• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

Proprietor Abhimanyu Maharana by Proprietor Abhimanyu Maharana
August 8, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା
Share on FacebookShare on TwitterWhatsapp

ବାଉଁଶ ବିହୀନ କଠିନ ଧୂପ ଏବଂ ମେଦିନୀ ଜୁଡୱା କପ୍‌ ସାମ୍ବ୍ରାନି ପ୍ରଦର୍ଶିତ କରୁଛି; ନବସୃଜନ, ଦୀର୍ଘସ୍ଥାୟିତା ଏବଂ ଆଧ୍ୟାତ୍ମିକ ଅନୁଭୂତି ସହିତ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ପୁନଃ ସୁଦୃଢୀକରଣ କରୁଛି l 

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସୁଗନ୍ଧ କ୍ଷେତ୍ରରେ ଉତ୍କର୍ଷର ୭୭ ବର୍ଷ ପାଳନ କରି ବିଶ୍ୱର ସର୍ବବୃହତ ଅଗରବତୀ ନିର୍ମାତା ସାଇକଲ ପିୟୋର ଅଗରବତୀ ତାଜ ଭିଭାନ୍ତା, ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ନୂତନ ପାର୍ବଣକାଳୀନ ଉତ୍ପାଦ ବର୍ଗମାଳା ଉନ୍ମୋଚନ କରିଛି । ନୂତନ ବର୍ଗମାଳାକୁ ଶ୍ରୀ ଅର୍ଜୁନ ରାଙ୍ଗା, ମ୍ୟାନେଜିଂ ଡାଇରେକ୍ଟର, ସାଇକଲ ପିୟୋର ଅଗରବତୀ ଉନ୍ମୋଚନ କରି ଓଡ଼ିଶାରେ ଗ୍ରାହକମାନଙ୍କୁ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ପରମ୍ପରାଗୁଡିକରେ ମୂଳ ରଖୁଥିବା ନବୋନ୍ମେଷୀ ଉତ୍ପାଦଗୁଡିକ ସହିତ ସେବା ଯୋଗାଇବାକୁ କମ୍ପାନୀର ପ୍ରତିବଦ୍ଧତା ପୁନଃ ସୁଦୃଢୀକରଣ କରିଛନ୍ତି ।

କମ୍ପାନୀ ବାଉଁଶ- ବିହୀନ କଠିନ ଧୂପକୁ ଦଶରା, ଯଜ୍ଞ ଏବଂ ଉଡ୍‌ସ୍‌ ପ୍ରକରଣରେ ଓ ଗୋଲାପ ଓ ମଲ୍ଲୀର ମନମୁଗ୍ଧକର ସୁଗନ୍ଧ ରହିଥିବା ମେଦିନୀ ଜୁଡୱା କପ୍‌ ସାମ୍ବ୍ରାନି ସମେତ ଏହାର ଅଧୁନାତମ ପାର୍ବଣକାଳୀନ ନବସୃଜନଗୁଡିକୁ ପ୍ରଚଳନ କରିଛି । ଦୈନନ୍ଦିନ ପ୍ରାର୍ଥନା ଏବଂ ପାର୍ବଣ ପାଳନକୁ ଉଚ୍ଚ ସ୍ତରକୁ ନେଇଯିବା ନିମନ୍ତେ ଡିଜାଇନ କରାଯାଇଥିବା ନୂତନ ଉତ୍ପାଦଗୁଡିକରେ ଆଧୁନିକ ସୁଗନ୍ଧର ନବସୃଜନ ସହିତ ଶୁଦ୍ଧ ପାରମ୍ପରିକତାର ସମ୍ମିଶ୍ରଣ ଘଟିଛି ।

