• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀ ରଥ ଯାତ୍ରା ଅବସରରେ ୧୩ ପ୍ରମୁଖ ଓଡ଼ିଆ ପାର୍ବଣ ଖାଦ୍ୟ ପ୍ରସ୍ତୁତି ବିଧି, ୧ ୟିପ୍ପି!

Proprietor Abhimanyu Maharana by Proprietor Abhimanyu Maharana
July 20, 2026
in ଓଡ଼ିଶା, ପୁରୀ, ବାଣିଜ୍ୟ, ହୋମ୍
0
13 Iconic Odia Festive Recipes, 1 YiPPee! Twist duringRath Yatra at Puri
Share on FacebookShare on TwitterWhatsapp

ଓଡ଼ିଶାର ବାର ମାସ ତେର ପର୍ବ ଦ୍ୱାରା ପ୍ରେରଣା ଲାଭକରି ୟିପ୍ପି! ୧୩ଟି ଅତିପ୍ରିୟ ପାର୍ବଣ ଖାଦ୍ୟ ପ୍ରସ୍ତୁତି ବିଧିକୁ ନବୋନ୍ମେଷୀ ନୁଡଲ ପ୍ରସ୍ତୁତିରେ ରୂପାନ୍ତରିତ କଲା

ପୁରୀ (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ଚଳିତ ରଥ ଯାତ୍ରାରେ ସନଫିଷ୍ଟ ୟିପ୍ପି! ‘ବାର ମାସ, ୟିପ୍ପି! ପର୍ବ’ ସହିତ ଓଡ଼ିଶା ର ସମୃଦ୍ଧ ଖାଦ୍ୟ ପ୍ରସ୍ତୁତି ବିଧିକୁ ପାଳନ କରିଛି, ଯାହା ରାଜ୍ୟର ‘ବାର ମାସ, ତେର ପର୍ବ’ (ଟେ୍‌ôଲ୍‌ଭ ମନ୍ଥସ୍‌, ଥାର୍ଟିନ ଫେଷ୍ଟିଭାଲସ୍‌)ର ଆକାଂକ୍ଷିତ ଦର୍ଶନରେ ପ୍ରେରଣା ଲାଭ କରି ଏହି ଧରଣର ପ୍ରଥମ ସାଂସ୍କୃତିକ ଓ ବ୍ୟଞ୍ଜନଭିତ୍ତିକ ଅନୁଭୂତି ହୋଇଛି । ୟିପ୍ପି! ନୁଡଲସ୍‌ର ବିବିଧତାକୁ ପ୍ରଦର୍ଶନ କରି ଏହି ଅଭିନ୍ନ ଓଡ଼ିଶାର କେତେକ ସର୍ବାଧିକ ପ୍ରିୟ ପାର୍ବଣ ବ୍ୟଞ୍ଜନକୁ ନବୋନ୍ମେଷୀ ସୃଷ୍ଟିରେ ପୁନଃ ପରିକଳ୍ପିତ କରିଛି ଏବଂ ଉପଭୋକ୍ତାମାନଙ୍କୁ ଲୋକପ୍ରିୟ ସ୍ୱାଦୁର ଅନୁଭୂତି ନେବାକୁ ଏକ ସତେଜ ଉପାୟ ଯୋଗାଇ ଦେଇଛି ।

