• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଇଣ୍ଡିଆ ବ୍ଲକ ପକ୍ଷରୁ କଟକରେ ପ୍ରତିରୋଧ ଦିବସ ଓ କୁଶ ପୁତ୍ତଳିକା ଦାହ କାର୍ଯ୍ୟକ୍ରମ

Proprietor Abhimanyu Maharana by Proprietor Abhimanyu Maharana
August 27, 2026
in ଓଡ଼ିଶା, କଟକ, ହୋମ୍
0
ଇଣ୍ଡିଆ ବ୍ଲକ ପକ୍ଷରୁ କଟକରେ ପ୍ରତିରୋଧ ଦିବସ ଓ କୁଶ ପୁତ୍ତଳିକା ଦାହ କାର୍ଯ୍ୟକ୍ରମ
Share on FacebookShare on TwitterWhatsapp

କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କଟକ ଠାରେ ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ ) ସଂଶୋଧନ ଆଇନ – ୨୦୨୬ କୁ ରଦ୍ଦ କରିବା ଦାବିରେ ଓଡିଶାର ଇଣ୍ଡିଆ ବ୍ଲକର ସହଯୋଗୀ ଦଳମାନଙ୍କ ପକ୍ଷରୁ ପ୍ରତିରୋଧ ଦିବସ ପାଳନ କରିବା ଓ ମାଟିର ନ ହୋଇ ପାର୍ଟିର ହୋଇଥିବା ବିଜେପି ର ସାଂସଦ ମାନଙ୍କର କୁଶପୁତ୍ତଳିକା ଦାହ ଡାକରାରେ ଶୋଭାଯାତ୍ରା, ବିରାଟ ସଭା ଓ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କଂଗ୍ରେସର କଟକ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ଦାସ, କୃଷକ ସେଲ୍ ର ଜିଲ୍ଲା ମୁଖ୍ୟ ଶ୍ରୀ ନିମାଇଁ ରାଉତରାୟ, ଅନୁସୂଚିତ ଜାତି ସେଲ୍ ର ଶ୍ରୀ ପ୍ରତାପ ମଲ୍ଲିକ,ସଂଖ୍ୟା ଲଘୁ ସେଲ ମୁଖ୍ୟ ସେକ ଜାଫର, କଂଗ୍ରେସ ନେତା ଶ୍ରୀ ବିଶ୍ୱଜିତ ଦାସ, ସେକ ଅବଦୁଲ ସଲିମ,, ସି. ପି. ଆଇ ((ଏମ ), ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ତଥା କଟକ ଜିଲ୍ଲା ସମ୍ପାଦକ ଶ୍ରୀ ବଦ୍ରି ନାରାୟଣ ଦାଶ, ଶ୍ରୀ ପ୍ରତାପ ମହାପାତ୍ର, ଶ୍ରୀ ବିଷ୍ଣୁ ବେହେରା, ଶ୍ରୀ ମନମୋହନ ପତି, ସି .ପି. ଆଇ ନେତା ଶ୍ରୀ ପ୍ରସନ୍ନ ମହାପାତ୍ର, ଶ୍ରୀ ଅଶୋକ ତା,

ଶ୍ରୀ ଅମରେନ୍ଦୁ ମହାନ୍ତି, ଶ୍ରୀ ସୁଶାନ୍ତ ମହାପାତ୍ର ପ୍ରମୁଖ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ଶୋଭାଯାତ୍ରା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିବା ପରେ ଶ୍ରୀ ପ୍ରଦୀପ୍ତ କୁମାର ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ବରିଷ୍ଠ ସି. ପି. ଆଇ (ଏମ ) ନେତା ଶ୍ରୀ ରବିନାରାୟଣ ମଲ୍ଲିକ, ୧୯୫୭, ୧୯୭୪ଓ ୨୦୨୪ର ସୁପ୍ରିମ କୋର୍ଟ ରାୟ ଗୁଡିକ, ସାମ୍ବିଧାନିକ ଵିଧି ବ୍ୟବସ୍ଥା, ସଂଘୀୟ ବ୍ୟବସ୍ଥା ଇତ୍ୟାଦି ର ତର୍ଜମା କରି ୨୦୨୪ମସିହା ଜୁନ ମାସରେ ସୁପ୍ରିମ କୋର୍ଟ ଙ୍କ ରାଜ୍ୟ ସର୍ବୋ୍କୃଷ୍ଟ ଥିଲା ବୋଲି ମନ୍ତବ୍ୟ ଦେଇଥିଲେ।