ଏହାର ବଜାର ପ୍ରବେଶ ଅବସରରେ ପ୍ରକାଶ କରି ଶ୍ରୀ ଅର୍ଜୁନ ରାଙ୍ଗା, ମ୍ୟାନେଜିଂ ଡାଇରେକ୍ଟର, ସାଇକଲ ପିୟୋର ଅଗରବତୀ କହିଥିଲେ, “୭୭ ବର୍ଷ ଧରି ଆମର ଯାତ୍ରା ପରମ୍ପରାକୁ ସମ୍ମାନ ଜଣାଇବା ନିମନ୍ତେ ଏକ ସରଳ ଦର୍ଶନ ଦ୍ୱାରା ମାର୍ଗଦର୍ଶିତ ହୋଇଆସିଛି ଏବଂ ସେହି ସମୟରେ ଆମେ ଗ୍ରାହକମାନଙ୍କର ପରିବର୍ତ୍ତନଶୀଳ ଆବଶ୍ୟକତାଗୁଡିକ ନିମନ୍ତେ ନିରନ୍ତର ଭାବରେ ନବସୃଜନ କରିଚାଲିଛୁ ।

ଆମ ପରିଚୟର କେନ୍ଦ୍ରସ୍ଥଳରେ ସର୍ବଦା ସୁଗନ୍ଧ ରହିଆସିଛି ଏବଂ ଆମର ଆଭ୍ୟନ୍ତରୀଣ ସୁଗନ୍ଧ ବିଦ୍ୱତା ଆମକୁ ପିଢି ପରେ ପିଢି ଗ୍ରାହକମାନଙ୍କ ସହିତ ଗଭୀର ଭାବରେ ସଂଯୁକ୍ତ ରହିବା ନିମନ୍ତେ ସେହିଭଳି ଉତ୍ପାଦଗୁଡିକ ସୃଷ୍ଟି କରିବାକୁ ସମର୍ଥ କରାଉଛି । ଓଡ଼ିଶା ଆମ ପାଇଁ କେବଳ ବ୍ୟବସାୟିକ ଦୃଷ୍ଟିକୋଣରୁ ନୁହେଁ, ତାହାସହିତ ଉତ୍ପାଦନ ଓ ସମ୍ବଳ ସଂଗ୍ରହ ପରିବ୍ୟବସ୍ଥା ନିମନ୍ତେ ଏକ ମୁଖ୍ୟ ଅଂଶ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଅଟେ ।

ଆମର ବାଲେଶ୍ୱର ଓ ସୋରୋରେ ଉତ୍ପାଦନ ୟୁନିଟ ରହିଛି ଏବଂ ଆମେ ପୂର୍ଣ୍ଣାଙ୍ଗ ହୋଇନଥିବା ଅଗରବତୀ, ପୂଜା ସମ୍ପର୍କିତ ଉତ୍ପାଦସମୂହ ଏବଂ ନଡିଆ କତା ଆଦି ସଂଗ୍ରହ କରିବାକୁ ସ୍ଥାନୀୟ ଯୋଗାଣକାରୀଙ୍କ ସହିତ ନିବିଡ ଭାବରେ କାର୍ଯ୍ୟ କରୁଛୁ । ଏହି ସହଭାଗୀତା ଆମର ଯୋଗାଣ ଶୃଙ୍ଖଳକୁ ମଜଭୁତ କରୁଥିବାବେଳେ ସ୍ଥାନୀୟ ଜୀବିକା ଉପାର୍ଜନ ଓ ଗୋଷ୍ଠୀଗୁଡିକୁ ସମର୍ଥନ କରୁଛି ।”

କମ୍ପାନୀର ନିରନ୍ତର ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରି ଶ୍ରୀ ରାଙ୍ଗା କହିଥିଲେ ଯେ, ସାଇକଲ ପିୟୋର ଅଗରବତୀ ସମଗ୍ର ଓଡ଼ିଶାରେ ଏକ ପ୍ରଶସ୍ତ ଉତ୍ପାଦ ବର୍ଗମାଳା, ଗଭୀର ବଜାର ପ୍ରବେଶ ଏବଂ ସମୁଦାୟ ବାଣିଜ୍ୟ ବ୍ୟବସ୍ଥା, ଆଧୁନିକ ରିଟେଲ, ଇ-କମର୍ସ ଏବଂ କ୍ୱିକ୍‌- କମର୍ସ ପ୍ଲାଟଫର୍ମଗୁଡିକ ଜରିଆରେ ଏହାର ଉପସ୍ଥିତି ସୁଦୃଢ କରିବାକୁ ଦୃଷ୍ଟିନିବଦ୍ଧ କରିଆସୁଛି ।

