ବୌଦ୍ଧ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବୌଦ୍ଧ ଜିଲ୍ଲା ପୋଲିସ, ମାଲକାନଗିରି ଜିଲ୍ଲା ପୋଲିସ ଓ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ନିଶା କାରବାର ବିରୋଧରେ ଅଭିଯାନକୁ ଜୋରଦାର କରାଯାଇଛି ।ସୂଚନା ଅନୁଯାୟୀ 15.03.2026 ରୁ 20.03.2026 ମଧ୍ୟରେ ସର୍ବମୋଟ 2,868 କେଜି ଗଞ୍ଜେଇ ଜବତ କରାଯାଇଛି ।



© 2023 Odisha Taza News.