୨୦୨୬ ବଲାଙ୍ଗୀର ଜିଲ୍ଲା ଆନ୍ତରଗତ ତୁରେକେଲା ବ୍ଲକ ଅଧିନ୍ୟସ ଟିକ୍ରାପଡା ଗ୍ରାମରେ ଆଜିତାରିଖ
ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପବିତ୍ର ପଣା ସଂକ୍ରାନ୍ତି ପାଳନ ହୋଇ ଅଛି ଆୟୋଜକ ପଶ୍ଚିମ ଓଡିଶା ଲୋକକଳା ପୁନଃରୁଦ୍ଧାର ପରିଷଦ ଓ ରାଧେଶ୍ୟାମ ଭାଗବତ ଟୁଙ୍ଗି ତତ୍ତ୍ୱବଧାରକ ଶ୍ରୀଯୁକ୍ତ ଅମିଳ ପୁଟେଲ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ସରସ୍ବତୀ ପୁଟେଲ ଙ୍କ ଆନୁକୂଲ୍ୟରେ ବଗବତ ସତସଙ୍ଗ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିବା ବେଲେ

ଯୋଗ ଦେଇଥିଲେ ଗୁରୁଶ୍ରୀ ଲିଙ୍ଗରାଜ ସାହୁ ଭାଗବତ ପ୍ରବୋଚନ କରି ପଣା ସଂକ୍ରାନ୍ତି ଉପରେ ସୁନ୍ଦର ଭାବରେ ବୁଝାଇଥିଲେ ଏହି କାର୍ଯ୍ୟକ୍ରମ କର୍ମ ଯୋଗଦେଇ ଥିଲେ ଦୁଇଗୋଟି ସତସଙ୍ଗ ଦଳ ଯୋଗ ଦେଇଥିବା ବେଲେ ଶହଯୋଗ କରିଥିଲେ ଶ୍ରୀ ବିମଲ ପୁଟେଲ ଶ୍ରୀ ତ୍ରିନାଥ ହାତୀ ଶ୍ରୀ ଲୋଇବାନ ହଂସ ଶ୍ରୀ ରତ୍ନାକର ପୁଟେଲ ଶ୍ରୀ ଶ୍ୟାମସୁନ୍ଦର ପୁଟେଲ
ଶ୍ରୀ କୁନୁରାମ ପୁଟେଲ ଶ୍ରୀ ଛେଲିଆ ପୁଟେଲ ଶ୍ରୀ ସୁବନାଥ ନେତାମ ଶ୍ରୀ ଦଶମୁ ପୁଟେଲ ଶ୍ରୀ ପୁରନ୍ଦର ପୁଟେଲ ଶ୍ରୀ ଭିମ ପୁଟେଲ ଶ୍ରୀ ଗୋଲସିଂ ପୁଟେଲ ଶ୍ରୀ ଧନସେ ପୁଟେଲ ଶ୍ରୀ ଟୁନୁ ପୁଟେଲ ଶ୍ରୀ ଦିବାକର ସଗ୍ରିଆ ଶ୍ରୀ ଭାରତ ଭୋଇ ଶ୍ରୀମତୀ ଶକୁନ୍ତଳା ପୁଟେଲ ଶ୍ରୀମତୀ ବୁଧ ପୁଟେଲ ଶ୍ରୀମତୀ ସୁବର୍ଣ୍ଣି ପୁଟେଲ ଶ୍ରୀମତୀ କୁମଦିନୀ ପୁଟେଲ ଶ୍ରୀମତୀ ବୁଇ ପୁଟେଲ
ଶ୍ରୀମତୀ ଲାଳଦେଇ ପୁଟେଲ ଶ୍ରୀମତୀ ପୁଷ୍ପାଞ୍ଜଳି ପୁଟେଲ ଶ୍ରୀମତୀ କୁଳବତୀ ପୁଟେଲ ଶ୍ରୀମତୀ ଟିକେମନୀ ପୁଟେଲ ଶ୍ରୀମତୀ ଧନଦେଇ ପୁଟେଲ ଶ୍ରୀମତୀ ସୁନିତା ପୁଟେଲ ଶ୍ରୀମତୀ ରଞ୍ଜୁତା ପୁଟେଲ ଶ୍ରୀମତୀ ଅଙ୍ଗୁରି ପୁଟେଲ ଶ୍ରୀମତୀ ସୁମତି ପୁଟେଲ ଶ୍ରୀମତୀ ଶିଶିଲା ପୁଟେଲ ଶ୍ରୀମତି ସୁଭଦ୍ରା ପୁଟେଲ ଶ୍ରୀମତୀ ବେଲମତି ପୁଟେଲ ଶ୍ରୀମତୀ ମେଦାକୁନ୍ତୀ ପୁଟେଲ ଶ୍ରୀମତୀ ଦ୍ରୋପତି ପୁଟେଲ ଏହି ଶ୍ରୋତାମଣ୍ଡଳୀ ଯୋଗଦେଇ କାର୍ଯ୍ୟକ୍ରମ କ୍ରମକୁ ଆଗେଇ ନେଇଥିଲେ ଶେଷରେ ଆରତୀ କରି ପ୍ରସାଦ ସେବନକରି ଶେଷକରିଥିଲେ l