ବାର୍ଷିକ ୧୨ ବିଲିଅନ ସୁଗନ୍ଧିତ ଧୂପକାଠି ଉତ୍ପାଦନ ସହିତ ସାଇକଲ ପିୟୋର ଅଗରବତୀ ନିୟୁତ ନିୟୁତ ଘରକୁ ଆସ୍ଥାର ସୁଗନ୍ଧ ବହନ କରୁଛି, ପ୍ରତିବର୍ଷ ପ୍ରାୟ ୬ ବିଲିଅନ ପ୍ରାର୍ଥନାର ଅଂଶବିଶେଷ ହେଉଛି । ସମଗ୍ର ଭାରତରେ ୫୦୦୦ରୁ ଅଧିକ ବିତରକ ଏବଂ ୫ ଲକ୍ଷରୁ ଅଧିକ ଖୁଚୁରା ବିକ୍ରୟକେନ୍ଦ୍ର ନେଟୱର୍କ ସହାୟତାରେ କମ୍ପାନୀ ଦେଶର ଅନ୍ୟତମ ସର୍ବାଧିକ ମଜଭୁତ ପରିବଣ୍ଟନ ନେଟୱର୍କ ନିର୍ମାଣ କରିଛି ଏବଂ ସମ୍ପ୍ରତି ବିଶ୍ୱବ୍ୟାପୀ ୭୫ରୁ ଅଧକ ରାଷ୍ଟ୍ରକୁ ରପ୍ତାନି କରୁଛି ।

ସାଇକଲ ପିୟୋର ଅଗରବତୀର ଅନ୍ୟତମ ସର୍ବବୃହତ୍‌ ସାମର୍ଥ୍ୟ ହେଉଛି ଏହାର ଆଭ୍ୟନ୍ତରୀଣ ସୁଗନ୍ଧି ଗବେଷଣା ଏବଂ ବିକାଶ ସାମର୍ଥ୍ୟ । ପ୍ରତ୍ୟେକ ସୁଗନ୍ଧ ସମ୍ପର୍କରେ ଚିନ୍ତନ ସୃଷ୍ଟି, ଗବେଷଣା ଏବଂ ମିଶ୍ରଣ କାର୍ଯ୍ୟ କମ୍ପାନୀର ପରିବାର ସଦସ୍ୟ ଓ ବିଶେଷଜ୍ଞ ଅତର ପ୍ରସ୍ତୁତକାରୀଙ୍କ ଦ୍ୱାରା କରାଯାଉଛି, ଯାହା ଆମକୁ ନିରନ୍ତର ଭାବରେ ସ୍ୱତନ୍ତ୍ର, ଉଚ୍ଚ-ଗୁଣବତ୍ତା ସମ୍ପନ୍ନ ସୁଗନ୍ଧ ସୃଷ୍ଟି କରିବାକୁ ସମର୍ଥ କରାଉଛି ଏବଂ ସେଗୁଡିକ ସାତ ଦଶନ୍ଧି ଧରି ଗ୍ରାହକମାନଙ୍କର ବିଶ୍ୱାସ ଭାଜନ ହୋଇ ରହିଆସିଛି ।

କମ୍ପାନୀର ଅଧୁନାତମ ପାର୍ବଣକାଳୀନ ବର୍ଗମାଳା ମଧ୍ୟରେ ରହିଛି : – ବାଉଁଶ- ବିହୀନ କଠିନ ଧୂପ- ଏହା ଦଶରା, ଯଜ୍ଞ ଓ ଉଡ୍‌ସ୍‌ ପ୍ରକରଣରେ ଉପଲବ୍ଧ ହେଉଛି, ପ୍ରତ୍ୟେକ ସୁଗନ୍ଧ ଭାରତୀୟ ସଂସ୍କୃତି ଓ ପ୍ରକୃତିରୁ ପ୍ରେରଣା ଲାଭ କରି ଏକ ଅନନ୍ୟ ଇନ୍ଦ୍ରିୟଗତ ଅନୁଭୂତି ପ୍ରଦାନ କରୁଛି । ଦଶରା ମନମୁଗ୍ଧକର ଚନ୍ଦନକାଠ ଓ ସମୃଦ୍ଧ ମସଲାର ବାସ୍ନା ଜରିଆରେ ମହୀଶୂର ଦଶରାର ଭବ୍ୟ ଭାବଧାରାକୁ ଧରି ରଖିଛି ।

