• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନିଟ୍ ୨୦୨୬ରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ପାଳନ କରିଛି ଫିଜିକ୍ସୱାଲା (ପିଡବ୍ଲ୍ୟୁ)

Proprietor Abhimanyu Maharana by Proprietor Abhimanyu Maharana
July 17, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ନିଟ୍ ୨୦୨୬ରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ପାଳନ କରିଛି ଫିଜିକ୍ସୱାଲା (ପିଡବ୍ଲ୍ୟୁ)
Share on FacebookShare on TwitterWhatsapp

ନୂଆଦିଲ୍ଲୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଶିକ୍ଷା କମ୍ପାନୀ ଫିଜିକ୍ସୱାଲା (ପିଡବ୍ଲ୍ୟୁ) ଏହାର ନିଟ୍ ୨୦୨୬ ଫଳାଫଳ ଘୋଷଣା କରିଛି ଯେଉଁଥିରେ ଏକାଧିକ ଛାତ୍ରଛାତ୍ରୀ ନିଟ୍ ଅଲ ଇଣ୍ଡିଆ ର‌୍ୟାଙ୍କ (ଏଆଇଆର)ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ରବିକାନ୍ତ ଦିୱାକର (ଏଆଇଆର ୫୫), ଶିବାଂଶ ଆନନ୍ଦ (ଏଆଇଆର ୧୫୨), ଦିବ୍ୟାଂଶ ଜୈସୱାଲ (ଏଆଇଆର ୧୭୩) ଓ ସାକ୍ଷୀ କୁମାରୀ (ଏଆଇଆର ୧୯୨) ଆଦି ଶୀର୍ଷ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମିଲ ଅଛନ୍ତି । ଏହି ସଫଳତା ପିଡବ୍ଲ୍ୟୁ ପ୍ରଦାନ କରିବାକୁ ଚେଷ୍ଟା କରୁଥିବା ଶିକ୍ଷା ଇକୋସିଷ୍ଟମର ସହଜତାର ଏକ ପ୍ରମାଣ ଅଟେ ଯେଉଁଠାରେ ଛାତ୍ରଛାତ୍ରୀମାନେ ନିଜର ବ୍ୟକ୍ତିଗତ ପସନ୍ଦ ଓ ଶିକ୍ଷା ଶୈଳୀ ଉପରେ ନିର୍ଭର କରି ଅନ୍‌ଲାଇନ ପାଠ୍ୟକ୍ରମ କିମ୍ବା ଅଫ୍‌ଲାଇନ, ଟେକ୍‌-ସକ୍ଷମ ପିଡବ୍ଲ୍ୟୁ ବିଦ୍ୟାପୀଡ ସେଂଟର ମାଧ୍ୟମରେ ଉଚ୍ଚ ସ୍କୋର ହାସଲ କରୁଛନ୍ତି ।

ଏହାବ୍ୟତୀତ ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କ ଚମତ୍କାର ପ୍ରଦର୍ଶନକୁ ପାଳନ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସହରରେ ଫିଜିକ୍ସୱାଲାର କିଛି ଶୀର୍ଷ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଂଶୁ ପ୍ରକାଶ ଜେନା (ଏଆଇଆର ୭୩୦), ସତ୍ୟଜିତ ନାୟକ (ଏଆଇଆର ୫୫୫୮) ଓ ଆଶୁତୋଷ ସାହୁ (ଏଆଇଆର ୬୦୧୦) ସାମିଲ ଅଛନ୍ତି । “ମୁଁ ମୋର କଠିନ ପରିଶ୍ରମର ଫଳ ପାଇଥିବାରୁ ବହୁତ ଖୁସି ଅନୁଭବ କରୁଛି” ବୋଲି ରବିକାନ୍ତ ଦିୱାକର କହିଛନ୍ତି। “ପିଡବ୍ଲ୍ୟୁର ବ୍ୟାଚଗୁଡିକ ସମ୍ପୂର୍ଣ୍ଣ ରୂପେ ମୋର ଦ୍ୱନ୍ଦ ଦୂର କରିଥିଲା। ଶିକ୍ଷକମାନେ ଏବେ ଭଲ ଭାବରେ ବିଷୟଗୁଡିକୁ ବର୍ଣ୍ଣନା କରୁଥିଲେ ଯେ ମୁଁ ଫର୍ମୁଲାଗୁଡିକୁ କେବଳ ମନେ ରଖିବା ପରିବର୍ତେ  ତାହା ପଛରେ ଥିବା ତର୍କକୁ ବୁଝିପାରୁଥିଲି। ଯେତେବେଳେ ମୁଁ ଏକ ଜଟିଳ ସମସ୍ୟାରେ ଅଟକି ଯାଉଥିଲି, ପିଡବ୍ଲ୍ୟୁର ଭିଡିଓ ବ୍ୟାଖ୍ୟା ମୋତେ ତତ୍କାଳ ସଠିକ ପଦକ୍ଷେପ ଦେଖାଉଥିଲା, ଯାହା ମୋର ଅନେକ ସମୟ ସଂଚୟ କରୁଥିଲା ।”

