• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଗୌରଝରିଆ ଦୁର୍ଗମଅଞ୍ଚଳର ବିକାଶର ଧାରା

Proprietor Abhimanyu Maharana by Proprietor Abhimanyu Maharana
September 26, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଗୌରଝରିଆ ଦୁର୍ଗମଅଞ୍ଚଳର ବିକାଶର ଧାରା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର,ଶନିବାର )  ଚନ୍ଦାହାଣ୍ଡି :- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ, ପାଟଖଲିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଗୌରଝରିଆ ଓ ଭେଲୁଆକୋଟ ଗ୍ରାମକୁ ଗମନାଗମନ ନିମନ୍ତେ ରାସ୍ତାଘାଟର ଅତି ଅସୁବିଧା ଥିଲା l ବାଟରେ ଡ଼ୁମାଜୋର ନଦୀ ପଡୁଥିବାରୁ ଉକ୍ତ ଅଞ୍ଚଳ ର ପ୍ରାୟ ୫୦୦ରୁ ଉର୍ଦ୍ଧ ପରିବାର ର ଲୋକମାନେ ପାଟଖଲିଆ ପଞ୍ଚାୟତ କାର୍ଯ୍ୟାଳୟକୁ,ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାକୁ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସିବା ପାଈଁ ବହୁଅସୁବିଧା ର ସମ୍ମୁଖୀନ ହେଉଥିଲେ l ଡ଼ୁମାଜୋର ନଦୀରେ ବର୍ଷାଦିନେ ପ୍ରାୟ 3ରୁ 4ମାସ ଧରି ଲୋକମାନେ ବହୁ କଷ୍ଟରେ ନଦୀ ପାରହୋଇ ଯିବା ଆସିବା କରୁଥିବା ବେଳେ କୌଣସି ମଟର ସାଇକେଲ କିମ୍ବା ଚାରିଚକିଆ ଗାଡି ଯିବା ଆସିବା କରିବାରେ ଅସୁବିଧା ହେଉଥିଲା l

ଉକ୍ତ ଅଞ୍ଚଳ ର ଜନସାଧାରଣଙ୍କ ସୁବିଧା ନିମନ୍ତେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଝରୀଗାଁ ବିଧାୟକ ଇଁ. ପ୍ରକାଶ ଚନ୍ଦ୍ର ମାଝୀ ବଇଦପଡା ଗ୍ରାମ ଠାରୁ ଗୌରଝରିଆ ଓ ଭେଲୁଆକୋଟ ଗ୍ରାମକୁ ଯିବା ବାଟରେ ପଡୁଥିବା ଡ଼ୁମାଜୋର ନଦୀ ରେ ଯଥାଶୀଘ୍ର ଏକ “ପୋଲ” ନିର୍ମାଣ ପ୍ରସ୍ତାବ କାର୍ଯ୍ୟକାରି କରାଯିବା ପାଈଁ ଲିଖିତ ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ଼କ୍ଟର ଅଜିତ କୁମାର ମିଶ୍ର ଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ l ଜିଲ୍ଲାପାଳ ଡ଼କ୍ଟର ମିଶ୍ର ଙ୍କ ପତ୍ର ସଂଖ୍ୟା ୬୪୮/୨୦୨୦ ତା -୨୦/୦୫/୨୦୨୦ ଦ୍ୱାରା ବଇଦପଡା ଠାରୁ ଗୌରଝରିଆ ରାସ୍ତାରେ ଡ଼ୁମାଜୋର ନଦୀରେ ଯଥାଶୀଘ୍ର ଏକ “ପୋଲ” ନିର୍ମାଣ ନିମନ୍ତେ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କୁ ନିର୍ଦେଶ ଦେବାସହ କାର୍ଯ୍ୟ ଶେଷ ବେଳକୁ ଜିଲ୍ଲା ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା କାର୍ଯ୍ୟବନ୍ଦ କରାଯାଇଥିଲା l ଝରୀଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ଜଙ୍ଗଲ ଓ ପରିବେଶ ବିଭାଗ ସହ ଜୋଗାଯୋଗ କରି ସମସ୍ୟାର ସମାଧାନ କରି ଉକ୍ତ “ପୋଲ”ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଈଁ ନିର୍ଦେଶ ଦେଇଥିଲେ l ଯାହା ଦ୍ୱାରା ଅତି କମଦିନରେ ଡ଼ୁମାଜୋର ନଦୀରେ ବର୍ତମାନ ସୁଦ୍ଧା “ପୋଲ” ନିର୍ମାଣ କାର୍ଯ୍ୟ ଅର୍ଦ୍ଧାଧିକ ସରି “ପୋଲ”ର ଛାତ ପଡିବା ବାକି ରହିଯାଇଥିଲା l

