ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଗଜପତି ଜିଲ୍ଲା କିରାମା ଗ୍ରାମ ପଞ୍ଚାୟତ ବୁରିପଦର ଗାଁ ରେ ମିଳିତ ଚଢ଼ାଉ କରି ଘର, ଓ ଜଙ୍ଗଲ ରୁ ୧୮ କୁଇଣ୍ଟାଲ ୩୦ କିଲୋ ଗଞ୍ଜେଇ ଜବତ କରିଛି । ଆଇପିଏସ୍ ରାକେଶ କୁମାର ସାହୁ ଏସଡିପିଓ ଙ୍କ ନେତୃତ୍ୱରେ ଏକଜୁଟିଭ ମାଜିଷ୍ଟ୍ରେଟ ଓ ଦୁଇ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ପକ୍ଷରୁ ମିଳିତ ଭାବେ ଏକ ସ୍ବତନ୍ତ୍ର ଚଢାଉ କରି ଚଢାଉ କରାଯାଇଥିଲା ।














