ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟଙ୍କା ରାୟ ଙ୍କ ସହ ବ୍ଲକର କର୍ମଚାରୀ ମାନେ ଯୋଗଦେଇ ଯୋଗ ଅଭ୍ୟାସ କରିଥିଲେ l ଯୋଗ ଶିକ୍ଷକ ସତ୍ୟବ୍ରତ ଉତରାୟ ଓ ଚିନ୍ମୟ ମିଶ୍ର ଯୋଗ ଶିକ୍ଷା ପ୍ରଦାନ କରିଥିଲେ l ସେହିପରି ବିରିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡା. ଲୋକନାଥ ସାହୁ ଙ୍କ ତତ୍ୱାବଧାନରେ ଆୟୋଜିତ ଯୋଗସିବିରରେ ଯୋଗ ଶିକ୍ଷକ ସଞ୍ଜୟ ବେହେରା ଯୋଗଦେଇ ଉପସ୍ଥିତ ଅଙ୍ଗଦାନ ସଚେତନ ଗ୍ରୁପ ଓ
