କଂଗ୍ରେସ ନେତା ଶ୍ରୀ ବିଶ୍ୱଜିତ ଦାସ, କଂଗ୍ରେସ ମିଡ଼ିଆ ସେଲ ମୁଖ୍ୟ ଶ୍ରୀ ବିଶ୍ୱଜିତ ମହାନ୍ତି, ସି. ପି. ଆଇ. ର ବରିଷ୍ଠ ନେତା ଶ୍ରୀ କିଶୋର ଜେନା ପ୍ରମୁଖ ବକ୍ତବ୍ୟ ରଖି ଏମ .ଏମ. ଡି .ଆର -୨୦୨୬ କୁ ରଦ୍ଦ କରିବାକୁ ଦାବୀ କରିବା ସହ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଓଡିଶା ବାସୀ ଏହି ଓଡିଶା ବିରୋଧୀ ଆଇନ କୁ ରଦ୍ଦ କରିବା ସଂଗ୍ରାମ କୁ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ।ଇଣ୍ଡିଆ ବ୍ଲକ ର ଏକ ୧୨ଜଣିଆ ପ୍ରତିନିଧି ମଣ୍ଡଳୀ ମାନନୀୟ ଜିଲାପାଳ, କଟକ ଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଶେଷରେ ମାଟିର ନହୋଇ ପାର୍ଟି ର ହୋଇଥିବା ବି.ଜେ.ପି ସାଂସଦ ମାନଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏହି ଦାବୀ ଗୁଡିକ ମଧ୍ୟରେ . ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ–୨୦୨୬କୁ ଏହାର ବର୍ତ୍ତମାନ ରୂପରେ ରଦ୍ଦ କରିବା । ୨୦୨୪ ମସିହାରେ ସୁପ୍ରିମକୋର୍ଟର ୯ ଜଣିଆ ସଂବିଧାନ ବେଞ୍ଚ ପ୍ରଦାନ କରିଥିବା ଐତିହାସିକ ରାୟର ମୂଳ ନୀତିଗୁଡ଼ିକୁ ସମ୍ପୂର୍ଣ୍ଣ ସମ୍ମାନ ଦିଆଯିବା ଏବଂ ତାହାର ପ୍ରଭାବକୁ ନିଷ୍ପ୍ରଭ କରିବା ପାଇଁ କୌଣସି ଆଇନଗତ ବ୍ୟବସ୍ଥା ନ କରିବା ଏବଂ

ସେହି ରାୟକୁ କାର୍ଯ୍ୟକାରୀ କରିବା ସଂବିଧାନର ସପ୍ତମ ଅନୁସୂଚୀର ରାଜ୍ୟ ତାଲିକାର ୪୯ ଓ ୫୦ ନମ୍ବର ପ୍ରବେଶିକା ଅଧୀନରେ ରାଜ୍ୟମାନଙ୍କର ଟିକସ କର ଲାଗୁ କରିବାର ସାମ୍ବିଧାନିକ କ୍ଷମତାକୁ ସୁରକ୍ଷିତ ରଖିବା।. ରାଜ୍ୟମାନେ ପୂର୍ବରୁ ଆଇନ ଅନୁଯାୟୀ ସୃଷ୍ଟି କରିଥିବା ବକେୟା ଖଣିଜ ଟିକସ କର, ଉପକର ଓ ଅନ୍ୟାନ୍ୟ ରାଜସ୍ୱ ଦାବିକୁ କୌଣସି ପ୍ରକାରେ ନଷ୍ଟ କିମ୍ବା ଅବୈଧ ନ କରାଯିବା।. ଓଡ଼ିଶା ସମେତ ସମସ୍ତ ଖଣିଜ ସମୃଦ୍ଧ ରାଜ୍ୟର ସମ୍ଭାବ୍ୟ ରାଜସ୍ୱ କ୍ଷତିର ସ୍ୱାଧୀନ ଆର୍ଥିକ ଓ ସାମ୍ବିଧାନିକ ମୂଲ୍ୟାୟନ କରିବା.