“ଏହି ସ୍କୋର ହାସଲ କରିବା ଚମତ୍କାର ମନେ ହେଉଛି ଏବଂ ମୁଁ ଖୁସି ସେ ମୋର ସମସ୍ତ ପ୍ରୟାସ ସଫଳ ହୋଇଛି” ବୋଲି ଶିବାଂଶ ଆନନ୍ଦ କହିଛନ୍ତି। “ମୋ ପାଇଁ ସବୁଠାରୁ ବଡ ସାହାଯ୍ୟ ଥିଲା ଦୈନିକ ଅଭ୍ୟାସ ପେପର। ସେହି ନିୟମିତ ପରୀକ୍ଷାଗୁଡିକ ମୋତେ ଶିଖାଇଥିଲା ଯେ, କିଭଳି ନିଜକୁ ଗତିଶୀଳ କରାଯିବ ଓ ଭୟଭୀତ ନହୋଇ ନିଜର ସମୟକୁ ପରିଚାଳନା କରାଯିବ । ଶିକ୍ଷକମାନେ ମଧ୍ୟ ମୋତେ ମୋର ସନ୍ଦେହ ଦୂର କରିବାରେ ସାହାଯ୍ୟ କରିଥିଲେ ଏବଂ ମୁଁ କେଉଁଠାରେ ଭୂଲ କରୁଛି ତାହା ମୋତେ ଦେଖାଇଥିଲେ, ଯାହା ମୋତେ ପ୍ରକୃତ ପରୀକ୍ଷା ପୂର୍ବରୁ ତାହାକୁ ଠିକ କରିବା ପାଇଁ ସାହାଯ୍ୟ କରିଥିଲା ।”

ଫିଜିକ୍ସୱାଲା (ପିଡବ୍ଲ୍ୟୁ)ର ପ୍ରତିଷ୍ଠାତା ଓ ସିଇଓ ଅଲଖ ପାଣ୍ଡେ କହିଛନ୍ତି, “ଏହି ଯାତ୍ରାରେ ନିଜର କଠିନ ପରିଶ୍ରମ, ଶୃଙ୍ଖଳା ଓ ହୃଦୟ ଲଗାଇଥିବା ପ୍ରତ୍ୟେକ ନିଟ୍ ୨୦୨୬ ପ୍ରାର୍ଥୀଙ୍କୁ ଶୁଭେଚ୍ଛା। ତୁମର ଦୃଢ ନିଷ୍ଠା ବାସ୍ତବରେ ପ୍ରଶଂସନୀୟ । ଆଜି ନିଜର ଫଳାଫଳକୁ ସେଲିବ୍ରେଟ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ, ତୁମର ସଫଳତା ସୁଅର୍ଜିତ ଅଟେ। ଏବଂ ଯେଉଁମାନେ ନିଜର ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛନ୍ତି, ମନେ ରଖନ୍ତୁ ଯେ, ଏହି ପରୀକ୍ଷା କେବଳ ଏକ ମାଇଲଖୁଂଟ ଅଟେ, ଏହା ତୁମର ମୂଲ୍ୟ କିମ୍ବା ତୁମ ଭବିଷ୍ୟତର ପରିମାପ ନୁହେଁ। ତୁମର କ୍ଷମତା ବିସ୍ତୃତ ଏବଂ ଏହା ଆଗକୁ ଏକ ଦୀର୍ଘ, ସଫଳ ଯାତ୍ରାରେ କେବଳ ଏକ ଅଧ୍ୟାୟ ଅଟେ ” । 

