• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ମଧ୍ୟମ ଆକାରର ମୋଟରସାଇକଲ୍ ବର୍ଗରେ ହୋଣ୍ଡାର୍ ଧମାକାଦାର ପ୍ରବେଶ ହୋଣ୍ଡା ହାଇନେସ୍ ; ଉଈ୩୫୦ର ବିଶ୍ୱସ୍ତରୀୟ ଲୋକାର୍ପଣ – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
September 30, 2020
in Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
0
ମଧ୍ୟମ ଆକାରର ମୋଟରସାଇକଲ୍ ବର୍ଗରେ ହୋଣ୍ଡାର୍ ଧମାକାଦାର ପ୍ରବେଶ ହୋଣ୍ଡା ହାଇନେସ୍ ; ଉଈ୩୫୦ର ବିଶ୍ୱସ୍ତରୀୟ ଲୋକାର୍ପଣ – ଭୁବନେଶ୍ୱର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍‌ଏମ୍‌ଏସ୍‌ଆଇ) ମଧ୍ୟମ ଆକାରର ମୋଟରସାଇକଲ୍ କ୍ଷେତ୍ରରେ ଧମାକାଦାର ପ୍ରବେଶ କରିଛି । ହୋଣ୍ଡା ବିଗ୍‌ୱିଙ୍ଗ୍‌ର ତୃତୀୟ ବିଏସ୍‌-୬ ମଡେଲ୍ ସ୍ୱରୂପ କଂପାନି ପକ୍ଷରୁ ଐ’ଦ୍ଭରଗ୍ଦଗ୍ଦ – ଉଈ୩୫୦ର ବିଶ୍ୱସ୍ତରୀୟ ଲୋକାର୍ପଣ କରାଯାଇଛି । ଏଥିରେ ୯ଟି ନୂଆ ପେଟେଂଟ୍ ପ୍ରୟୋଗ କରାଯାଇଛି । ହୋଣ୍ଡା ଐ’ଦ୍ଭରଗ୍ଦଗ୍ଦ – ଉଈ୩୫୦ର ବିଶ୍ୱସ୍ତରୀୟ ଡିଜିଟାଲ୍ ଲୋକାର୍ପଣ ସମୟରେ ହୋଣ୍ଡା ମୋଟର କଂପାନି ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଓ ଚିଫ୍‌ ଅଫିସର-ମୋଟରସାଇକଲ୍ କାରବାର ନୋରିଆକି ଆବେ ଓ ହୋଣ୍ଡା ମୋଟର କଂପାନିର ଅପରେଟିଂ ଅଫିସର ଶ୍ରୀଯୁକ୍ତ ମାସାୟୁକି ଇଗାରାଶି ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ଅତଶୁଶି ଓଗାତା, ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍ ଓ ସ୍କୁଟର ଇଣ୍ଡିଆ ଲିମିଟେଡ୍ କହିଛନ୍ତି ଯେ, “ହୋଣ୍ଡା ଆହ୍ୱାନ ଇତିହାସରେ ବିଶ୍ୱ ସ୍ତରର ପ୍ରତୀକ ସାଜିଛି ସିବି ସିରିଜର ମୋଟରସାଇକଲ୍ । ସଡ଼କ ଉପରେ କ୍ରୀଡ଼ାକୁ “ସିବି” ମଡେଲ୍ ନାମରେ ହୋଣ୍ଡା ଦୀର୍ଘ ୬୦ ବର୍ଷ ହେଲାଣି ଉପସ୍ଥାପନ କରୁଛି ।