ଓଡ଼ିଶାର ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ଭାବ୍ୟ ବକେୟା ରାଜସ୍ୱ ସମ୍ପର୍କିତ ଦାବିକୁ ରାଜ୍ୟର ବୈଧ ଅଧିକାର ଭାବେ ସୁରକ୍ଷିତ ରଖୂବା. ପଞ୍ଚମ ଅନୁସୂଚୀ, ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ, ୧୯୯୬ ଏବଂ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅଧୀନରେ ଆଦିବାସୀ, ଗ୍ରାମସଭା ଓ ଜଙ୍ଗଲବାସୀ ସମୁଦାୟର ଅଧିକାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବା. ଖଣିଜ ସମ୍ପଦର ଅନୁମତି, ପରିଚାଳନା ଓ ରାଜସ୍ୱ ବଣ୍ଟନ ସମ୍ପର୍କିତ ନିଷ୍ପତ୍ତିରେ ସମ୍ପୃକ୍ତ ରାଜ୍ୟ ସରକାର ଓ ଖଣି ପ୍ରଭାବିତ ଲୋକଙ୍କର ଯଥୋଚିତ ଏବଂ ନିର୍ଣ୍ଣାୟକ ଭୂମିକା ସୁନିଶ୍ଚିତ କରାଯାଉ।

ସଂବିଧାନର ଅନୁଚ୍ଛେଦ ୩୯(ଖ)ର ମୂଳ ନୀତି ଅନୁଯାୟୀ ଖଣିଜ ସମ୍ପଦର ବ୍ୟବହାର ସାଧାରଣ କଲ୍ୟାଣକୁ ପ୍ରାଥମିକତା ଦେଇ କରାଯାଉ ଏବଂ କେବଳ କର୍ପୋରେଟ୍ ଲୁଣ୍ଠନ ଓ କେନ୍ଦ୍ରୀକରଣକୁ ଲକ୍ଷ୍ୟ କରି ନୀତି ନିର୍ଦ୍ଧାରଣ କରିବା ବନ୍ଦ କରିବା।୧୧. ଖଣି ପ୍ରଭାବିତ ଅଞ୍ଚଳରେ ପୁନର୍ବାସ,ଥଇଥାନ, ପୁନଃସ୍ଥାପନ, ପରିବେଶ ପୁନରୁଦ୍ଧାର, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ସୁରକ୍ଷା ପାଇଁ ଖଣିଜ ରାଜସ୍ୱର ନ୍ୟାୟସଙ୍ଗତ ଅଂଶ ସୁନିଶ୍ଚିତ କରିବା।୧୨.

