• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସାଇବର ଅପରାଧ ଓ ଫେକ୍‌ ଆଇଡିରେ ଅପପ୍ରଚାର ପ୍ରସଙ୍ଗ ନେଇ ଜିଲ୍ଲା ସଭାପତି ଓ ଏସ୍‌ପିଙ୍କ ସହ ଆଲୋଚନା

Proprietor Abhimanyu Maharana by Proprietor Abhimanyu Maharana
November 28, 2026
in ଓଡ଼ିଶା, କନ୍ଧମାଳ, ହୋମ୍
0
ସାଇବର ଅପରାଧ ଓ ଫେକ୍‌ ଆଇଡିରେ ଅପପ୍ରଚାର ପ୍ରସଙ୍ଗ ନେଇ ଜିଲ୍ଲା ସଭାପତି ଓ ଏସ୍‌ପିଙ୍କ ସହ ଆଲୋଚନା
Share on FacebookShare on TwitterWhatsapp

ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ବାଲିଗୁଡ଼ାର ଜଣେ ଯୁବ, ଶିକ୍ଷିତ ତଥା ଜନସାଧାରଣଙ୍କ ମଧ୍ୟରେ ପରିଚିତ ଚେହେରା ଅମିତ କୁମାର ନାୟକ ଫୁଲବାଣୀ ଗସ୍ତ କରି ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ପ୍ରଦୀପ କୁମାର ମହାନ୍ତିଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେଇ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସେ ବିଜେଡି କନ୍ଧମାଳ ଜିଲ୍ଲା ସଭାପତି ପଦ୍ମନାଭ ବେହେରା ଏବଂ କନ୍ଧମାଳ ଏସ୍‌ପିଙ୍କ ସହ ସାକ୍ଷାତ୍‌ କରି ବାଲିଗୁଡ଼ା ଅଞ୍ଚଳରେ ବଢ଼ୁଥିବା ସାଇବର ଅପରାଧ ଓ ସୋସିଆଲ ମିଡିଆରେ ଫେକ୍‌ ଆଇଡି ମାଧ୍ୟମରେ ବିଭିନ୍ନ ବ୍ୟକ୍ତିଙ୍କ ବିରୋଧରେ ଦିଆଯାଉଥିବା ଅପମାନଜନକ ମନ୍ତବ୍ୟ ଓ ଅପପ୍ରଚାର ସମ୍ପର୍କରେ ଆଲୋଚନା କରିଥିଲେ ।

ବିଶେଷ କରି ଫେକ୍‌ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଅସାମାଜିକ ତତ୍ତ୍ୱଙ୍କ ଦ୍ୱାରା ହେଉଥିବା ଅପପ୍ରଚାର ଓ ବ୍ୟକ୍ତିଗତ ସମ୍ମାନହାନି ଭଳି ଘଟଣା ଉପରେ ରୋକ୍‌ ଲଗାଇବା ସହ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ନେବା ଦିଗରେ ଶ୍ରୀ ନାୟକ ଆଲୋଚନା ହୋଇଥିବା ଜଣାପଡ଼ିଛି । ଏହି ପ୍ରସଙ୍ଗରେ ପୁଲିସ ପ୍ରଶାସନର ହସ୍ତକ୍ଷେପ ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ସାକ୍ଷାତ୍‌ ସମୟରେ ଫୁଲବାଣୀର ବରିଷ୍ଠ ବିଜେଡି ନେତା ତଥା ଫୁଲବାଣୀ ପୌରପାଳିକାର ପ୍ରଥମ ଅଧ୍ୟକ୍ଷ କମଳାକାନ୍ତ ପାଣ୍ଡେ ଏବଂ ବରିଷ୍ଠ ଆଇନଜୀବୀ ତଥା ବିଜେଡି ନେତା ପ୍ରତାପ ପାତ୍ର ଉପସ୍ଥିତ ଥିଲେ ।

ଅମିତ କୁମାର ନାୟକଙ୍କ ସହ ସୁଧାକର ନାୟକ, ମାନସ ନାୟକ, ପଙ୍କଜ ନାୟକ, ପିଣ୍ଟୁ ଭାଇଙ୍କ ସମେତ ଅନ୍ୟାନ୍ୟ ଯୁବ ସହଯୋଗୀ ମଧ୍ୟ ଯୋଗଦେଇଥିଲେ । ଯୁବ ନେତୃତ୍ୱ ଓ ଅଭିଜ୍ଞ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଏହି ମିଳନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ୍‌ରେ ସୀମିତ ନରହି ବାଲିଗୁଡ଼ା ଅଞ୍ଚଳର ଜନସ୍ୱାର୍ଥ, ଯୁବ ସମାଜର ସମସ୍ୟା ଏବଂ ଆଗାମୀ ଦିନର ରାଜନୈତିକ ଦିଗକୁ ନୂଆ ଦିଶା ଦେବ ବୋଲି ସମର୍ଥକ ମହଲରେ ଆଶା ପ୍ରକାଶ ପାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାଇବର ଅପରାଧ ଓ ଫେକ୍‌ ଆଇଡିରେ ଅପପ୍ରଚାର ପ୍ରସଙ୍ଗ ନେଇ ଜିଲ୍ଲା ସଭାପତି ଓ ଏସ୍‌ପିଙ୍କ ସହ ଆଲୋଚନା

ସାଇବର ଅପରାଧ ଓ ଫେକ୍‌ ଆଇଡିରେ ଅପପ୍ରଚାର ପ୍ରସଙ୍ଗ ନେଇ ଜିଲ୍ଲା ସଭାପତି ଓ ଏସ୍‌ପିଙ୍କ ସହ ଆଲୋଚନା

November 28, 2026
ପଥପ୍ରାନ୍ତ ନାଟକରେ ସରକାରୀ ଯୋଜନାର ପ୍ରଚାର, ଚାଷୀଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭାଗର ଅଭିନବ ପ୍ରୟାସ

ପଥପ୍ରାନ୍ତ ନାଟକରେ ସରକାରୀ ଯୋଜନାର ପ୍ରଚାର, ଚାଷୀଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭାଗର ଅଭିନବ ପ୍ରୟାସ

November 28, 2026
Amway India and ITCFSAN Sign MoU to Strengthen Food Safety and Nutrition Awareness

ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ସୁଦୃଢ କରିବାକୁ ବୁଝାମଣାପତ୍ରରେ ସ୍ୱାକ୍ଷର କଲେ

November 28, 2026
Amway India and ITCFSAN Sign MoU to Strengthen Food Safety and Nutrition Awareness

Amway India and ITCFSAN Sign MoU to Strengthen Food Safety and Nutrition Awareness

November 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାଇବର ଅପରାଧ ଓ ଫେକ୍‌ ଆଇଡିରେ ଅପପ୍ରଚାର ପ୍ରସଙ୍ଗ ନେଇ ଜିଲ୍ଲା ସଭାପତି ଓ ଏସ୍‌ପିଙ୍କ ସହ ଆଲୋଚନା

ସାଇବର ଅପରାଧ ଓ ଫେକ୍‌ ଆଇଡିରେ ଅପପ୍ରଚାର ପ୍ରସଙ୍ଗ ନେଇ ଜିଲ୍ଲା ସଭାପତି ଓ ଏସ୍‌ପିଙ୍କ ସହ ଆଲୋଚନା

November 28, 2026
ପଥପ୍ରାନ୍ତ ନାଟକରେ ସରକାରୀ ଯୋଜନାର ପ୍ରଚାର, ଚାଷୀଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭାଗର ଅଭିନବ ପ୍ରୟାସ

ପଥପ୍ରାନ୍ତ ନାଟକରେ ସରକାରୀ ଯୋଜନାର ପ୍ରଚାର, ଚାଷୀଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭାଗର ଅଭିନବ ପ୍ରୟାସ

November 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version