
ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବିଶିଷ୍ଟ ଚିକିତ୍ସକ ପଦ୍ମଶ୍ରୀ ପ୍ରଫେସର ଡା ଅଶୋକ କୁମାର ମହାପାତ୍ର ଙ୍କ ବିୟୋଗରେ ଓଡିଶା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ସ୍ବର୍ଗତ ମହାପାତ୍ର କେବଳ ଭାରତ ନୁହନ୍ତି ସମଗ୍ର ବିଶ୍ବର ଜଣେ ବିରଳ ଚିକିତ୍ସକ।ତାଙ୍କ ମୃତ୍ୟୁ ସମଗ୍ର ଦେବ ଓ ବିଶ୍ବ ପାଇଁ ବଡ କ୍ଷତି ବୋଲି ଶ୍ରଦ୍ଧାଞ୍ଜଳି ପ୍ରଦାନ ଅବସରରେ ବ୍ୟକ୍ତି ମାନେ କହିଥିଲେ।ଶୋକ ସଭାରେ ସର୍ବୋଦୟ ସମିତିର ସଭାପତି ଉମାବଲ୍ଲଭ ମହାପାତ୍ର, ଆୟୁର୍ବେଦ ବିକାଶ ପରିଷଦର ବରିଷ୍ଠ ସଦସ୍ୟ ତଥା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡା ବଲ୍ଲଭ କୁମାର ଜୟସିଂ,















