ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ଜିଲ୍ଳା ସଭାପତି ଏବଂ ଶ୍ରୀଯୁକ୍ତ ନବକିଶୋର ସାଥୂଆ ଙ୍କୁ ଜଏଣ୍ଟ ସେକ୍ରେଟାରୀ ଭାବରେ ନିଯୁକ୍ତି ଦେଇଥିବାରୁ ମୁଁ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ଅଧକ୍ଷ ଆଦରଣୀୟ ଶ୍ରୀଯୁକ୍ତ ଶୁଭେନ୍ଦୁ ମହାନ୍ତି (ଭାଇ) ଙ୍କୁ ଅନ୍ତରର କୃତଜ୍ଞତା ଜ୍ଞାପନ କରୁଛି , ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଏବଂ ଅଖିଳ ଭାରତୀୟ କଂଗ୍ରେସ ସେବାଦଳର ମୂଖ୍ୟ ସଂଗଠକ ଶ୍ରୀଯୁକ୍ତ ଶ୍ରୀନି ଭାସ ବି ଭି ଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ସେବା ଦଳର ସମସ୍ତ ବରିଷ୍ଟ ନେତା ଏବଂ ମୋର ସମସ୍ତ ସହଯୋଗୀ ଓ ଶୁଭେଚ୍ଛୁ ଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଆପଣ ମାନେ ମୋ ଉପରେ ଯେଉଁ ବିଶ୍ୱାସ ଓ ଭରସା ରଖିଛନ୍ତି ମୁଁ ତାହାକୁ ନିଷ୍ଟାର ସହ ପାଳନ କରିବି । ସଂଗଠନକୁ ମଜଭୁତ୍ କରିବା ପାଇଁ ମୋର ସମ୍ପୂର୍ଣ ପ୍ରୟାସ ଜାରି ରହିବ ।