ଓଡ଼ିଶାର ସୁସଂହତ ପାର୍ବଣ ଏବଂ ପଟ୍ଟଚିତ୍ର କଳାର ସମୃଦ୍ଧ କାହାଣୀ କଥନ ପରମ୍ପରାରେ ଅନୁପ୍ରେରିତ ହୋଇ, ବାରମାସ, ୟିପ୍ପି! ପର୍ବ ଓଡ଼ିଆ କ୍ୟାଲେଣ୍ଡରକୁ ପ୍ରତିନିଧିତ୍ୱ କରୁଥିବା ୧୨ ମାସର ବିଷୟ ବାତାୟନ ସହିତ ପୁରୀ ବେଳାଭୂମିରେ ଏକ ବିଶାଳ ପାଭିଲିୟନରେ ସ୍ଥାନ ପାଇଥିଲା । ପ୍ରତ୍ୟେକ ବାତାୟନରେ ଏକ ଅନନ୍ୟ ବ୍ୟଞ୍ଜନଗତ ନବସୃଜନ ପ୍ରଦର୍ଶିତ ହୋଇଥିଲା ଯାହା ୟିପ୍ପି! ନୁଡଲସ୍‌ର ସମ୍ମିଶ୍ରଣ ସହିତ ପ୍ରିୟ ଆଞ୍ଚଳିକ ଖାଦ୍ୟ ପ୍ରସ୍ତୁତି ବିଧିକୁ ପୁନଃ ପରିକଳ୍ପିତ କରିଥିଲା । କ୍ରିମି ପୋସ୍ତ ପ୍ରେରିତ ନୁଡଲର ମିଶ୍ରଣରେ ପୋଟଳ ପୋସ୍ତ ଠାରୁ ନେଇ ୟିପ୍ପି! ନୁଡଲସ୍‌ ରହିଥିବା ଦହି ବରା ଆଳୁଦମ୍‌, ନୁଡଲସ୍‌ ପୁର ରହିଥିବା ଚାଉଳ ବରା ଏବଂ ୟିପ୍ପି! ମିଶ୍ରିତ ମୁଗ ଡାଲି ଖେଚୁଡି ପର୍ଯ୍ୟନ୍ତ ପ୍ରତ୍ୟେକ ଖାଦ୍ୟ ପାରମ୍ପରିକ ସ୍ୱାଦରେ ଏକ ତାଜାପଣ ପରୋଶୀ ଥିଲେ ।

ଏହି ପ୍ରୟାସ ଓଡ଼ିଶାର ସମୃଦ୍ଧ ବ୍ୟଞ୍ଜନଗତ ଐତିହ୍ୟକୁ ପାଳନ କରିବା ସହିତ କ୍ଲାସିକ ଆଞ୍ଚଳିକ ପ୍ରିୟ ଖାଦ୍ୟଗୁଡିକୁ ଚମକ୍ରାର, ସମକାଳୀନୟ ସୃଷ୍ଟିରେ ରୂପାନ୍ତରିତ କରିଥିଲା । ଏହି ଉତ୍ସବ ପାଳନ ସହିତ ଯୋଗ କରିବାକୁ ଯାଇ ମାଷ୍ଟରସେଫ୍‌ ସିଜନ ୬ ବିଜେତା ଅଭିନାଶ ନାୟକ ପରିଦର୍ଶକମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଏବଂ ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ୟିପ୍ପି! ଖାଦ୍ୟ ପ୍ରଦାନ କରିଥିଲେ, ଯାହା ଉପଭୋକ୍ତାମାନଙ୍କୁ ଓଡ଼ିଶାର ପାର୍ବଣ ଖାଦ୍ୟ ପ୍ରସ୍ତୁତିରୁ ପ୍ରେରଣା ଲାଭ କରି ଏହି ସମସ୍ତ ନବୋନ୍ମେଷୀ ନୁଡଲ୍‌ ଅନୁସୃଜନଗୁଡିକ ଆବିଷ୍କାର କରିବାର ଏକ ସୁଯୋଗ ପ୍ରଦାନ କରିଥିଲା ।

ଅଲି ହାରିସ୍‌ ଶେରେ, ବିୟୁ ଚିଫ୍‌ ଏକ୍‌ଜିକୁ୍ୟଟିଭ, ସ୍ନାକ ଫୁଡସ୍‌ ଆଣ୍ଡ ବେଭରେଜେସ୍‌, ଫୁଡସ୍‌ ଡିଭିଜନ, ଆଇଟିସି ଲିମିଟେଡ କହିଥିଲେ, “ଓଡ଼ିଶାର ‘ବାର ମାସ, ତେର ପର୍ବ’ ଦର୍ଶନ ପାର୍ବଣ, ପରମ୍ପରା ଏବଂ ଖାଦ୍ୟ ଆଦି ଜରିଆରେ ଏକତ୍ରିତ ହେବାର ଆନନ୍ଦକୁ ପାଳନ କରୁଛି । ଓଡ଼ିଶାର ସର୍ବାଧିକ ପ୍ରିୟ କିଛି ପାର୍ବଣ ଖାଦ୍ୟ ପ୍ରସ୍ତୁତିକୁ ୟିପ୍ପି! ନୁଡଲସ୍‌ ସହିତ ପୁନଃ ପରିକଳ୍ପିତ କରି ଆମେ ଏକ ଅନନ୍ୟ ବ୍ୟଞ୍ଜନଗତ ଅନୁଭୂତି ସୃଷ୍ଟି କରିଥିଲୁ ଯାହା ସ୍ଥାନୀୟ ପରମ୍ପରାକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ଉପଭୋକ୍ତାମାନଙ୍କୁ ସେମାନଙ୍କର ପ୍ରିୟ ନୁଡଲସ୍‌କୁ ଉପଭୋଗ କରିବା ନିମନ୍ତେ ଆକର୍ଷଣୀୟ ନୂତନ ଉପାୟ ଆବିଷ୍କାର କରିବାକୁ ପ୍ରେରଣା ଦେଇଥିଲା ।”