ଯଜ୍ଞ ପ୍ରାଚୀନ ବୈଦିକ ରୀତିନୀତି ସହିତ ସଂଯୁକ୍ତ ପବିତ୍ର ସୁଗନ୍ଧ ପୁନଃସୃଷ୍ଟି କରୁଥିବାବେଳେ ଉଡ୍‌ସ୍‌ରେ ଚନ୍ଦନକାଠ, ଅମ୍ବର, ଏଲାନ୍ଥସ୍‌ ମାଲାବାରିକା ଏବଂ ପ୍ରାକୃତିକ ତୈଳର ସମ୍ମିଶ୍ରଣ ରହିଛି ଯାହା ଏକ ଜଙ୍ଗଲର ଶାନ୍ତ ଭାବକୁ ଉଦ୍ରେକ କରୁଛି । – ମେଦିନୀ ଜୁଡୱା କପ୍‌ ସାମ୍ବ୍ରାନି- ଭୂଦେବୀଙ୍କ ଠାରୁ ପ୍ରେରଣା ଲାଭକରି ଟ୍ୱିନ୍‌-କପ୍‌ ପ୍ୟାକ୍‌ରେ ଗୋଲାପ ଓ ମଲ୍ଲୀର ମନମୁଗ୍ଧକର ସୁଗନ୍ଧର ସମ୍ମିଶ୍ରଣରେ ଉପଲବ୍ଧ ହେଉଛି,

ଯାହା ପ୍ରାର୍ଥନା ଓ ଦୈନନ୍ଦିନ ରୀତି ନୀତିଗୁଡିକ ନିମନ୍ତେ ଏକ ଶାନ୍ତ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଉତ୍‌ଥାନକାରୀ ପରିବେଶ ସୃଷ୍ଟି କରୁଛି । ଭାରତର ଆଧ୍ୟାତ୍ମିକ ଉତ୍ପାଦଗୁଡିକର ପରିବ୍ୟବସ୍ଥାରେ ନିଜର ସ୍ଥାନ ପୁନଃ ସୁଦୃଢ କରିବାକୁ ସାଇକଲ ପିୟୋର ଅଗରବତୀ ନିକଟରେ ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ପୂଜା ସାମଗ୍ରୀ ଉତ୍ପାଦନକାରୀ ବ୍ରାଣ୍ଡ୍‌ ସାତ୍ୱିକକୁ ଅଧିଗ୍ରହଣ କରିବା ସମ୍ପର୍କରେ ଘୋଷଣା କରିଥିଲା ।

ଏହି ରଣନୈତିକ ଅଧିଗ୍ରହଣ କମ୍ପାନୀର ଆଧ୍ୟାତ୍ମିକ ଉତ୍ପାଦ ବର୍ଗମାଳାକୁ ସମ୍ପ୍ରସାରିତ କରୁଛି ଏବଂ ସମଗ୍ର ଦେଶରେ ଗ୍ରାହକମାନଙ୍କ ନିମନ୍ତେ ଆଧ୍ୟାତ୍ମିକ ଏବଂ ଭକ୍ତିସମ୍ବଳିତ ସମାଧାନଗୁଡିକର ପୂର୍ଣ୍ଣାଙ୍ଗ ଯୋଗାଣକାରୀ ହେବା ସକାଶେ ଏହାର ଲକ୍ଷ୍ୟକୁ ପୁନଃ ମଜଭୁତ କରୁଛି । ବ୍ୟବସାୟ ଊଦ୍ଧ୍ୱର୍ରେ ଏନ୍‌ଆର ଗ୍ରୁପ୍‌ , ଏନ୍‌ଆର ଫାଉଣ୍ଡେସନ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଗ୍ରାମାଞ୍ଚଳ ବିକାଶ,