ରାଜ୍ୟମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା ଓ ସହମତି ବିନା ଖଣିଜ କ୍ଷେତ୍ରରେ ଅତିରିକ୍ତ କେନ୍ଦ୍ରୀକରଣ କରାଯିବା ବନ୍ଦ କରିବା ଏବଂ ସହଯୋଗୀ ସଂଘୀୟତାର ନୀତିକୁ ସମ୍ମାନ କରିବା ଇତ୍ୟାଦି ଦାବୀ ଅନ୍ତର୍ଭୁକ୍ତ। ସର୍ବଶ୍ରୀ ଶ୍ରୀ ନଳିନୀ ଉଦଗାତା, ଶ୍ରୀ ରାମଚନ୍ଦ୍ର ଗୋଛାୟତ, ଶ୍ରୀ ସୁଦର୍ଶନ ସାହୁ, ଶ୍ରୀ ସଂଗ୍ରାମ ପାତ୍ର, ଶ୍ରୀ ଚନ୍ଦ୍ର ମୋହନ ମାଝୀ, ଶ୍ରୀ ରମେଶ ବେହେରା, ଶ୍ରୀ ପ୍ରିୟବ୍ରତ ଦାଶ, ଶ୍ରୀ ବିଶ୍ୱରଂଜନ ଜେଠି, ଶ୍ରୀ ସୁକାନ୍ତ ନନ୍ଦ, ଶ୍ରୀ ଡମ୍ବରୁ ଧର ସାହୁ, ଶ୍ରୀ ଭାଗ୍ୟଧର ନାୟକ, ଶ୍ରୀ ବିପିନ ବିହାରୀ ପଶାୟତ,ଓ ଶ୍ରୀ ନାରାୟଣ ଦ୍ବିବେଦୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପବିତ୍ର ରକ୍ଷାବନ୍ଧନ ଉତ୍ସବ

ପବିତ୍ର ରକ୍ଷାବନ୍ଧନ ଉତ୍ସବ

August 27, 2026
ସାର୍ବଜନୀନ ଦୁର୍ଗାପୂଜା ସମିତି ର କର୍ମକର୍ତା ଚୟନ

ସାର୍ବଜନୀନ ଦୁର୍ଗାପୂଜା ସମିତି ର କର୍ମକର୍ତା ଚୟନ

August 27, 2026
ନୟାଗଡ ଜିଲ୍ଲା ଚେସ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ନୟାଗଡ ଜିଲ୍ଲା ଚେସ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

August 27, 2026
ବାଣପୁରରେ ପ୍ରଜାପିତା ବ୍ରହ୍ମକୁମାରୀଙ୍କ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ବାଣପୁରରେ ପ୍ରଜାପିତା ବ୍ରହ୍ମକୁମାରୀଙ୍କ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

August 27, 2026

Recent News

ପବିତ୍ର ରକ୍ଷାବନ୍ଧନ ଉତ୍ସବ

ପବିତ୍ର ରକ୍ଷାବନ୍ଧନ ଉତ୍ସବ

August 27, 2026
ସାର୍ବଜନୀନ ଦୁର୍ଗାପୂଜା ସମିତି ର କର୍ମକର୍ତା ଚୟନ

ସାର୍ବଜନୀନ ଦୁର୍ଗାପୂଜା ସମିତି ର କର୍ମକର୍ତା ଚୟନ

August 27, 2026
ନୟାଗଡ ଜିଲ୍ଲା ଚେସ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ନୟାଗଡ ଜିଲ୍ଲା ଚେସ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

August 27, 2026
ବାଣପୁରରେ ପ୍ରଜାପିତା ବ୍ରହ୍ମକୁମାରୀଙ୍କ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ବାଣପୁରରେ ପ୍ରଜାପିତା ବ୍ରହ୍ମକୁମାରୀଙ୍କ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

August 27, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପବିତ୍ର ରକ୍ଷାବନ୍ଧନ ଉତ୍ସବ

ପବିତ୍ର ରକ୍ଷାବନ୍ଧନ ଉତ୍ସବ

August 27, 2026
ସାର୍ବଜନୀନ ଦୁର୍ଗାପୂଜା ସମିତି ର କର୍ମକର୍ତା ଚୟନ

ସାର୍ବଜନୀନ ଦୁର୍ଗାପୂଜା ସମିତି ର କର୍ମକର୍ତା ଚୟନ

August 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version