• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଦିବାସୀ ମହାବିଦ୍ୟାଳୟରେ ଏ ଆଇ ସାକ୍ଷରତା ମିଶନ : ଛାତ୍ରଛାତ୍ରୀଙ୍କୁ ଦିଆଗଲା ଭବିଷ୍ୟତ ପ୍ରଯୁକ୍ତିବିଦ୍ୟାର ମନ୍ତ୍ର

Proprietor Abhimanyu Maharana by Proprietor Abhimanyu Maharana
November 4, 2026
in ଓଡ଼ିଶା, କନ୍ଧମାଳ, ହୋମ୍
0
ଆଦିବାସୀ ମହାବିଦ୍ୟାଳୟରେ ଏ ଆଇ ସାକ୍ଷରତା ମିଶନ : ଛାତ୍ରଛାତ୍ରୀଙ୍କୁ ଦିଆଗଲା ଭବିଷ୍ୟତ ପ୍ରଯୁକ୍ତିବିଦ୍ୟାର ମନ୍ତ୍ର
Share on FacebookShare on TwitterWhatsapp

ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଆଧୁନିକ ଯୁଗରେ କୃତ୍ରିମ ବୁଦ୍ଧିମତ୍ତା (ଏ ଆଇ) ଓ ବୈଷୟିକ ଜ୍ଞାନ ଯୁବପିଢ଼ିଙ୍କ ଭବିଷ୍ୟତ ଗଠନରେ ଏକ ନୂଆ ଦିଗ ଖୋଲି ଥିବା ବେଳେ ଏହାର ଉପଯୋଗିତା ଓ ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ବାଲିଗୁଡ଼ା ଆଦିବାସୀ ଡିଗ୍ରୀ ମହାବିଦ୍ୟାଳୟରେ ଆୟୋଜିତ ହୋଇଛି କୌଶଳ ବିକାଶ ଯାତ୍ରା ଓ ଏ ଆଇ ସାକ୍ଷରତା ମିଶନ କାର୍ଯ୍ୟକ୍ରମ। ଆଇସେକ୍ଟ ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଏହି ଅଭିଯାନରେ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଏଆଇର ବ୍ୟବହାର, ନିଯୁକ୍ତି ସୁଯୋଗ ଏବଂ ଆଧୁନିକ ଜ୍ଞାନକୌଶଳ ସହ ନିଜକୁ କିପରି ଯୋଡ଼ି ରଖିବେ ସେ ସମ୍ପର୍କରେ ମାର୍ଗଦର୍ଶନ ଦିଆଯାଇଥିଲା।

ଦେଶର ଅଗ୍ରଣୀ ଦକ୍ଷତା ବିକାଶ ଓ ଉଚ୍ଚଶିକ୍ଷା ସଂଗଠନ ଆଇସେକ୍ଟ ପକ୍ଷରୁ ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା କୌଶଳ ବିକାଶ ଯାତ୍ରା ୨୦୨୬ ଦେଶର ୨୦ଟି ରାଜ୍ୟର ୩୦୦ଟି ଜିଲ୍ଲାର ୫୦୦ରୁ ଊର୍ଦ୍ଧ୍ୱ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନରେ ପହଞ୍ଚିବାର ଲକ୍ଷ୍ୟ ରଖିଛି। ଏହି ଅଭିଯାନ ମାଧ୍ୟମରେ ମାଗଣା ଏ ଆଇ ସେମିନାର, କର୍ମଶାଳା, କ୍ୟାରିୟର ପରାମର୍ଶ ଓ ବୈଷୟିକ ପ୍ରଦର୍ଶନୀ ଜରିଆରେ ଯୁବପିଢ଼ିଙ୍କୁ ନୂତନ ଦକ୍ଷତା ହାସଲ ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ଏବଂ ବ୍ଲେସିଂ ଏଜୁକେସନାଲ ଇନଷ୍ଟିଚ୍ୟୁସନ ସେଣ୍ଟରର ଅଧ୍ୟକ୍ଷ ସୁକଦେବ ଦିଗାଲ ଓ ବର୍ଷାରାଣୀ ଡାକୁଆ ଉପସ୍ଥିତ ଥିଲେ।

