• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

Proprietor Abhimanyu Maharana by Proprietor Abhimanyu Maharana
September 5, 2026
in ଓଡ଼ିଶା, ଦେଶ, ବାଣିଜ୍ୟ, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ICSI inaugurates its 54th National Convention of Company Secretaries in Bhubaneswar
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନୀ ସେକ୍ରେଟାରିଜ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର, ଓଡ଼ିଶାରେ “ନେକ୍ସଟ୍‌ଜେନ ସିଏସ୍‌- କାଟାଲିଷ୍ଟ ଅଫ୍‌ ଗ୍ରୋଥ୍‌ ଆଣ୍ଡ ଗାର୍ଡିଅନ୍‌ ଅଫ୍‌ ଗଭର୍ଣ୍ଣାନ୍ସ” ବିଷୟକୁ ନେଇ ତାହାର ୫୪ତମ ଜାତୀୟ ସମ୍ମିଳନୀ ୫ ସେପ୍ଟେମ୍ବର ୨୦୨୬ରେ ଉଦ୍‌ଘାଟିତ ହୋଇଯାଇଛି । କମ୍ପାନୀ ସେକ୍ରେଟାରୀମାନଙ୍କର ୩- ଦିବସୀୟ ଏହି ବାର୍ଷିକ ସମାବେଶ ନିୟାମକ, ଶିଳ୍ପ ନେତୃବୃନ୍ଦ, ବୃତ୍ତିଧାରୀ ଏବଂ ଅନ୍ୟ ସହଭାଗୀମାନଙ୍କ ମଧ୍ୟରେ ଆଲୋଚନା ନିମନ୍ତେ ଏକ ମଞ୍ଚ ହେଉଥିବାବେଳେ ଏହା ଚିନ୍ତାଶୀଳ ବିଚାର ବିମର୍ଷ ଏବଂ ନିୟୋଜନକାରୀ ଆଲୋଚନା ନିମନ୍ତେ ଏକ ସୁଯୋଗ ଯୋଗାଇ ଦେଉଛି ।

ଏହି ସ୍ମରଣୀୟ ମୁହୂର୍ତ୍ତ ଅବସରରେ ଆଇସିଏସ୍‌ଆଇ ତାହାର ବିଭିନ୍ନ ପ୍ରକାଶନଗୁଡିକ ଉନ୍ମୋଚନ କରିବା ସହିତ ବହୁବିଧ ପ୍ରୟାସ ସମ୍ପର୍କରେ ଘୋଷଣା କରିଥିଲା: ସେଗୁଡିକ ମଧ୍ୟରେ-

