ପୁରୀ ଜିଲ୍ଲା ଏରବଙ୍ଗ ଉଚ୍ଚ ବିଦ୍ୟାଳୟ (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 6.1.2020 :- ପୁରୀ ଜିଲ୍ଲା ଏରବଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ଏରବଙ୍ଗ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର – ଛାତ୍ରୀ ଙ୍କ ତରଫରୁ ଏକ ମହା ବନ୍ଧୁ ମିଳନ ଉତ୍ସବ ସ୍କୁଲ ପରିସର ରେ ପାଳନ କରାଯାଇଛି ! ଏଇ ମହା ବନ୍ଧୁ ମିଳନ ଉତ୍ସବ ରେ 1967ବ୍ୟାଚ୍ (ସ୍କୁଲର ପ୍ରଥମ 10th ବ୍ୟାଚ୍ ) ଠାରୁ 2019 ବ୍ୟାଚ୍ ର ପୁରାତନ ଛାତ୍ର -ଛାତ୍ରୀ ମାନେ ସେମାନଙ୍କର ପରିବାର ସହିତ ଉପସ୍ଥିତ ହୋଇଥିବା ସହ ପୁରାତନ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ବର୍ତମାନ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ବର୍ତମାନ ର ଛାତ୍ର -ଛାତ୍ରୀ ମାନେ ଉପସ୍ଥିତ ଥିଲେ ! ଆଜିକୁ 52 ବର୍ଷ ହେବା ଏହି ବିଦ୍ୟାଳୟ ର 10th ଶ୍ରେଣୀ ପୁରାତନ ଛାତ୍ର -ଛାତ୍ରୀ ପ୍ରାୟ 1000 ଜଣ ଏବଂ 200 ଜଣ ବର୍ତମାନ ର ଛାତ୍ର -ଛାତ୍ରୀ ଏହି ମହାବନ୍ଧୁ ମିଳନରେ ଉପସ୍ଥିତ ଥିଲେ !
ଏହି ମହା ବନ୍ଧୁ ମିଳନ ରେ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଯଥା ଗଛ ଲଗାଇବା, ପାନୀୟ ଜଳ ସଂଚୟ କରିବା, ବିଦ୍ୟାଳୟ ଏବଂ ଆମ ଦେଶକୁ ପ୍ଲାଷ୍ଟିକ ରୁ ମୁକ୍ତ ରଖିବା, ଗରିବ ଛାତ୍ର -ଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ କିପରି ଆଗକୁ ନେବା, ଦୃଢ ସମାଜ ଗଠନ, ସ୍ୱାସ୍ଥ୍ୟ ସହାୟତା, ଶିଶୁ ଓ ମହିଳା ଙ୍କୁ ସନମାନ ଦିଆଯିବ ଏହି ମହା ବନ୍ଧୁ ମିଳନ ର ମୁଖ୍ୟ ଉଦ୍ୟେଶ ରହିଥିଲା ! ଏଥିସହିତ ବିଦ୍ୟାଳୟ ର କୁନି କୁନି ଛାତ୍ର -ଛାତ୍ରୀ ଏବଂ ପୁରାତନ ଛାତ୍ର -ଛାତ୍ରୀ ଙ୍କର ପିଲା ମାନଙ୍କ ର ନାଚ ଗୀତା ର ପ୍ରୋଗ୍ରାମ ହୋଇଥିଲା ! 1989 ବ୍ୟାଚ ର ଛାତ୍ର -ଛାତ୍ରୀ ମାନେ ସବୁ ବ୍ୟାଚ ଠାରୁ ଅଧିକ ଶଙ୍ଖାରେ ଯୋଗଦାନ ଦେଇଥିବାରୁ ସେହି ବ୍ୟାଚ ର ସମସ୍ତ ଛାତ୍ର -ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ! ଏବେ ସାରା ରାଜ୍ୟରେ ବନ୍ଧୁ ମିଲର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏରବଙ୍ଗ ଉଛ ବିଦ୍ୟାଳୟ ପୁରାତନ ଛାତ୍ର -ଛାତ୍ରୀ ମାନଙ୍କର ଏକ ଭିନ୍ନ ଧରଣର ମହା ବନ୍ଧୁ ମିଳନ ଦେଖିବାକୁ ମିଳିଥିଲା ଯାହା କି ଆମ ରାଜ୍ୟରେ ଏକ ବିରଳ ! ଏହି ମହା ବନ୍ଧୁ ମିଳନକୁ ସାଫଲ୍ୟ କରିବାରେ ଗଣେଶ ପ୍ରଧାନ, ବିଜୟ ଗୋପାଳ ଦାସ, ନରେଶ ପ୍ରଧାନ, ଧର୍ମେନ୍ଦ୍ର ସହୂ, ଡୁନୁ ପୃଷ୍ଟି, ଦିଲୀପ ପାତ୍ର, ରଶ୍ମି ରଞ୍ଜନ ସ୍ୱାଇଁ, ମମତା ମହାପାତ୍ର, ପ୍ରଣତି ମିଶ୍ର, ଗୌର ଶଙ୍କର ନାୟକ, ଚନ୍ଦ୍ର କାନ୍ତ ସାହୁ ଙ୍କ ସହିତ ଏରବଙ୍ଗ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷକ ବୃନ୍ଦ ଏବଂ ପୁରାତନ /ବର୍ତ୍ତମାନର ସମସ୍ତ ଗତ ତା – 29/12/2019 (ରବିବାର ) ପୁରୀ ଜିଲ୍ଲା ଏରବଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ଏରବଙ୍ଗ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର – ଛାତ୍ରୀ ଙ୍କ ତରଫରୁ ଏକ ମହା ବନ୍ଧୁ ମିଳନ ଉତ୍ସବ ସ୍କୁଲ ପରିସର ରେ ପାଳନ କରାଯାଇଛି ! ଏଇ ମହା ବନ୍ଧୁ ମିଳନ ଉତ୍ସବ ରେ 1967 ବାଚ୍ୟ (ସ୍କୁଲର ପ୍ରଥମ 10thବ୍ୟାଚ୍) ଠାରୁ 2019 ବାଚ୍ୟ ର ପୁରାତନ ଛାତ୍ର -ଛାତ୍ରୀ ମାନେ ସେମାନଙ୍କର ପରିବାର ସହିତ ଉପସ୍ଥିତ ହୋଇଥିବା ସହ ପୁରାତନ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ବର୍ତମାନ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ବର୍ତମାନ ର ଛାତ୍ର -ଛାତ୍ରୀ ମାନେ ଉପସ୍ଥିତ ଥିଲେ ! ଆଜିକୁ 52 ବର୍ଷ ହେବା ଏହି ବିଦ୍ୟାଳୟ ର 10th ଶ୍ରେଣୀ ପୁରାତନ ଛାତ୍ର -ଛାତ୍ରୀ ପ୍ରାୟ 1000 ଜଣ ଏବଂ 200 ଜଣ ବର୍ତମାନ ର ଛାତ୍ର -ଛାତ୍ରୀ ଏହି ମହା ବନ୍ଧୁ ମିଳନରେ ଉପସ୍ଥିତ ଥିଲେ !
ଏହି ମହା ବନ୍ଧୁ ମିଳନ ରେ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଯଥା ଗଛ ଲଗାଇବା, ପାନୀୟ ଜଳ ସଂଚୟ କରିବା, ବିଦ୍ୟାଳୟ ଏବଂ ଆମ ଦେଶକୁ ପ୍ଲାଷ୍ଟିକ ରୁ ମୁକ୍ତ ରଖିବା, ଗରିବ ଛାତ୍ର -ଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ କିପରି ଆଗକୁ ନେବା, ଦୃଢ ସମାଜ ଗଠନ, ସ୍ୱାସ୍ଥ୍ୟ ସହାୟତା, ଶିଶୁ ଓ ମହିଳା ଙ୍କୁ ସନମାନ ଦିଆଯିବ ଏହି ମହା ବନ୍ଧୁ ମିଳନ ର ମୁଖ୍ୟ ଉଦ୍ୟେଶ ରହିଥିଲା ! ଏଥିସହିତ ବିଦ୍ୟାଳୟ ର କୁନି କୁନି ଛାତ୍ର -ଛାତ୍ରୀ ଏବଂ ପୁରାତନ ଛାତ୍ର -ଛାତ୍ରୀ ଙ୍କର ପିଲା ମାନଙ୍କ ର ଏକ ନାଚ ଗୀତା ର ପ୍ରୋଗ୍ରାମ ହୋଇଥିଲା ! 1989 ବ୍ୟାଚ ର ଛାତ୍ର -ଛାତ୍ରୀ ମାନେ ସବୁ ବ୍ୟାଚ ଠାରୁ ଅଧିକ ଶଙ୍ଖାରେ ଯୋଗଦାନ ଦେଇଥିବାରୁ ସେହି ବ୍ୟାଚ ର ସମସ୍ତ ଛାତ୍ର -ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ! ଏବେ ସାରା ରାଜ୍ୟରେ ବନ୍ଧୁ ମିଲର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏରବଙ୍ଗ ଉଛ ବିଦ୍ୟାଳୟ ପୁରାତନ ଛାତ୍ର -ଛାତ୍ରୀ ମାନଙ୍କର ଏକ ଭିନ୍ନ ଧରଣର ମହା ବନ୍ଧୁ ମିଳନ ଦେଖିବାକୁ ମିଳିଥିଲା ଯାହା କି ଆମ ରାଜ୍ୟରେ ଏକ ବିରଳ !
ଏହି ମହା ବନ୍ଧୁ ମିଳନକୁ ସାଫଲ୍ୟ କରିବାରେ ଗଣେଶ ପ୍ରଧାନ, ବିଜୟ ଗୋପାଳ ଦାସ, ନରେଶ ପ୍ରଧାନ, ଧର୍ମେନ୍ଦ୍ର ସହୂ, ଶିବାଶିଷ ପୃଷ୍ଟି, ଦିଲୀପ ପାତ୍ର, ରଶ୍ମି ରଞ୍ଜନ ସ୍ୱାଇଁ, ମମତା ମହାପାତ୍ର, ପ୍ରଣତି ମିଶ୍ର, ଗୌର ଶଙ୍କର ନାୟକ, ଚନ୍ଦ୍ର କାନ୍ତ ସାହୁ ଙ୍କ ସହିତ ଏରବଙ୍ଗ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷକ ବୃନ୍ଦ ଏବଂ ପୁରାତନ ଓ ବର୍ତ୍ତମାନ ର ସମସ୍ତ ଛାତ୍ର – ଛାତ୍ରୀ ସହଯୋଗ କରିଥିଲେ !