• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ପ୍ରବାସୀଙ୍କୁ ରୋଜଗାର ଯୋଗାଇ ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ – ବ୍ରହ୍ମପୁର

Proprietor Abhimanyu Maharana by Proprietor Abhimanyu Maharana
September 28, 2020
in Uncategorized
0
ପ୍ରବାସୀଙ୍କୁ ରୋଜଗାର ଯୋଗାଇ ଦେଇଛି ଗଞ୍ଜାମ ଜିଲ୍ଲା  ପ୍ରଶାସନ – ବ୍ରହ୍ମପୁର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ବ୍ରହ୍ମପୁର :-  କୋରୋନା କାଳରେ ଶ୍ରମିକଙ୍କ ନିମନ୍ତେ ସହାୟକ ହେଉଛି ମନରେଗା ଯୋଜନା । ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆମାନେ କୋରୋନା ଯୋଗୁଁ ନିଜର ଭିଟାମାଟିକୁ ଫେରିଥିଲେ। ମହାମାରୀର ପ୍ରଭାବରେ ଦୀର୍ଘ ଦିନ ଧରି ଘରେ ରହିବା ପରେ ଏବେ ବାହାରକୁ ପାଦ କାଡିଛନ୍ତି ପ୍ରବାସୀ ଓଡିଆମାନେ। ରୋଜଗାର ହରାଇ ଥିବା ଯୋଗୁଁ ନିଜ ଅଞ୍ଚଳରେ ସେମାନଙ୍କୁ ରୋଜଗାର ଯୋଗାଇ ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ମନରେଗା ଯୋଜନାରେ ବିଭିନ୍ନ କାମ କରି ଭଲ ଦୁଇ ପିଇସା ରୋଜଗାର କରୁଛନ୍ତି ପ୍ରବାସୀ ଓଡ଼ିଆମାନେ। କୋରୋନା ଯୋଗୁଁ ନିଜର ଜୀବିକା ହରାଇ ଗଞ୍ଜାମ ଜିଲ୍ଲାକୁ ଫେରିଥିଲେ 7 ଲକ୍ଷରୁ ଅଧିକ ପ୍ରବାସୀ ଓଡିଆ। ପ୍ରବାସୀ ଓଡ଼ିଆମାନେ ନିଜର ଭିଟାମାଟିକୁ ଫେରିବା ଭାଇରସ ଭୟରେ ଘରର ଚାରିକାନ୍ଥ ମଧ୍ଯରେ ହିଁ ରହୁଥିଲେ ।

ରୋଜଗାର ହରାଇ ଥିବା ଯୋଗୁଁ ଦୁଇ ଓଳି ଭଲସେ ଖାଇବାକୁ ମଧ୍ୟ ସେମାନେ ବ୍ୟବସ୍ଥା କରିପାରୁନଥିଲେ। କିନ୍ତୁ ବର୍ତ୍ତମାନ ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ବାହାରକୁ ପାଦ କାଡିଛନ୍ତି ପ୍ରବାସୀ ମାନେ। ଏଭଳି ସମୟରେ ପ୍ରବାସୀ ମାନଙ୍କୁ ସାହା ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ପ୍ରତ୍ୟେକ ଗ୍ରାମରେ ରହିଥିବା ଗ୍ରାମ ରୋଜଗାର ସେବକଙ୍କ ଜରିଆରେ ପ୍ରବାସୀ ମାନଙ୍କର ତାଲିକା କରାଯାଉଛି। ଏହାପରେ ପ୍ରବାସୀ ମାନେ ମନରେଗା ଯୋଜନାରେ କେଉଁ ପ୍ରକାରର କାମ କରିପାରିବେ ସେ ନେଇ ତଦାରଖ କରାଯାଉଛି । ଏହାପରେ ସେମାନଙ୍କୁ ଗାଁର ବିଭିନ୍ନ ଉନ୍ନୟନମୂଳକ କାମ ଯୋଗାଇ ଦିଆଯାଉଛି। ଦୀର୍ଘ ଦିନ ଧରି ଘରେ ବସିବା ପରେ ଏବେ ନିଜର ପରିବାରକୁ ପ୍ରତିପୋଷଣ କରିବା ନିମନ୍ତେ ମନରେଗାରେ କାମ ପାଇ ବେଶ ଖୁସି ଜାହିର କରିଛନ୍ତି ପ୍ରବାସୀ ଓଡିଆ ।