– ସ୍ମରଣିକା
– ଆଇସିଏସ୍‌ଆଇ ଦ୍ୱି-ବାର୍ଷିକ ପ୍ରଗତି ରିପୋର୍ଟ ୨୦୨୬
– ଆଇସିଏସ୍‌ଆଇ ଷ୍ଟୁଡେଣ୍ଟସ୍‌ ବେନେଭୋଲେଣ୍ଟ ଫଣ୍ଡ୍‌ (ଏସ୍‌ବିଏଫ୍‌) ଗଠନ
– ପ୍ରଥମ ୟୁଥ୍‌ ବୋର୍ଡ ମିଟିଂ (ୱାଇବିଏମ୍‌)
– ଇଣ୍ଟରନ୍ୟାସନାଲ ଭାଲୁଏସନ୍‌ ଷ୍ଟାଣ୍ଡାର୍ଡସ୍‌ (ଆଇଭିଏସ୍‌)ରେ ବିଶେଷ ଜ୍ଞାନ ଉପରେ ପ୍ରକାଶନ
– ପିଏମ୍‌ଏଲଏ ଏବଂ ଏଏମ୍‌ଏଲ, ଏନ୍‌ବିଏଫ୍‌ସି ଏବଂ ସିଏସ୍‌ ରୁ ସିଇଓ, ଡିପିଡିପି ଆଇନ ଓ ସାଇବର ଆଇନସମୂହ ଉପରେ ପାଠ୍ୟକ୍ରମ
– ଆଇଏଫଏସ୍‌ସି ସମାଧାନ କୌଶଳ ସମୂହ- ଜିଆଇଏଫ୍‌ଟି ଆଇଏଫ୍‌ଏସ୍‌ସି ନିମନ୍ତେ ସୁପାରିଶଗୁଡିକ ସହିତ ଏକ ଅଧ୍ୟୟନ
– ପରିବେଶ ଆଇନସମୂହ ଉପରେ ପୁସ୍ତିକା
– ଶ୍ରମ ବିଧିସମୂହ ଉପରେ ପୁସ୍ତିକା
– ପ୍ରୋହିବିସନ୍‌ ଅଫ୍‌ ଇନ୍‌ସାଇଡର ଟ୍ରେଡିଂ (ପିଆଇଟି) ଉପରେ ମାର୍ଗଦର୍ଶନକାରୀ ନୋଟ୍‌ର ସଂଶୋଧିତ ସଂସ୍କରଣ
– ସଂସ୍ଥାନସମୂହ ପାଇଁ ଇଏସ୍‌ଜି ବିଧିବ୍ୟବସ୍ଥା
– କାର୍ବନ ମାର୍କେଟସ୍‌: ଦି ନେଟ୍‌ ଜିରୋ ନାଭିଗେଟର
– ପ୍ରସ୍ତାବିତ ସିଲାବସ୍‌ ୨୦୨୭ର ଏକ୍ସପୋଜର ଚିଠା
– ଆଇସିଏସ୍‌ଆଇ ଅଡିଟ୍‌ ଷ୍ଟାଣ୍ଡାର୍ଡସ୍‌ (ସିଏସ୍‌ଏଏସ୍‌ ୧ ରୁ ସିଏସ୍‌ଏଏସ୍‌ ୪)ର ସଂଶୋଧିତ ସଂସ୍କରଣ
– ଖଣି ଆଇନସମୂହ ଉପରେ ପୁସ୍ତିକା

ଆଇସିଏସ୍‌ଆଇ ମଧ୍ୟ ଫିକି (ଏଫ୍‌ଆଇସିସିଆଇ) ଏବଂ ପେପର୍‌ଲାଇଟ୍‌ ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିବା ସହିତ ନାଭିଗେଟିଂ ଗଭର୍ଣ୍ଣାନ୍ସ: ଏମଏସ୍‌ଏମଇ ଟ୍ରାନ୍ସଫର୍ମେସନ୍‌ ୱିକ, ଷ୍ଟାର୍ଟ-ଅପ୍‌ ଲଜ୍‌ ଏବଂ ଗଭର୍ଣ୍ଣାନ୍ସ ୱିକ୍‌ ଏବଂ ଏଆଇ-ପାୱର୍ଡ କମ୍ପାନୀ ସେକ୍ରେଟାରୀ: ଟ୍ରାନ୍ସଫର୍ମିଂ ସେକ୍ରେଟାରିଆଲ୍‌ ପ୍ରାକ୍ଟିସ୍‌, ଗଭର୍ଣ୍ଣାନ୍ସ ଆଣ୍ଡ୍‌ କମ୍ପ୍ଲାଏନ୍ସ ଉପରେ ଏକ ୱେବିନାର୍‌ ସିରିଜ୍‌ ସମ୍ପର୍କରେ ଘୋଷଣା କରିଥିଲା । ଚିନ୍ତାଶୀଳ ଭାବରେ ପ୍ରସ୍ତୁତ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ଅନ୍ତର୍ଦୃଷ୍ଟି ପ୍ରକାଶ କରି ଶ୍ରୀ ଇନ୍ଦରଦୀପ ସିଂ ଧାରିୱାଲ୍‌, ଆଡିସନାଲ ଡେପୁଟି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ଅବସରପ୍ରାପ୍ତ) କହିଥିଲେ, “କମ୍ପାନୀ ସେକ୍ରେଟାରୀମାନଙ୍କର ୫୪ତମ ଜାତୀୟ ସମ୍ମିଳନୀ ଏକ ଅନନ୍ୟ ସମାବେଶ ଅଟେ, ଯେଉଁଠାରେ ଅତୀତ ଭବିଷ୍ୟତକୁ ଭେଟିଥାଏ ।

