କରାଯାଇ ମା’ଙ୍କ ସ୍ବତନ୍ତ୍ର ନବରାତ୍ର ପୁଜାର୍ଚ୍ଚନା ଗତକାଲି ରାତିରେ ଆରମ୍ଭ ହୋଇଛି. ଏଥିଲାଗି ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇ ଉଠିଛି।
ଆର, ଉଦୟଗିରି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପୋଖରୀରେ ବୁଡ଼ି ଜଣେ ନାବାଳକର ଶୋଚନୀୟ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କଦମଚୁଆଁ ଗ୍ରାମରେ I ମୃତ ନାବାଳକ ଜଣକ ହେଲେ ଆର.ଉଦୟଗିରି ଥାନା ତାବରଡା ଗ୍ରାମର ମୁନା ବେହେର ଦଳାଇଙ୍କ ୫ ବର୍ଷ ର ପୁଅ ବିଦ୍ୟାଶ ବେହେରା ଦଳାଇ l
















