
ନୟାଗଡ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ନୟାଗଡ଼ରେ ଦୁଇ ଜଣ ନୂଆ ଡିଏଲଓ. ଯୋଗଦାନ କରିଛନ୍ତି l ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଯଥାକ୍ରମେ ରଶ୍ମିତା କୁମାରୀ ପାତ୍ର ଏବଂ ଅର୍ଚିତା ସାହୁ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି l ଯୁଗ୍ମ ଶ୍ରମ ଆଯୁକ୍ତ ପ୍ରଣବ କୁମାର ପାତ୍ର ଏବଂ ପ୍ରଭାଗୀୟ ଶ୍ରମ ଆଯୁକ୍ତ ତେଜ କୁମାର ବାଗେଙ୍କ ଉପସ୍ଥିତିରେ ନୂଆ ଡିଏଲଓ. ମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି l















