• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲା ରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରି ପ୍ରକ୍ରିୟା ସରିଲା, ୧୮ ଗୋଟି ଦୋକାନୀଙ୍କ ମଧରେ ୬ ଜଣ ମହିଳା ରହିଛନ୍ତି

Proprietor Abhimanyu Maharana by Proprietor Abhimanyu Maharana
May 31, 2026
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲା ରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରି ପ୍ରକ୍ରିୟା ସରିଲା, ୧୮ ଗୋଟି ଦୋକାନୀଙ୍କ ମଧରେ ୬ ଜଣ ମହିଳା ରହିଛନ୍ତି
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି  (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଗଜପତି ଜିଲାରେ ନୂତନ ଅବକାରୀ ନୀତି ଅନୁସାରେ ଜିଲାରେ ୧୯ଗୋଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଗତକାଲି ଶୁକ୍ରବାର ନିଲାମ ଲଟେରୀ ପ୍ରକ୍ରିୟା ଦ୍ୱାରା ହୋଇଯାଇଛି । ଏହି ନବୀକରଣ ନିଲାମ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ତତ୍ୱାବଧାନ ଓ ନିର୍ଦେଶକ୍ରମେ ବର୍ତ୍ତମାନର ଅବକାରୀ ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା. ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ ଏବଂ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଏହି ନିଲାମ ପ୍ରକ୍ରିୟା ସମାପନ ହୋଇଥିଲା. ୧୯ଟି ଠିପି ବନ୍ଦ ମଦ ଦୋକାନ ମଧ୍ୟରୁ ୧୮ଟି ଗୋଟି ପାଇଁ ୪୬୨ ଜଣ ଆବେଦନ କରିଥିଲେ. ପାରଳାଖେମୁଣ୍ଡି ସହରରେ ଥିବା ୨ ନମ୍ବର ମଦ ଦୋକାନ ପାଇଁ କେହି ଆବେଦନ କରିନାହାନ୍ତି ।

ଏହି ବିଦେଶୀ ଠିପି ବନ୍ଦ ମଦ ଦୋକାନ ନିଲାମରେ ଆବେଦନ ପାଇଁ ଜଣଙ୍କ ପିଛା ୩ ଲକ୍ଷ ଟଙ୍କା ନନରିଫଣ୍ଡ ଆବେଦନ ଦ୍ୱାରା ସରକାରଙ୍କୁ ୧୩ କୋଟି ୮୬ ଲକ୍ଷ ଟଙ୍କା ରାଜସ୍ବ ମିଳିଛି। ଆବେଦନ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଲଟେରି ମାଧ୍ୟମରେ ୪୬୨ ଜଣଙ୍କ ମଧ୍ୟରୁ ୧୮ଟି ଦୋକାନ ପାଇଁ ୧୮ ଜଣଙ୍କୁ ମନୋନୀତ କରାଯାଇଛି। ପାରଳାଖେମୁଣ୍ଡିସ୍ଥିତ ସପ୍ ନଂ. ୧ ପାଇଁ ସୁରେଶ ମହାନ୍ତି, ସପ୍ ନଂ. ୩ ପାଇଁ ସନ୍ତୋଷ ମହାପାତ୍ର ସପ୍ ନଂ. ୪ ପାଇଁ ନରେନ୍ଦ୍ର ସାହୁ, ସପ୍ ନଂ. ୫ ପାଇଁ ମାଲା ଦୀପିକା, ସପ୍ ନଂ. ୬ ପାଇଁ ରାବଡା ସୁରେଶ, ସପ୍ ନଂ ୮ ପାଇଁ ତ୍ରିପତି ସାହୁକାର, ସପ୍ ନଂ.୯ ପାଇଁ ତ୍ରିଲୋଚନ ପ୍ରଧାନ, ଗୁରାଣ୍ଡିସ୍ଥିତ ସପ୍ ନଂ. ୧୮ ପାଇଁ ରାଜକିଶୋର ସାହୁକାର,