ପରିବେଶ ଦୀର୍ଘସ୍ଥାୟିତା ଏବଂ ଗୋଷ୍ଠୀ କଲ୍ୟଶଣ ନିମନ୍ତେ ୩୭ ବର୍ଷରୁ ଅଧିକ କାଳ ଧରି ଅର୍ଥପୂର୍ଣ୍ଣ ଓ ସାମାଜିକ ପ୍ରଭାବ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଆସିଛି । ମହିଳା ସଶକ୍ତିକରଣ କମ୍ପାନୀର ଉଦ୍ଦେଶ୍ୟଭିତ୍ତିକ ଯାତ୍ରାରେ ନିରନ୍ତର ଭାବରେ କେନ୍ଦ୍ର ସ୍ଥାନ ନେଇଆସିଛି । ଗଡଚିରୋଲି, ମହାରାଷ୍ଟ୍ରରେ ଏହାର ଅଗ୍ରଣୀ ପ୍ରୟାସ ଜରିଆରେ ସାଇକଲ ପିୟୋର ଅଗରବତୀ,

ହଜାର ହଜାର ଆଦିବାସୀ ମହିଳାଙ୍କ ନିମନ୍ତେ ଅଗରବତୀ ବଳିବା ଜରିଆରେ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ସୁଯୋଗ ସୃଷ୍ଟି କରିବା ସହିତ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ହେବା ନିମନ୍ତେ ସମର୍ଥ କରାଉଛି ଏବଂ ସ୍ଥାନୀୟ ଗୋଷ୍ଠୀଗୁଡିକୁ ସୁଦୃଢ କରୁଛି । କମ୍ପାନୀର ବ୍ୟବସାୟ ପରିଚାଳନାରେ ଦୀର୍ଘସ୍ଥାୟିତା ଗଭୀର ଭାବରେ ଅନ୍ତର୍ନିବିଷ୍ଟ ହୋଇ ରହିଆସିଛି ।

ସାଇକଲ ପିୟୋର ଅଗରବତୀ ବିଗତ ୧୨ ବର୍ଷ ଧରି କାର୍ବନ ନ୍ୟୁଟ୍ରାଲ ରହିଆସିଛି ଏବଂ ସମ୍ପ୍ରତି ପ୍ଲାଷ୍ଟିକ ନ୍ୟୁଟ୍ରାଲିଟି ହାସଲ କରିଛି, ଯାହା ଦାୟିତ୍ୱସମ୍ପନ୍ନ ଉତ୍ପାଦନ, ଦୀର୍ଘସ୍ଥାୟୀ ସମ୍ବଳ ସଂଗ୍ରହ ଏବଂ ପରିବେଶଗତ ସଚେତନ ନବସୃଜନ ପ୍ରତି ଏହାର ପ୍ରତିବଦ୍ଧତାକୁ ପୁନଃସୁଦୃଢୀକରଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vedanta Aluminium’s Project SANGAM Trains 400+ Farmers on Safe and Sustainable Agricultural Practices Across Kalahandi

ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

August 8, 2026
Vedanta Aluminium’s Project SANGAM Trains 400+ Farmers on Safe and Sustainable Agricultural Practices Across Kalahandi

Vedanta Aluminium’s Project SANGAM Trains 400+ Farmers on Safe and Sustainable Agricultural Practices Across Kalahandi

August 8, 2026
ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

Celebrating 77 Years of Fragrance Excellence, Cycle Pure Agarbathi Unveils Festive Innovations in Bhubaneswar

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vedanta Aluminium’s Project SANGAM Trains 400+ Farmers on Safe and Sustainable Agricultural Practices Across Kalahandi

ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

August 8, 2026
Vedanta Aluminium’s Project SANGAM Trains 400+ Farmers on Safe and Sustainable Agricultural Practices Across Kalahandi

Vedanta Aluminium’s Project SANGAM Trains 400+ Farmers on Safe and Sustainable Agricultural Practices Across Kalahandi

August 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version