ବାଲିପାଟଣା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପ୍ରକାଶ ପାଇଥିବା ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ ଦ୍ୱାରା ଏହି ବାଲିପାଟଣା ବ୍ଲକ ଅନ୍ତର୍ଗତ ବାଲୁଙ୍କେଶ୍ୱର ବିଦ୍ୟାପୀଠ କୁ ସବୁଠାରୁ ଅଧିକ ସଫଳତା ମିଳିଛି।ଏହି ବିଦ୍ୟାଳୟର ୫ ଜଣ ଛାତ୍ର ଛାତ୍ରୀ ଏ ୱାନ ହେବା ସହିତ ଛାତ୍ର ଅଂଶୁମାନ ଦାସ ୫୭୩ ରଖି ଖୋର୍ଦ୍ଧା ଜିଲ୍ଲା ସ୍ତରରେ ପ୍ରଥମ ହୋଇଛନ୍ତି । ଅନ୍ୟମାନେ ହେଲେ ଶୁଭଶ୍ରୀ ପ୍ରଧାନ(୫୪୩) ଶୁଭମ୍ ପ୍ରଧାନ(୫୪୦) ଶୁଭ୍ରଜିତ୍ ସାହୁ(୫୪୦)ଆଶୁତୋଷ ସାହୁ(୫୪୦),















