• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲା ନୂଆଗଡ ବ୍ଲକ ମୁରୁସିଂ ଗ୍ରାମର ସୁଦଶ କୁମାର ମଣ୍ଡଳ ଓଏଏସ୍ ପାଇଲେ

Proprietor Abhimanyu Maharana by Proprietor Abhimanyu Maharana
May 31, 2026
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲା ନୂଆଗଡ ବ୍ଲକ ମୁରୁସିଂ ଗ୍ରାମର ସୁଦଶ କୁମାର ମଣ୍ଡଳ ଓଏଏସ୍ ପାଇଲେ
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି  (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଜିଲ୍ଲା ନୂଆଗଡ଼ ବ୍ଲକ ମୁରୁସିଂ ଗ୍ରାମର ସ୍ୱର୍ଗତ ଅନିସୀମ ମଣ୍ଡଳ ଓ ସାବେନୀ ମଣ୍ଡଳଂକ ପୁତ୍ର ସୁଦଶ କୁମାର ମଣ୍ଡଳ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ୧୮୧ ରାଂକ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଦଶମ ଶ୍ରେଣୀ ଆନ୍ଧ୍ରପ୍ରଦେଶର ପୁରୁଣା ପାଟଣା ସେଣ୍ଟ ଆନ୍ସ ସ୍କୁଲରୁ ପାସ୍ କରି ବିଶାଖାପାଟଣା ନାରାୟଣା ଅନୁଷ୍ଠାନରୁ +୨ ବିଜ୍ଞାନ ବିଜ୍ଞାନରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ଖଲିକୋଟ କଲେଜରେ ପଦାର୍ଥ ବିଜ୍ଞାନ (ଉଚ୍ଚମାନ)ରେ ଡିଗ୍ରୀ ହାସଲ କଲାପରେ ସ୍ନାତକୋତ୍ତର ଶ୍ରେଣୀରେ ପଢୁଥିଲେ ।

କିନ୍ତୁ ଆର୍ଥିକ ଅନାଟନ ଦ୍ରୁଷ୍ଟିରୁ ରେଭିନ୍ୟୁ ଇନିସପେକ୍ଟର ଚାକିରିରେ ୨୦୨୧ରେ ନିଯୁକ୍ତି ପାଇ ଅଧାରୁ ସ୍ନାତକୋତ୍ତର ଶିକ୍ଷା ଛାଡିଥିଲେ । ତଥାପି ଓଏଏସ୍ ପାଇଁ ସେ ସଂକଳ୍ପ ରଖି ନିଜର ତୃତୀୟ ଚେଷ୍ଟାରେ କୃତକାର୍ଯ୍ୟ ହୋଇପାରିଲେ । ସଂଘର୍ଷ ଭିତରେ ନିଜର ସ୍ୱପ୍ନ ସାକାର କରିଛନ୍ତି । ବାପାଙ୍କୁ ବହୁ ଆଗରୁ ହରାଇଥିଲେ ତେଣୁ ପରିବାରର ଦାୟିତ୍ୱ ତାଂକ ଉପରେ ନ୍ୟସ୍ତ ଥିଲା ।

ବାପା ଶିକ୍ଷକତା କରୁଥିବା ସମୟରେ ଇହଧାମ ତ୍ୟାଗ କରିଥିଲେ । ତେଣୁ ସେ ପରିବାରର ଦାୟିତ୍ୱ ସହ ନିଜର ଭବିଷ୍ଯତ ପ୍ରତି ଦ୍ରୁଷ୍ଟି ରଖିଥିଲେ । ସେ କହନ୍ତି, “ଝଡଝଂଜାକୁ ସାମନା କରି ଯେଉଁମାନେ ନିଜ ସ୍ୱପ୍ନ ସଫଳ କରନ୍ତି ସେମାନେ ବାସ୍ତବ ଜୀବନ ଅନୁଭବ କରିଥାନ୍ତି”। ତାଂକର ଗଜପତି ଜିଲ୍ଲା ଆଦିବାସୀ ତଥା ଅନୁନ୍ନତ ବର୍ଗ ପାଇଁ ଶ୍ରେଷ୍ଠ ପ୍ରେରଣା କହିଲେ ଅତ୍ୟୁକ୍ତି ହେବନାହିଁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଗଜପତି ବିଜେଡିକୁ ଶକ୍ତ ଝଟକା ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜିଲ୍ଲାପରିଷଦ ସଦସ୍ୟାଙ୍କ ସମେତ ଶତାଧୂକ କର୍ମୀ

ଗଜପତି ବିଜେଡିକୁ ଶକ୍ତ ଝଟକା ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜିଲ୍ଲାପରିଷଦ ସଦସ୍ୟାଙ୍କ ସମେତ ଶତାଧୂକ କର୍ମୀ

May 31, 2026
ପାରଳାଖେମୁଣ୍ଡି ସହରର ୫ଓ ୬ନଂ ୱାର୍ଡରେ ୩ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ପ୍ରତିବାଦରେ ରାସ୍ତାରୋକ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗଜପତି ବିଜେଡ଼ି ଦଳ ପକ୍ଷରୁ ହରତାଳ

ଗଜପତି ଜିଲ୍ଲା ରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରି ପ୍ରକ୍ରିୟା ସରିଲା, ୧୮ ଗୋଟି ଦୋକାନୀଙ୍କ ମଧରେ ୬ ଜଣ ମହିଳା ରହିଛନ୍ତି

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଜପତି ବିଜେଡିକୁ ଶକ୍ତ ଝଟକା ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜିଲ୍ଲାପରିଷଦ ସଦସ୍ୟାଙ୍କ ସମେତ ଶତାଧୂକ କର୍ମୀ

ଗଜପତି ବିଜେଡିକୁ ଶକ୍ତ ଝଟକା ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜିଲ୍ଲାପରିଷଦ ସଦସ୍ୟାଙ୍କ ସମେତ ଶତାଧୂକ କର୍ମୀ

May 31, 2026
ପାରଳାଖେମୁଣ୍ଡି ସହରର ୫ଓ ୬ନଂ ୱାର୍ଡରେ ୩ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ପ୍ରତିବାଦରେ ରାସ୍ତାରୋକ

ପାରଳାଖେମୁଣ୍ଡି ସହରର ୫ଓ ୬ନଂ ୱାର୍ଡରେ ୩ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ପ୍ରତିବାଦରେ ରାସ୍ତାରୋକ

May 31, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version