No Result
View All Result
ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିଟ୍ ପ୍ରଶ୍ନପତ୍ର ଚୋରି ମାମଲାରେ ଦିଲ୍ଲୀ, ଜନ୍ତରମନ୍ତର ଠାରେ ଗଣତାନ୍ତ୍ରିକ ଉପାୟରେ ପ୍ରଭାବିତ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ବିରୋଧରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ଗିରଫ ତଥା ଦୁର୍ବ୍ୟବହାର କରିବା ପ୍ରତିବାଦରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ପୂର୍ବାହ୍ନ ୧୧ ଟା ୩୦ମିନିଟ ସମୟରେ କଚେରି ଛକ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

କେଉଁ କାରଣରୁ ଓଡ଼ିଆ ପାଠ୍ୟପୁସ୍ତକ ଗୁଜରାଟରେ ଛପାଗଲା ଏବଂ ଆଜି ପର୍ଯ୍ୟନ୍ତ କଣ ପାଇଁ ସଠିକ ପାଠ୍ୟପୁସ୍ତକ ବିତରଣ କରାଗଲା ନାହିଁ ତାହାର ପ୍ରତିବାଦରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ବରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଶରତ ରଥ, ଉତ୍ତମ କୁମାର ଆଚାର୍ଯ୍ୟ, ବିଦୁଲତା ଆଚାର୍ଯ୍ୟ,

ଉମାକାନ୍ତ ବରାଳ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ସରସ୍ବତୀ ପାତ୍ର, ସୁକାନ୍ତ କୁମାର ପ୍ରଧାନ, ବିଶ୍ୱନାଥ ଦାଶ,କାଳୀ ପ୍ରସାଦ ନାୟକ,ବୈଦ୍ୟନାଥ ପାଣି ବିଭୁଦତ୍ତ ମିଶ୍ର,ଅମୀୟ ମହାପାତ୍ର, ସୂର୍ଯ୍ୟନାରୟଣ ପଣ୍ଡା, ଜ୍ୟୋତିପ୍ରକାଶ ମହାନ୍ତି ପ୍ରମୋଦ ପାଣ୍ଡୀ,ଅଶ୍ୱିନୀ ବଳବନ୍ତରାୟ, ରଜତ କୁମାର ସାହୂ, ଆର୍ତ୍ତତ୍ରାଣ ସାହୁ, ସ୍ମୃତିରଞ୍ଜନ ପତି, ଅର୍ଜୁନ ସାହୁ,ବିକାଶ ପୃଷ୍ଟି,

ସୁଶୀଲ ସାହୁ,ମନୋଜ କୁମାର ବେହେରା,ସନ୍ତୋଷ ପାଢ଼ୀ ,ନିର୍ମଳ ସାମନ୍ତରାୟ, ଅପର୍ତ୍ତି ଦୀକ୍ଷିତ, ସିତାକାନ୍ତ ମହାନ୍ତି, ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ କୁମାର ପଣ୍ଡା, ଡଃ ନିରଞ୍ଜନ ବିଶ୍ୱାଳ, ବିଶ୍ବରଞ୍ଜନ ସାମନ୍ତରାୟ, ବୈଦ୍ୟନାଥ ପାଣି, ଆଶୁତୋଷ ମିଶ୍ର, ଆଦର୍ଶ ମିଶ୍ର, ମୁନା ପ୍ରଧାନ, ଉମାକାନ୍ତ ବେହେରା, ଦୁର୍ଗାପ୍ରସାଦ ସାମନ୍ତରାୟ, ରାଧେଶ୍ୟାମ ସାହୁ, ସସ୍ମିତା ସ୍ବାଇଁ, ମମତା ସ୍ବାଇଁ ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।

No Result
View All Result