ସେପଟେ ସ୍ଥାନୀୟ ଜନପ୍ରତିନିଧି ମାନେ ମଧ୍ୟ ପ୍ରବାସୀଙ୍କ ନିମନ୍ତେ କାମ ଯୋଗାଇବା ସହ ସହଯୋଗର ହାତ ମଧ୍ୟ ବିତାଉଛନ୍ତି। ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନ ଭଳି ଛତ୍ରପୁର ଅଞ୍ଚଳରେ ମଧ୍ୟ ମନରେଗା ଯୋଜନାରେ ପ୍ରବାସୀଙ୍କୁ ରୋଜଗାର ଯୋଗାଇଦିଆଯାଇଛି। ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ଅନେକ ଗାଁକୁ ରାସ୍ତା କରିବା କାର୍ଯ୍ୟରେ ଲାଗିପଡିଛନ୍ତି ଶ୍ରମିକ ମାନେ। କେବଳ ରାସ୍ତା ନୁହେଁ ବରଂ ପୋଖରୀ, ଗଛ ଲଗାଇବା କାମ ସହ ଅନ୍ୟାନ୍ୟ କାମ କରୁଛନ୍ତି ପ୍ରବାସୀ ଓଡ଼ିଆମାନେ । ସେପଟେ ଅଧିକରୁ ଅଧିକ ଯେପରି ପ୍ରବାସୀ ଓଡିଆ କାର୍ଯ୍ୟ ପାଇବେ ସେନେଇ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏନେଇ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବା ଦେଖାଯାଇଛି ।

ମୁଖ୍ୟତଃ ପ୍ରବାସୀ ଶ୍ରମିକ ମାନେ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ ଏକ ସ୍ବତନ୍ତ୍ର ଡ୍ରାଇଭ୍ କରାଯାଇ ପ୍ରତ୍ୟେକ ପରିବାରର ଯେପରି ଅଧିକରୁ ଅଧିକ ବ୍ୟକ୍ତି ବିଶେଷ ମନରେଗା ଯୋଜନାରେ କାର୍ଯ୍ୟ କରିବେ ସେନେଇ ଜବ କାର୍ଡ ପ୍ରଦାନ କରାଯାଇଛି । ଚଳିତବର୍ଷ ଜିଲ୍ଲାରେ ମୋଟ ୨.୧୨ କୋଟି ଶ୍ରମ ଦିବସ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସେଥିରୁ ଅଦ୍ୟାବଧି ୪୨ ପ୍ରତିଶତ ପୂରଣ କରାଯାଇଥିବା କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ,କୋରୋନା ଯୋଗୁଁ ଜୀବିକା ହରାଇଥିବା ପ୍ରବାସୀ ଓଡ଼ିଆମାନେ ମନରେଗା ଯୋଜନାରେ କାମ ପାଇ ରୋଜଗାରକ୍ଷମ ହୋଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । ( ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
NAFED Odisha and GM University Collaborate to Celebrate Cooperative Week, Empowering Farmers of Western Odisha

NAFED Odisha and GM University Collaborate to Celebrate Cooperative Week, Empowering Farmers of Western Odisha

July 4, 2026
କଟକ ଜିଲ୍ଲାରେ ଚୋରା ନିଶା କାରବାର ମନା” ଅବକାରୀ ଅଧିକ୍ଷକ

କଟକ ଜିଲ୍ଲାରେ ଚୋରା ନିଶା କାରବାର ମନା” ଅବକାରୀ ଅଧିକ୍ଷକ

July 4, 2026
ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲା

ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲା

July 4, 2026
ଜଳମଗ୍ନ ପଡାବାସୀଙ୍କ ଦୁଃଖ ଦୂର ପାଇଁ ବିଡିଓଙ୍କ ପଦକ୍ଷେପ, ପୋଲ ତଳେ ଡ଼୍ରେନ ନିର୍ମାଣର ପ୍ରତିଶ୍ରୁତି

ଜଳମଗ୍ନ ପଡାବାସୀଙ୍କ ଦୁଃଖ ଦୂର ପାଇଁ ବିଡିଓଙ୍କ ପଦକ୍ଷେପ, ପୋଲ ତଳେ ଡ଼୍ରେନ ନିର୍ମାଣର ପ୍ରତିଶ୍ରୁତି

July 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

NAFED Odisha and GM University Collaborate to Celebrate Cooperative Week, Empowering Farmers of Western Odisha

NAFED Odisha and GM University Collaborate to Celebrate Cooperative Week, Empowering Farmers of Western Odisha

July 4, 2026
କଟକ ଜିଲ୍ଲାରେ ଚୋରା ନିଶା କାରବାର ମନା” ଅବକାରୀ ଅଧିକ୍ଷକ

କଟକ ଜିଲ୍ଲାରେ ଚୋରା ନିଶା କାରବାର ମନା” ଅବକାରୀ ଅଧିକ୍ଷକ

July 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version