ପରିଦର୍ଶକମାନେ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ପଟ୍ଟଚିତ୍ର- ଅନୁପ୍ରେରିତ ଅନୁଭୂତି ଜୋନ୍‌ ବୁଲି ଦେଖିଥିଲେ ଏବଂ ଆନ୍ତଃକ୍ରିୟାଶୀଳ ସ୍ଥାପନାଗୁଡିକ ଜରିଆରେ ଓଡ଼ିଶାର କଳା, ସଂସ୍କୃତି ଏବଂ ପାର୍ବଣର କାହାଣୀଗୁଡିକ ସହିତ ନିୟୋଜିତ ହୋଇଥିଲେ । ଏହି ଉତ୍ସବ ପାଳନରୁ ସେମାନେ ଘରକୁ ବ୍ୟକ୍ତିଗତ ପଟ୍ଟଚିତ୍ର- ଶୈଳୀର ଛବି ଏବଂ ତାହା ସହିତ ସ୍ୱତନ୍ତ୍ର ୟିପ୍ପି! କ୍ୟାଲେଣ୍ଡର ଓ ଟୋଟେ ବ୍ୟାଗ ସାଙ୍ଗରେ ନେଇଥିଲେ, ଯାହା ରଥ ଯାତ୍ରାର ଊଦ୍ଧ୍ୱର୍ରେ ସେମାନଙ୍କ ଅନୁଭୂତିର ସ୍ମ୍ମୃତିକୁ ପରିବ୍ୟାପ୍ତ କରିଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୧୧୦ ଦିନରେ ପହଞ୍ଚିଲା ନୀରବ ପଦଯାତ୍ରା : ଆଡାପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ, ତଥାପି ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାରରୁ ବଞ୍ଚିତ

୧୧୦ ଦିନରେ ପହଞ୍ଚିଲା ନୀରବ ପଦଯାତ୍ରା : ଆଡାପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ, ତଥାପି ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାରରୁ ବଞ୍ଚିତ

July 20, 2026
ଜନ୍ମବେଦୀ ରେ ବିଜେ ଚତୃର୍ଦ୍ଧା ମୂର୍ତ୍ତି; ଆଜିଠାରୁ ଆଡପ ଦର୍ଶନ

ଜନ୍ମବେଦୀ ରେ ବିଜେ ଚତୃର୍ଦ୍ଧା ମୂର୍ତ୍ତି; ଆଜିଠାରୁ ଆଡପ ଦର୍ଶନ

July 20, 2026
ଉତ୍କଳ ହସ୍ପିଟଲର ୮ ମ ପ୍ରତିଷ୍ଠା ଦିବସ

ଉତ୍କଳ ହସ୍ପିଟଲର ୮ ମ ପ୍ରତିଷ୍ଠା ଦିବସ

July 20, 2026
ମହାପ୍ରଭୁ ବରାହ ଅବତାରରେ ଦର୍ଶନ ଦେଲେ

ମହାପ୍ରଭୁ ବରାହ ଅବତାରରେ ଦର୍ଶନ ଦେଲେ

July 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୧୧୦ ଦିନରେ ପହଞ୍ଚିଲା ନୀରବ ପଦଯାତ୍ରା : ଆଡାପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ, ତଥାପି ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାରରୁ ବଞ୍ଚିତ

୧୧୦ ଦିନରେ ପହଞ୍ଚିଲା ନୀରବ ପଦଯାତ୍ରା : ଆଡାପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ, ତଥାପି ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାରରୁ ବଞ୍ଚିତ

July 20, 2026
ଜନ୍ମବେଦୀ ରେ ବିଜେ ଚତୃର୍ଦ୍ଧା ମୂର୍ତ୍ତି; ଆଜିଠାରୁ ଆଡପ ଦର୍ଶନ

ଜନ୍ମବେଦୀ ରେ ବିଜେ ଚତୃର୍ଦ୍ଧା ମୂର୍ତ୍ତି; ଆଜିଠାରୁ ଆଡପ ଦର୍ଶନ

July 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version