ଏହାର ଅନ୍ତର୍ଦୃଷ୍ଟିସମ୍ପନ୍ନ ନିଖୁଣ ଭାବରେ ପ୍ରସ୍ତୁତ ଅଧିବେଶନଗୁଡିକ ସହିତ ଏହା ଏକ ସୁଦୃଢ ଭିତ୍ତିଭୂମି ବିଶ୍ୱାସ ପ୍ରଣାଳୀକୁ ପ୍ରୋତ୍ସାହିତ କରେ ଯାହା ପରବର୍ତ୍ତୀ ପିଢିର ନେତୃତ୍ୱକୁ ପ୍ରସ୍ତୁତ କରିବ ।” ଆଇସିଏସ୍‌ଆଇର ମୂଳ ଦର୍ଶନ ଉପରେ ଜୋର୍‌ଦେଇ ସିଏସ୍‌ ପୱନ୍‌ ଜି.ଚଣ୍ଡକ, ପ୍ରେସିଡେଣ୍ଟ, ଆଇସିଏସ୍‌ଆଇ କହିଥିଲେ, “କମ୍ପାନୀ ସେକ୍ରେଟାରୀମାନଙ୍କ ମଧ୍ୟରେ ଅନ୍ତର୍ନିହିତ ମୂଲ୍ୟବୋଧ ବ୍ୟବସ୍ଥା ସଚ୍ଚୋଟତା, ବିଶ୍ୱାସ ଏବଂ ଦାୟବଦ୍ଧତା ଉପରେ ଆଧାରିତ ।

ନୈତିକ ମାର୍ଗଦର୍ଶନ ପ୍ରଦାନ କରି ଏବଂ ମଜଭୁତ ପରିଚାଳନା ସୁନିଶ୍ଚିତ କରି ଆଇସିଏସ୍‌ଆଇ ବୋର୍ଡଗୁଡିକୁ ସମର୍ଥନ କରିବା ସହିତ ନିୟାମକମାନଙ୍କୁ ସଶକ୍ତ କରୁଛି ଏବଂ ରାଷ୍ଟ୍ରନିର୍ମାଣରେ ଅବଦାନ ରଖୁଛି ।” ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦୦ କମ୍ପାନୀ ସେକ୍ରେଟାରୀ, ବୃତ୍ତିଧାରୀ, ଡାଇରେକ୍ଟରବୃନ୍ଦ, ବରିଷ୍ଠ ସରକାରୀ ଅଧିକାରୀଗଣ ଏବଂ ଅନ୍ୟ ସହଭାଗୀମାନେ ଯୋଗଦେଇଛନ୍ତି । ଭର୍ଚୁଆଲ୍‌ ଉପରେ ପ୍ରାୟ ୩୦୦୦ ପ୍ରତିନିଧି ଏଥିରେ ଯୋଗଦେଉଛନ୍ତି । ସିଏସ୍‌ ଦ୍ୱାରକାନାଥ ଚେନ୍ନୁର, ଭାଇସ୍‌ ପ୍ରେସିଡେଣ୍ଟ, ଆଇସିଏସ୍‌ଆଇ; ସିଏସ୍‌ ଭେଙ୍କଟ ରମନା ଆର୍‌,

