଁରେ ୨ଟି ସ୍ୱର୍ଣ୍ଣପଦକ, ଶ୍ରୀ ଭକ୍ତ ମୁର୍ମୁ ୪୦୦ ମିଟର ରିଲେ ଦୈାଡ (୧୬ ବର୍ଷରୁ କମ୍ ବର୍ଗ)ରେ ସ୍ୱର୍ଣ୍ଣପଦକ, ଶ୍ରୀ କାଳୀଚରଣ ବେଶ୍ରା ୪୦୦ ମିଟର ରିଲେ ଦୈାଡ (୧୬ ବର୍ଷରୁ କମ୍ ବର୍ଗ)ରେ ସ୍ୱର୍ଣ୍ଣପଦକ, କୁମାରୀ କୁନି ମାଢି ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ ଓ ଲମ୍ବଡିଆଁରେ ରୈାପ୍ୟପଦକ, କୁମାରୀ

ସୀମା ସିଂ ୧୪ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, କୁମାରୀ ଘୁଙ୍ଗୁର ସିଂ ୧୪ ବର୍ଷରୁ କମ୍
ବର୍ଗର ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, କୁମାରୀ ବର୍ଷା ସିଂ ୧୪ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ
ଦୈାଡରେ ସ୍ୱର୍ଣ୍ଣପଦକ, କୁମାରୀ ଲେନି ଦିଗାଲ ୧୬ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡ ଓ ଲମ୍ବଡିଆଁରେ
୨ଟି ସ୍ୱର୍ଣ୍ଣପଦକ, କୁମାରୀ ଲକ୍ଷ୍ମୀ ସିଂ ୧୬ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, କୁମାରୀ
ବିଳାସିନୀ ନାୟକ୧୮ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, କୁମାରୀ ମୋନାଲିସା ଥାନପତି
୧୮ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, ଶ୍ରୀ ଗୋପାଳ ତଙ୍ଗତ ୧୬ ବର୍ଷରୁ କମ୍ ବର୍ଗର
୪୦୦ ମିଟର ରିଲେ ଦୈାଡ ଓ ଲମ୍ବଡିଆଁରେ ୨ଟି ସ୍ୱର୍ଣ୍ଣପଦକ, ଶ୍ରୀ ବଂଟି ମଲ୍ଲିକ ୧୬ ବର୍ଷରୁ କମ୍ ବର୍ଗର ଉଚ୍ଚଡିଆଁରେ
ରୈାପ୍ୟପଦକ, ଶ୍ରୀ ଗୋବିନ୍ଦ ହାଂସଦା(ଖ) ୧୮ ବର୍ଷରୁ କମ୍ ବର୍ଗର ଉଚ୍ଚଡିଆଁରେ ରୈାପ୍ୟପଦକ, କୁମାରୀ ମାହେଶ୍ୱରୀ
ରଣା ଚିତ୍ରାଙ୍କନରେ ପ୍ରଥମ ସ୍ଥାନ, ଶ୍ରୀ ଦୁଖିଆ ମୁର୍ମୁ ଚିତ୍ରାଙ୍କନରେ ଦ୍ୱିତୀୟ ସ୍ଥାନ, ଶ୍ରୀ ବି୩⁄୪ୁ ବେଶ୍ରା ଚେସ୍ରେ ପ୍ରଥମ ସ୍ଥାନ,
କୁମାରୀ ଅର୍ଚ୍ଚିତା କର ବକ୍ତୃତାରେ ତୃତୀୟ ସ୍ଥାନ ହାସଲ କରି ସ୍ୱକୀୟ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେଃବାସୀମାନଙ୍କର କ୍ରୀଡାପ୍ରତିଭାର ବିକାଶ ଓ ସମ୍ବର୍ଦ୍ଧନା ପାଇଁ ତ୍ରିସ୍ଥରୀୟ ପ୍ରତିଯୋଗୀତାର ଆୟୋଜନ ହୋଇଅଛି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜିତ ହୈାସଲା ଉତ୍ସବରେ ରାଜ୍ୟର ୨୪୭ଗୋଟି ଶିଶୁଯତ୍ନ ଅନୁଷ୍ଠାନର ୧୦୦୦୦ର ଅଧିକ ଶିଶୁମାନେ ଲମ୍ବଡିଆଁ, ଉଚ୍ଚ ଡିଆଁ,
ଫୁଟବଲ୍, ଚେସ୍, ବକ୍ତୃତା, ଚିତ୍ରାଙ୍କନ ଓ ଦୈାଡ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଜିଲା୍ଲସ୍ତରୀୟ ଉତ୍ସବର ବିଜେତା
ମାନେ ଭୁବନେଶ୍ୱରଠାରେ ଅୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଭାଗ ନେଇଥିବା ବେଳେ ରାଜ୍ୟସ୍ତରୀୟ ବିଜେତାମାନେ
ନୂଆଦିଲ୍ଲୀଠାରେ ଡିସେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ପ୍ରତିଯୋଗୀତାରେ ଭାଗ ନେଇଥିଲେ ।
ବିଜୟୀ ଦଳରେ ମାଲ୍କାନାଗିରି, କନ୍ଧମାଳ, କୋରାପୁଟ, ଗଜପତି, ସୁବର୍ଣ୍ଣପୁର, କେଉଁଝର, ବାଲେଶ୍ୱର, ଭଦ୍ରଖ,
ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡାର ୩୯ ଜଣ ଶିଶୁମାନେ ଅର୍ନ୍ତଭୁକ୍ତ
ଥବାବେଳେ ସେମାନଙ୍କ ସହିତ ୫ ଜଣ ଅଧିକାରୀ ଓ କୋଚ୍ ମଧ୍ୟ ଦିଲ୍ଲୀ ଯାତ୍ରା କରିଥିଲେ । ଏଥିରେ ୧୫ ଜଣ ଝିଅ
ଏବଂ ୨୪ ଜଣ ପୁଅ ଅର୍ନ୍ତଭୁକ୍ତ । ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ଖେଳାଳୀ ଦଳକୁ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଆବଶ୍ୟକ ପୋଷାକ ଓ ସରଞ୍ଜାମ ସହିତ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସର ବନ୍ଦୋବସ୍ତ କରାଯାଇଥିଲା ।
ଉପରୋକ୍ତ ଉତ୍ସବରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ମବୀ ଶ୍ରୀମତି ଟୁକୁନି ସାହୁ, ମୂଖ୍ୟ ଶାସନ ସଚିବ
ଶ୍ରୀ ଅସିତ ତ୍ରିପାଠୀ, ବିଭାଗର ଉପଦେଷ୍ଟାଗଣ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ । ବିଭାଗର ପ୍ରମୁଖ
ସଚିବ ଶ୍ରୀମତି ଅନୁ ଗର୍ଗ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ସମାଜ କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ
ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ପରେପରେ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ
କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026

Recent News

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version