ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ଚନ୍ଦାହାଣ୍ଡି :- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତ କାଲି ରାତିରେ ଘରୁ ବହାରି ଦୀର୍ଘ ସମୟ ନ ଫେରିବା ରୁ ପରିବାର ଲୋକେ ଖୋଜା ଖୋଜି କରିବା ପରେ ଏକ ଗଛ ମୂଲେ ସଂଜ୍ଞାହିନ ଭାଵରେ ପାଇ ପରିବାର ଲୋକେ । ଚିକିତ୍ସା ପାଇଁ ତୁରନ୍ତ ୧୦୮ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତୀ କରିଥିଲେ। ସେଠାରେ ଡାକ୍ତର ମନିଷ କୁମାର ପୁରୋହିତ ସ୍ବାସ୍ଥ୍ୟ ପରୀକ୍ଷା କରି । କୀଟନାସକ ପିଇଥିବା ଜାଣି ପାରିଥିଲେ ।
ଚିକିତ୍ସା ଧିନ ଅବସ୍ଥା ରେ ନୀଲାମ୍ବର ଆଖି ବୁଜି ଦେଇଥିଲେ । ଥାନାକୁ ଖବର ଦେଵାରୁ ଥାନାଧିକାରୀ ପ୍ରମାନନ୍ଦ ସୁନାନୀ ଙ୍କ ନିର୍ଦ୍ଦେଶ କ୍ରମେ SI ସମୀର କୁମାର ପ୍ରଧାନ ASI ରମେଶ ପାତ୍ର,କନେଷ୍ଟବଳ ନବୀନ ଚନ୍ଦ ପୂଜାରୀ ଡ଼କ୍ତରଖାନା ଜାଇ ଶବ ଜବତ କରି ଡାକ୍ତର ପ୍ରଶାନ୍ତ କୁମାର ଦାଶ ଙ୍କ ଦ୍ବାରା ଶବ ବ୍ଯବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ୟୁଡି କେଶ ନଂ ୧୭/୨୦ ନୁସାରେ ଏକ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଦାୟିତ୍ବ ASI ରମେଶ ପାତ୍ର କୁ ଦେଇ ଅଧିକା ତଦନ୍ତ ଚଳାଇ ଥିବା ଥାନାଧିକାରୀ ପ୍ରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି । ( ରିପୋର୍ଟ-ଯୁବରାଜ ଜଗତ )