
ଓଡ଼ିଶା ତାଜା ନ୍ୟୁଜ (୦୧ ଅକ୍ଟୋବର ଗୁରୁବାର) ଭୁବନେଶ୍ୱର,ରିପୋର୍ଟ ଅଭିମନ୍ୟୁ :- ରାଜ୍ୟରେ ୨୭ ନୂତନ ଏନ୍ଏସି ଗଠନ ପାଈଁ ପ୍ରସ୍ତାବ ରହିଥିଲା । ଏହା ମଧ୍ୟରୁ ପୁରୀ ଜିଲ୍ଲା ର କାକଟପୁର , ସାକ୍ଷୀ ଗୋପାଳ , ବ୍ରହ୍ମଗିରି , ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼, ମୟୁରଭଞ୍ଜ ର ବେତନଟି , ଢେଙ୍କାନାଳ ର ପରଜଙ୍ଗ ,ଭୋଗରାଇ ,ସାଲେପୁର , ବିଞ୍ଝାରପୁର , ବଡ଼ମ୍ଵା , ନରସିଂହ ପୁର , ଧର୍ମଶାଳା , ଚଣ୍ଡିଖୋଲ , ଗଞ୍ଜାମ ର କୁକୁଡ଼ାଖଣ୍ଡି ,ଧାମରା ସୁବର୍ଣ୍ଣପୁର ର ବୀରମହାରାଜପୁର , ସୁନ୍ଦରଗଡ଼ ର ବଣେଇ , ଲୋଇସିଙ୍ଗା ବେଲପଡା ଓ
ବଙ୍ଗମୁଣ୍ଡା , ସୁବର୍ଣ୍ଣପୁର ର ଡୁଙ୍ଗୁରିପାଲି ଅନୁଗୋଳ ର ପାଲଲହଡା , ଛେଣ୍ଡି ପଦା ବୋୖଦ୍ଧ ର କଣ୍ଟାମାଳ ନୁଆପଡା ର ସିନାପାଲି ,ବରଗଡ଼ ର ଭଟଲି ଏବଂ ନୟାଗଡ଼ ଜିଲ୍ଲାର ଶରଣକୂଳ କୁ ଏନଏସି ତାଲିକା ରେ ରହିଛି । ବିଧାୟକ ଭୁପିନ୍ଦ୍ର ସିଂ ଙ୍କ ପ୍ରଶ୍ନ ରେ ବିଧାନସଭା ନଗର ଉନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ଉତ୍ତର ରଖିଥିଲେ ।















