ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ରାଜ୍ୟରେ ବହୁ ଚର୍ଚ୍ଚିତ ଏ.ସି.ଏଫ.ଓ ସୁୌମ୍ୟ ହାତ୍ୟା ମାମଲାରେ ଅନ୍ୟ ଅଭିଯୁକ୍ତ ରୋଷେୟା ବିରୁଦ୍ଧରେ ମାନ୍ୟବର ଏସ୍.ଡି.ଜେ.ଏମ୍. ପାରଳାଖେମୁଣ୍ଡିଙ୍କ ଅଦାଲତ ପକ୍ଷରୁ ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନା ବଳରେ ପାରଳାଖେମୁଣ୍ଡି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଲେ ମନ୍ମଥ କୁମ୍ଭ, ପିତା–ଦଣ୍ଡାସି କୁମ୍ଭ ।
