ଉକ୍ତ “ପୋଲ” ନିର୍ମାଣ ବିଷୟରେ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଭାଗ ର କନିଷ୍ଠ ଯନ୍ତ୍ରୀ ଶରତ ଚନ୍ଦ୍ର ମାଝୀ ଙ୍କ ମତାମତ ଅନୁଯାଇ ଡ଼ୁମାଜୋର ନଦୀର “ପୋଲ” ନିର୍ମାଣ ନିମନ୍ତେ ମୋଟ ୪୫,୧୩,୮୫୨ ଟଙ୍କା ବ୍ୟୟ ଅଟକଳ କରାଯାଇ ଠିକାଦାର -ରଶ୍ମିତା ସ୍ୱାଇଁ ଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି l ଖୁବଶୀଘ୍ର “ପୋଲ” ନିର୍ମାଣ କାର୍ଯ୍ୟ ଶେଷ ହୋଇ ସମସ୍ତ ଗାଡିମଟର ଓ ଚାରିଚକିଆ ଯାନ ଚଳପ୍ରଚଳ ହୋଇ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିଛନ୍ତି l ଉକ୍ତ “ପୋଲ” ନିର୍ମାଣ ନିମନ୍ତେ ଜଙ୍ଗଲ ଓ ପରିବେଶ ବିଭାଗ ର ମଞ୍ଜୁରୀ ମିଳିବାରେ ବିଳମ୍ବ ହେବା ସହ ବର୍ଷା ଦିନ ହୋଇଥିବାରୁ “ପୋଲ” ର ଛାତ ପଡିବାରେ କିଛିଦିନ ବିଳମ୍ବ ହୋଇଛି ବୋଲି କନିଷ୍ଠ ଯନ୍ତ୍ରୀ ମାଝୀ କହିଛନ୍ତି l ଗୌରଝରିଆ ଗ୍ରାମର ଧନସିଂ ମାଝୀ, ରାମ ମାଝୀ, କହ୍ନେଇ ପୂଜାରୀ ପ୍ରମୁଖ ବିଧାୟକ ଇଁ. ପ୍ରକାଶ ଚନ୍ଦ୍ର ମାଝୀ ଙ୍କ ଗୌରଝରିଆ ଓ ଭେଲୁଆକୋଟ ଅଞ୍ଚଳ ବାସୀଙ୍କ ଗମନାଗମନ ସୁବିଧା ନିମନ୍ତେ ଏପରି ଉଦ୍ୟମ କୁ ସାଧାରଣରେ ପ୍ରଶଂସା କରି ଆମ ଅଂଚଳର ବିକାଶ ଧାରା ତ୍ବରାନିତ ହେବାସହ ବହୁଦିନ ର ଆଶା ପୂରଣ ହୋଇପାରିବ ବୋଲି କହିଛନ୍ତି l (ରିପୋର୍ଟ-ଯୁବରାଜ ଜଗତ,ନବରଙ୍ଗପୁର ଜିଲ୍ଲା ପ୍ରତିନିଧି)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନିରୁଦିଷ୍ଟ ଯୁବକ ଉଦ୍ଧାର ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ : ସେବା ସଦନର ଭୂମିକାକୁ ସାଧାରଣରେ ପ୍ରଶଂସା

ନିରୁଦିଷ୍ଟ ଯୁବକ ଉଦ୍ଧାର ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ : ସେବା ସଦନର ଭୂମିକାକୁ ସାଧାରଣରେ ପ୍ରଶଂସା

July 2, 2026
ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ : ରୋଗୀ ସେବା ବାଧାପ୍ରାପ୍ତ

ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ : ରୋଗୀ ସେବା ବାଧାପ୍ରାପ୍ତ

July 2, 2026
ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ କୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ କୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ

July 2, 2026
ପାଣି ଘେରରେ ୧୧ନଂ ୱାର୍ଡବାସୀ,ଜଳ ନିଷ୍କାସନ ବ୍ୟବସ୍ଥା କରି ନ ପାରି ଫେରିଗଲେ ଦମକଳ ବାହିନୀ

ପାଣି ଘେରରେ ୧୧ନଂ ୱାର୍ଡବାସୀ,ଜଳ ନିଷ୍କାସନ ବ୍ୟବସ୍ଥା କରି ନ ପାରି ଫେରିଗଲେ ଦମକଳ ବାହିନୀ

July 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନିରୁଦିଷ୍ଟ ଯୁବକ ଉଦ୍ଧାର ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ : ସେବା ସଦନର ଭୂମିକାକୁ ସାଧାରଣରେ ପ୍ରଶଂସା

ନିରୁଦିଷ୍ଟ ଯୁବକ ଉଦ୍ଧାର ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ : ସେବା ସଦନର ଭୂମିକାକୁ ସାଧାରଣରେ ପ୍ରଶଂସା

July 2, 2026
ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ : ରୋଗୀ ସେବା ବାଧାପ୍ରାପ୍ତ

ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ : ରୋଗୀ ସେବା ବାଧାପ୍ରାପ୍ତ

July 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version