ସିବିର ଅଭ୍ୟୁଦୟ ବେଳେ ଚାଳକଙ୍କୁ ସର୍ବଦା ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ଭାରତୀୟ ଗ୍ରାହକମାନେ ପୁଣି ଥରେ ‘ଐ’ଦ୍ଭରଗ୍ଦଗ୍ଦ – ଉଈ୩୫୦’ର ବିକାଶ ପାଇଁ ଅନୁପ୍ରାଣିତ କରିଛନ୍ତି । ୯ଟି ପେଟେଂଟ୍‌ ପ୍ରୟୋଗ ଜରିଆରେ ସଦ୍ୟତମ ପ୍ରଯୁକ୍ତି ଯୋଗଦାନ ପ୍ରତିଫଳିତ ହୋଇଛି । ଚଜଋଝଝ ଜଋଖଋଇଝଋ ମଧ୍ୟମ ବର୍ଗର ମୋଟରସାଇକଲ୍ ସଂସ୍କୃତିରେ ଐ’ଦ୍ଭରଗ୍ଦଗ୍ଦ – ଉଈ୩୫୦କୁ ଉନ୍ମୋଚନ କରି ପ୍ରବେଶ କରିଥିବାରୁ ଆମେ ଗର୍ବିତ ।’’ ଏହି ଅବସରରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପ ସଭାପତି-ବିକ୍ରି ଓ ବିପଣନ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଐ’ଦ୍ଭରଗ୍ଦଗ୍ଦର ମୂଳ ମୂଲ୍ୟ ଏହାର ରାଜକୀୟ ଠାଣି ଉପରେ ପର୍ଯ୍ୟବେସିତ ଯାହା ମୋଟସାଇକଲ୍‌ ଚାଳକଙ୍କୁ ମୁକ୍ତ ଭାବ ସହିତ ନୂଆ ସଡ଼କ ଓ ଦୃଶ୍ୟପଟ୍ଟକୁ ହୋଣ୍ଡାର ଭରସା ସହିତ ଜାଣିବା ସହିତ ମୋଟରସାଇକଲ୍ ଚାଳନା ଅନୁଭୂତିିକୁ ସମୃଦ୍ଧ କରୁଛି । ଏହାର ଅସଲି ରଡ଼ି ସହିତ ସଡ଼କରେ ଉପସ୍ଥିତି ଓ ବ୍ୟାପକ ପ୍ରକାରର ନୂଆ ମୂଲ୍ୟ ସହିତ ହୋଣ୍ଡା ଐ’ଦ୍ଭରଗ୍ଦଗ୍ଦ – ଉଈ୩୫୦ ଅତୁଳନୀୟ ପ୍ରଦର୍ଶନ ପ୍ରଦାନ କରିବ । ହୋଣ୍ଡାର ସିବି ଡିଏନ୍‌ଏକୁ ଗର୍ବର ସହିତ ଐ’ଦ୍ଭରଗ୍ଦଗ୍ଦ – ଉଈ୩୫୦ ଆଗକୁ ବଢ଼ାଇଛି ଏବଂ ଏହା ସହରରେ ଦୈନନ୍ଦୀନ ବ୍ୟବହାର କିମ୍ବା ଲମ୍ବା ଦୂର ଯାତ୍ରା ଭଳି ବିଭିନ୍ନ ପ୍ରକାରର ପରିସ୍ଥିତିରେ ଗାଡ଼ି ଚାଳନାର ଖୁସି ପ୍ରଦାନ କରିବ ।