ଆଇସେକ୍ଟ ଓଡ଼ିଶାର କ୍ଷେତ୍ରୀୟ ସଂଯୋଜକ ଚୌଧୁରୀ ସତ୍ୟବ୍ରତ ଦାଶ, ନିଳାଦ୍ରି ମହାରଣା ଓ ବିଡିଇ ସୁଧାଂଶୁ ରଞ୍ଜନ ନାୟକ ଛାତ୍ରଛାତ୍ରୀଙ୍କୁ ଏ ଆଇ ର ଭବିଷ୍ୟତ ବ୍ୟବହାର, ଶିକ୍ଷା, ନିଯୁକ୍ତି ଓ ବିଭିନ୍ନ କ୍ଷେତ୍ରରେ ଏହାର ଭୂମିକା ସମ୍ପର୍କରେ ବୁଝାଇଥିଲେ। ଆଇସେକ୍ଟ ମୁଖପାତ୍ର ସନ୍ତୋଷ ଚୋବେଙ୍କ ମତରେ, କୌଶଳ ବିକାଶ ଯାତ୍ରା କେବଳ ଏକ ଶିକ୍ଷାଗତ ଅଭିଯାନ ନୁହେଁ, ବରଂ ଯୁବପିଢ଼ିଙ୍କୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିବା ଓ ନିଯୁକ୍ତିଭିତ୍ତିକ ଶିକ୍ଷା ପ୍ରଦାନ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଦ୍ୱାରା ବିକଶିତ ଭାରତ ଗଠନରେ ଯୁବପିଢ଼ିଙ୍କ ଭାଗୀଦାରି ବଢ଼ିପାରିବ । ଛାତ୍ରଛାତ୍ରୀ ମାନେ ଏହି ଅଭିଯାନକୁ ଭବିଷ୍ୟତ କ୍ୟାରିୟର ପାଇଁ ଏକ ଉପଯୋଗୀ ମାର୍ଗଦର୍ଶକ ବୋଲି ମତ ଦେଇଥିଲେ । ଶେଷରେ ଉପସ୍ଥିତ ଅତିଥି, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇ ସେମିନାରର ସମାପନ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଙ୍ଗାରଙ୍ଗ ସୁରଭିରେ ଝଲସିଲା ତୁରେକେଲା, ବିଧାୟକଙ୍କ ଉପସ୍ଥିତିରେ ପୁରସ୍କୃତ ହେଲେ କୁନି ପ୍ରତିଭା

ରଙ୍ଗାରଙ୍ଗ ସୁରଭିରେ ଝଲସିଲା ତୁରେକେଲା, ବିଧାୟକଙ୍କ ଉପସ୍ଥିତିରେ ପୁରସ୍କୃତ ହେଲେ କୁନି ପ୍ରତିଭା

November 4, 2026
ଦୀପାବଳୀରେ ବାଣ ବ୍ୟବସାୟକୁ ନେଇ ପ୍ରଶାସନର ନିୟମ ଉପରେ ପ୍ରଶ୍ନବାଚୀ : ନିୟମ ଭିତରେ ରହି ବ୍ୟବସାୟ କରିବେ କିପରି?

ଦୀପାବଳୀରେ ବାଣ ବ୍ୟବସାୟକୁ ନେଇ ପ୍ରଶାସନର ନିୟମ ଉପରେ ପ୍ରଶ୍ନବାଚୀ : ନିୟମ ଭିତରେ ରହି ବ୍ୟବସାୟ କରିବେ କିପରି?

November 4, 2026
ଆଦିବାସୀ ମହାବିଦ୍ୟାଳୟରେ ଏ ଆଇ ସାକ୍ଷରତା ମିଶନ : ଛାତ୍ରଛାତ୍ରୀଙ୍କୁ ଦିଆଗଲା ଭବିଷ୍ୟତ ପ୍ରଯୁକ୍ତିବିଦ୍ୟାର ମନ୍ତ୍ର

ଆଦିବାସୀ ମହାବିଦ୍ୟାଳୟରେ ଏ ଆଇ ସାକ୍ଷରତା ମିଶନ : ଛାତ୍ରଛାତ୍ରୀଙ୍କୁ ଦିଆଗଲା ଭବିଷ୍ୟତ ପ୍ରଯୁକ୍ତିବିଦ୍ୟାର ମନ୍ତ୍ର

November 4, 2026
କନ୍ଧମାଳ ଜିଲ୍ଲାରେ ନଭେମ୍ବର ୫ରେ ପେନ୍‌ସନ୍ ଅଦାଲତ ପେନ୍‌ସନ୍‌ ସମ୍ବନ୍ଧୀୟ ସମସ୍ୟାର ହେବ ସମାଧାନ

କନ୍ଧମାଳ ଜିଲ୍ଲାରେ ନଭେମ୍ବର ୫ରେ ପେନ୍‌ସନ୍ ଅଦାଲତ ପେନ୍‌ସନ୍‌ ସମ୍ବନ୍ଧୀୟ ସମସ୍ୟାର ହେବ ସମାଧାନ

November 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଙ୍ଗାରଙ୍ଗ ସୁରଭିରେ ଝଲସିଲା ତୁରେକେଲା, ବିଧାୟକଙ୍କ ଉପସ୍ଥିତିରେ ପୁରସ୍କୃତ ହେଲେ କୁନି ପ୍ରତିଭା

ରଙ୍ଗାରଙ୍ଗ ସୁରଭିରେ ଝଲସିଲା ତୁରେକେଲା, ବିଧାୟକଙ୍କ ଉପସ୍ଥିତିରେ ପୁରସ୍କୃତ ହେଲେ କୁନି ପ୍ରତିଭା

November 4, 2026
ଦୀପାବଳୀରେ ବାଣ ବ୍ୟବସାୟକୁ ନେଇ ପ୍ରଶାସନର ନିୟମ ଉପରେ ପ୍ରଶ୍ନବାଚୀ : ନିୟମ ଭିତରେ ରହି ବ୍ୟବସାୟ କରିବେ କିପରି?

ଦୀପାବଳୀରେ ବାଣ ବ୍ୟବସାୟକୁ ନେଇ ପ୍ରଶାସନର ନିୟମ ଉପରେ ପ୍ରଶ୍ନବାଚୀ : ନିୟମ ଭିତରେ ରହି ବ୍ୟବସାୟ କରିବେ କିପରି?

November 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version