ନୟାଗଡ଼ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନୟାଗଡ଼ ବ୍ଳକ ଅନ୍ତର୍ଗତ ଜୟପୁର ଓ ସୁବର୍ଣ୍ଣଦେଇପୁରକୁ ସଂଯୁକ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ନୟାଗଡ଼ କ୍ଳବ ତରଫରୁ ବିଶ୍ବ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କ୍ଳବ୍ ସଭାପତି ଅଶୋକ କୁମାର ନାୟକଙ୍କ ଅଧ୍ଯକ୍ଷତାରେ ସଦସ୍ଯ ମାନଙ୍କୁ ନେଇ ପ୍ରଥମେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।