ରୟାଲଟି ଓ ଆବେଗ ପ୍ରଦନ କରୁଥିବା ଏକ ବାସ୍ତବ ସାଥୀ ପାଇଁ ପ୍ରସ୍ତୁତ ରହୁନ୍ତୁ ।’’ ହୋଣ୍ଡା ଐ’ଦ୍ଭରଗ୍ଦଗ୍ଦ – ଉଈ୩୫୦ରେ ରହିଛି ୩୫୦ ସିସି ଶକ୍ତିଶାଳୀ ୪ ଷ୍ଟ୍ରୋକ୍‌ ଓଏଚ୍‌ସି ସିଙ୍ଗିଲ୍ ସିଲିଣ୍ଡର ଇଞ୍ଜିନ ସହିତ ପିଜିଏମ୍‌-ଏଫ୍‌ଆଇ ପ୍ରଯୁକ୍ତି, ହୋଣ୍ଡାର ସିଲେକ୍ଟେବଲ୍ ଟର୍କ କଂଟ୍ରୋଲ୍‌, ହୋଣ୍ଡାର ସ୍ମାର୍ଟଫୋନ୍ ଭଏସ୍‌ କଂଟ୍ରୋଲ୍ ସିଷ୍ଟମ୍‌, ଆସିଷ୍ଟ୍ ଆଣ୍ଡ୍ ସ୍ଲିପର୍ କ୍ଲଚ୍‌, ଆଡଭାନ୍ସଡ୍‌ ଡିଜିଟାଲ୍ ଆନାଲଗ ସ୍ପିଡୋମିଟର, ଫୁଲ୍ ଏଲ୍‌ଇଡି ସେଟ୍‌ଅପ୍‌, ଚଉଡ଼ା ପଛ ଟାୟାର, ଡୁଆଲ୍ ଡିସ୍କ ବ୍ରେକ୍ ସହିତ ଡୁଆଲ୍‌ ଚ୍ୟାନେଲ୍ ଏବିଏସ୍‌, ଇଞ୍ଜିନ ଷ୍ଟାର୍ଟ/ଷ୍ଟଫ୍ ସ୍ୱିଚ, ହାଜାର୍ଡ ସ୍ୱିଚ୍ ଓ ୧୫ ଲିଟର ତେଲ ଟାଙ୍କି । ଏହାର ବୁକିଙ୍ଗ୍ ଆଜି ଠାରୁ ହୋଣ୍ଡା ବିଗ୍‌ୱିଙ୍ଗ୍ ଡିଲରସିପ୍ ଓ ୱେବସାଇଟ୍‌ରେ ଆରମ୍ଭ ହୋଇଛି । ଏହା ଡିଏଲ୍‌ଏକ୍ସ ଓ ଡିଏଲ୍‌ଏକ୍ସ ପ୍ରୋ ଭଳି ଦୁଇଟି ଭାରିଆଂଟ୍‌ରେ ଅନେକ ପ୍ରକାର ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେବ । ଡିଏଲ୍‌ଏକ୍ସରେ ଏହା ପ୍ରିସିଅସ ରେଡ୍ ମେଟାଲିକ୍‌, ପର୍ଲ ନାଇଟ୍‌ ଷ୍ଟାର୍ ବ୍ଲାକ୍ ଏବଂ ମାଟ୍ ମାର୍ଶଲ୍ ଗ୍ରିନ୍ ମେଟାଲିକ୍ ରଙ୍ଗରେ ଏବଂ ଡିଏଲ୍‌ଏକ୍ସ ପ୍ରୋ ଭାରିଆଂଟ୍‌ରେ ଏହା ଅଥେଂଟିକ୍ ବ୍ଲୁ ବେଟାଲିକ୍ ଆଣ୍ଡ୍ ଭିଟ୍ରସ୍ ହ୍ୱାଇଟ୍‌, ପର୍ଲ ନାଇଟ୍ ଷ୍ଟାର୍ ବ୍ଲାକ୍‌ ଆଣ୍ଡ୍ ସ୍ପିୟର ସିଲଭର୍ ମେଟାଲିକ୍ ଓ ମାଟ୍ ଷ୍ଟିଲ୍ ବ୍ଲାକ୍ ମେଟାଲିକ୍‌ ଆଣ୍ଡ ମାଟ ମାସିଭ୍ ଗ୍ରେ ମେଟାଲିକ୍ ରଙ୍ଗରେ ଉପଲବ୍ଧ ହେବ । ଏହା ଉପରେ କଂପାନି ପକ୍ଷରୁ ସ୍ୱତନ୍ତ୍ର ୬ ବର୍ଷିଆ ୱାରେଂଟି ପ୍ୟାକେଜ୍ ପ୍ରଦାନ କରାଯିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

March 9, 2026
AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version