କାଉନସିଲ୍‌ ମେମ୍ବର ଓ ଚେୟାରମ୍ୟାନ, ପ୍ରଫେସନାଲ ଡେଭେଲପମେଣ୍ଟ କମିଟି, ଆଇସିଏସ୍‌ଆଇ; ସିଏସ୍‌ ସନ୍ଦୀପ କୁମାର କେଜ୍‌ରିୱାଲ, କାଉନସିଲ୍‌ ମେମ୍ବର ଓ ପ୍ରୋଗ୍ରାମ ଡାଇରେକ୍ଟର, ଆଇସିଏସ୍‌ଆଇ; ସିଏସ୍‌ ବିଶାଲ ହରଲାଲକା ଚେୟାରମ୍ୟାନ, ଇଆଇଆର୍‌ସି, ଆଇସିଏସ୍‌ଆଇ ମଧ୍ୟ ଏହି ଅବସରରେ ସମାବେଶକୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଧ୍ୟ ଶ୍ରୀମନ୍ତ ବାବୁ, ଚେୟାରମ୍ୟାନ, ଭୁବନେଶ୍ୱର ଚାପ୍ଟର, ଆଇସିଏସ୍‌ଆଇ ଉପସ୍ଥିତ ଥିଲେ । ସିଏସ୍‌ ଆଶିଷ ମୋହନ, ସେକ୍ରେଟାରୀ, ଆଇସିଏସ୍‌ଆଇ ଧନ୍ୟବାଦ ପ୍ରଦାନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଉତ୍ତର ଓଡ଼ିଶାରେ ୫୦ ହଜାର ଟପିଲା ଟିପିଏନଓଡିଏଲ୍ ର ରୁଫଟପ୍ ସୋଲାର ସ୍ଥାପନା ଦୃଢ଼ ସରକାରୀ ନୀତି ଏବଂ ଗ୍ରାହକ-କେନ୍ଦ୍ରିକ କାର୍ଯ୍ୟାନ୍ୱୟନ ଆଣିଲା ବଡ ସଫଳତା

TPNODL Surpasses 50,000 Rooftop Solar Installations in Northern Odisha Concerted policy push and consumer-centric execution fuel transition

Celebrated Vocalist Vidushi Shubha Mudgal regales the audience at the 32nd Guru Kelucharan Mohapatra Award Festival

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‌ଘାଟିତ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଉତ୍ତର ଓଡ଼ିଶାରେ ୫୦ ହଜାର ଟପିଲା ଟିପିଏନଓଡିଏଲ୍ ର ରୁଫଟପ୍ ସୋଲାର ସ୍ଥାପନା ଦୃଢ଼ ସରକାରୀ ନୀତି ଏବଂ ଗ୍ରାହକ-କେନ୍ଦ୍ରିକ କାର୍ଯ୍ୟାନ୍ୱୟନ ଆଣିଲା ବଡ ସଫଳତା

TPNODL Surpasses 50,000 Rooftop Solar Installations in Northern Odisha Concerted policy push and consumer-centric execution fuel transition

September 5, 2026
ଉତ୍ତର ଓଡ଼ିଶାରେ ୫୦ ହଜାର ଟପିଲା ଟିପିଏନଓଡିଏଲ୍ ର ରୁଫଟପ୍ ସୋଲାର ସ୍ଥାପନା ଦୃଢ଼ ସରକାରୀ ନୀତି ଏବଂ ଗ୍ରାହକ-କେନ୍ଦ୍ରିକ କାର୍ଯ୍ୟାନ୍ୱୟନ ଆଣିଲା ବଡ ସଫଳତା

ଉତ୍ତର ଓଡ଼ିଶାରେ ୫୦ ହଜାର ଟପିଲା ଟିପିଏନଓଡିଏଲ୍ ର ରୁଫଟପ୍ ସୋଲାର ସ୍ଥାପନା ଦୃଢ଼ ସରକାରୀ ନୀତି ଏବଂ ଗ୍ରାହକ-କେନ୍ଦ୍ରିକ କାର୍ଯ୍ୟାନ୍ୱୟନ ଆଣିଲା ବଡ ସଫଳତା

September 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version