ପୋଲସରା (ଓଡିଶା ତାଜା ନିଉଜ୍) ମନଶିଳା ଗ୍ରାମ ତା୦୭/୦୧/୨୦୨୦ :- ବାଲିପଦର ମହୋତ୍ସବ ୨୦୨୦ “କୃଷ୍ଣସାର” ର ପ୍ରଥମ ଦିନରେ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି ।
ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ଓ ମହୋତ୍ସବର କମିଟି ବୃନ୍ଦ ଉପସ୍ଥିତ ଥିଲେ। (ଓଡିଶା ତାଜା ନିଉଜ୍) ରିପୋଟର ସୁକାନ୍ତ କୁମାର