ନିଟ କୋଚିଙ୍ଗ ପ୍ରତି ଫିଜିକ୍ସୱାଲା (ପିଡବ୍ଲ୍ୟୁ)ର ଆଭିମୁଖ୍ୟ,ସୁଲଭ, ପହଂଚଯୋଗ୍ୟ ଓ ଉଚ୍ଚମାନର ଶିକ୍ଷା ଉପରେ ନିର୍ମିତ। ଏହି ପ୍ଲାଟଫର୍ମ ଦୈନିକ ଅଭ୍ୟାସ ପ୍ରଶ୍ନାବଳୀ, ଭିଡିଓ ସଲ୍ୟୁଶନ ସହ ମକ୍ ଟେଷ୍ଟ, ୨୪ଞ୍ଚ୭ ସନ୍ଦେହ ଦୂରୀକରଣ ଓ ଏଆଇ ପର୍ସନାଲାଇଜ୍‌ଡ ରିଭିଜନ ଯର୍ଣ୍ଣି ଭଳି ଟେକ୍ନୋଲୋଜି ଆଧାରିତ ସମାଧାନଗୁଡିକୁ ଏକତ୍ରିତ କରିଛି ଯାହା ନିଶ୍ଚିତ କରିଥାଏ ଯେ, ଛାତ୍ରଛାତ୍ରୀମାନେ ନିଜର ସ୍ଥାନ ଓ ପୃଷ୍ଠଭୂମି ନିର୍ବିଶେଷରେ ଟ୍ରାକରେ ରହିବେ । ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀନିଟ୍ (ୟୁଜି) ୨୦୨୬ ପରୀକ୍ଷା ଦେଇଥିଲେ, ଯାହାମଧ୍ୟରୁ ୧୧.୨୧ ଲକ୍ଷ ପ୍ରାର୍ଥୀ ବିଭିନ୍ନ ଅଣ୍ଡରଗ୍ରାଜୁଏଟ ମେଡିକାଲ ପ୍ରୋଗ୍ରାମରେ ନାମ ଲେଖାଇବା ପାଇଁ କ୍ୱାଲିଫାଏ ହୋଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନିଟ୍ ୨୦୨୬ରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ପାଳନ କରିଛି ଫିଜିକ୍ସୱାଲା (ପିଡବ୍ଲ୍ୟୁ)

Physics Wallah (PW) Celebrates Student Performance in NEET 2026

July 17, 2026
ନିଟ୍ ୨୦୨୬ରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ପାଳନ କରିଛି ଫିଜିକ୍ସୱାଲା (ପିଡବ୍ଲ୍ୟୁ)

ନିଟ୍ ୨୦୨୬ରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ପାଳନ କରିଛି ଫିଜିକ୍ସୱାଲା (ପିଡବ୍ଲ୍ୟୁ)

July 17, 2026
ଆକାଶ ଏଜୁକେସନାଲ ସର୍ଭିସେସ୍ ଲିମିଟେଡ୍ ଭୁବନେଶ୍ୱରର ୧୧ ଜଣ ଛାତ୍ରଛାତ୍ରୀ ନିଟ ଯୁଜି ୨୦୨୬ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି

11 Students of Aakash Educational Services Limited (AESL) Bhubaneswar Secure Top Ranks in NEET UG 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନିଟ୍ ୨୦୨୬ରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ପାଳନ କରିଛି ଫିଜିକ୍ସୱାଲା (ପିଡବ୍ଲ୍ୟୁ)

Physics Wallah (PW) Celebrates Student Performance in NEET 2026

July 17, 2026
ନିଟ୍ ୨୦୨୬ରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ପାଳନ କରିଛି ଫିଜିକ୍ସୱାଲା (ପିଡବ୍ଲ୍ୟୁ)

ନିଟ୍ ୨୦୨୬ରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ପାଳନ କରିଛି ଫିଜିକ୍ସୱାଲା (ପିଡବ୍ଲ୍ୟୁ)

July 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version