ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ଭୁନେଶ୍ଵର,ରିପୋର୍ଟ/ସୋନାଲି :- କୋଣାର୍କ ଅଞ୍ଚଚଳ ବାସୀଙ୍କ ଦୀର୍ଘ ଦିନ ର ସ୍ଵପ୍ନ ଆଜି ବାସ୍ତବ ର ରୂପ ନେଇଛି । ଆଜିଠାରୁ ରୁଟ ନମ୍ବର 70 ରେ ଭୁବନେଶ୍ୱର ଠାରୁ କୋଣାର୍କ କୁ ଗଡ଼ିବ ମୋ ବସ । ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ଆଜି ଠାରୁ ପ୍ରତ୍ୟେକ ଦିନ ଭୁନେଶ୍ଵର ଠାରୁ କୋଣାର୍କ କୁ ଗଡିବ ମୋ ବସ ।