ଗାରାବନ୍ଧସ୍ଥିତ ସପ୍ ନଂ. ୭ ପାଇଁ ସିନ୍ଦିରି ରବି କୁମାର, କାଶୀନଗରସ୍ଥିତ ସପ୍ ନଂ. ୧୨ ପାଇଁ ଏସ. ରାଜେଶ୍ଵର ରାଓ, ଉଦୟଗିରିସ୍ଥିତ ସ୍ଥିତ ସପ୍ ନଂ.୧୪ ପାଇଁ ଶ୍ରୀତୁନ ସାହୁ, ଅଡବାସ୍ଥିତ ସପ୍ ନଂ. ୧୫ ପାଇଁ ସୂର୍ଯ୍ୟକାନ୍ତ ପୃଷ୍ଠି, ରାୟଗଡସ୍ଥିତ ସପ୍ ନଂ. ୧୦ ପାଇଁ ଏମ. ଚିନ୍ନାମୁଡୁ, ଉପଲଡାସ୍ଥିତ ସପ୍ ନଂ ନଂ. ୧୧ ପାଇଁ ଉମାରାଣୀ ସାହୁ, ହାଡୁଭା ଜୁଭାଙ୍ଗିସ୍ଥିତ ସପ୍ ନମ୍ବର ୧୩ ପାଇଁ ପାଟା ଜୟା, ରାଣୀପେଣ୍ଠସ୍ଥିତ ସପ୍ ନଂ. ୧୭ ପାଇଁ ଭେଙ୍କଟ ସତ୍ୟ ସୁରିୟାନାଟ ରିୟାନାରାୟଣା ରାଜୁ ଦାଣ୍ଡୁ, ମହେନ୍ଦ୍ରଗଡ ଲବାରସିଂସ୍ଥିତ ସପ୍ ନ. ୧୩ ପାଇଁ ରତ୍ନାଲା ପାର୍ବତୀ, ମୋହନାସ୍ଥି ନାସ୍ଥିତ ସପ୍ ନଂ. ୧୯ ପାଇଁ ସ୍ବର୍ଣ୍ଣଲତା ସା ସାହୁଙ୍କ ନାମ ଲଟେରି ମାଧ୍ୟମରେ ଉଠାଣ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ତେବେ ଏହି ଲଟେରି ମାଧ୍ଯମରେ ଆବଣ୍ଟନ ହୋଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ମଧ୍ୟରୁ 6 ଜଣ ମହିଳାଙ୍କ ନାମରେ ରହିଥ‌ିବା ଜଣାପଡିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଜପତି ବିଜେଡିକୁ ଶକ୍ତ ଝଟକା ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜିଲ୍ଲାପରିଷଦ ସଦସ୍ୟାଙ୍କ ସମେତ ଶତାଧୂକ କର୍ମୀ

ଗଜପତି ବିଜେଡିକୁ ଶକ୍ତ ଝଟକା ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜିଲ୍ଲାପରିଷଦ ସଦସ୍ୟାଙ୍କ ସମେତ ଶତାଧୂକ କର୍ମୀ

May 31, 2026
ପାରଳାଖେମୁଣ୍ଡି ସହରର ୫ଓ ୬ନଂ ୱାର୍ଡରେ ୩ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ପ୍ରତିବାଦରେ ରାସ୍ତାରୋକ

ପାରଳାଖେମୁଣ୍ଡି ସହରର ୫ଓ ୬ନଂ ୱାର୍ଡରେ ୩ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ପ୍ରତିବାଦରେ ରାସ୍ତାରୋକ

May 31, 2026
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗଜପତି ବିଜେଡ଼ି ଦଳ ପକ୍ଷରୁ ହରତାଳ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗଜପତି ବିଜେଡ଼ି ଦଳ ପକ୍ଷରୁ ହରତାଳ

May 31, 2026
ଗଜପତି ଜିଲ୍ଲା ରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରି ପ୍ରକ୍ରିୟା ସରିଲା, ୧୮ ଗୋଟି ଦୋକାନୀଙ୍କ ମଧରେ ୬ ଜଣ ମହିଳା ରହିଛନ୍ତି

ଗଜପତି ଜିଲ୍ଲା ରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରି ପ୍ରକ୍ରିୟା ସରିଲା, ୧୮ ଗୋଟି ଦୋକାନୀଙ୍କ ମଧରେ ୬ ଜଣ ମହିଳା ରହିଛନ୍ତି

May 31, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଜପତି ବିଜେଡିକୁ ଶକ୍ତ ଝଟକା ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜିଲ୍ଲାପରିଷଦ ସଦସ୍ୟାଙ୍କ ସମେତ ଶତାଧୂକ କର୍ମୀ

ଗଜପତି ବିଜେଡିକୁ ଶକ୍ତ ଝଟକା ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜିଲ୍ଲାପରିଷଦ ସଦସ୍ୟାଙ୍କ ସମେତ ଶତାଧୂକ କର୍ମୀ

May 31, 2026
ପାରଳାଖେମୁଣ୍ଡି ସହରର ୫ଓ ୬ନଂ ୱାର୍ଡରେ ୩ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ପ୍ରତିବାଦରେ ରାସ୍ତାରୋକ

ପାରଳାଖେମୁଣ୍ଡି ସହରର ୫ଓ ୬ନଂ ୱାର୍ଡରେ ୩ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ପ୍ରତିବାଦରେ ରାସ୍ତାରୋକ

May 31, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version