No Result
View All Result
ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସାଇଲୋ ବଡ଼ବିଲ ରାଜବିଦ୍ୟା କେନ୍ଦ୍ର ପରିସରରେ “ବସନ୍ତ ମିଳନ”ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଷ୍ଟେଟ କୋ୍ଡିନେଟର ମହେଶ୍ୱର ମଲିକ, ବଡ଼ବିଲ କେନ୍ଦ୍ର ସତସଙ୍ଗ ମୁଖ୍ୟ ପୁନାନନ୍ଦ ନାୟକ ସେବା ସହାୟକ ରଶ୍ମିତା ଭୋଳ, ବିନୋଦିନୀ ନାୟକ,ପ୍ରଚାର ସହାୟକ କିଶୋର ଚନ୍ଦ୍ର ବେହେରା ସରତ ଚନ୍ଦ୍ର ଭୋଳ,ଉଷା ଦେଇ,ସୁଲୋଚନା ବେହେରା,ମଞ୍ଜୁଲତା ବେହେରା, ପ୍ରକାଶ ଚନ୍ଦ୍ର ନାୟକ, ଗୀତାଞ୍ଜଳି ନାୟକ,ମେଳାଦଣ୍ଡା କେନ୍ଦ୍ରର ବ୍ରହ୍ମାନନ୍ଦ ସାହୁ, ପ୍ରତାପ ଭାଇ,

ଉପେନ୍ଦ୍ର ଭାଇ ,ଲୋଚନ ଦେଇ, ଚୁମୁକି ଦେଇ, ଲଷ୍ମୀ ଦେଇ, ସବିତା ଦେଇ, ସୁମିତ୍ରା ଦେଇ, ପ୍ରମିଳା ଦେଇ ପ୍ରମୁଖ ଶତାଧିକ ପ୍ରେମୀ ଭାଇ ଭଉଣୀ କାର୍ଯ୍ୟକ୍ରମରେ ଯୋଗଦାନ କରି ବିଶ୍ୱରେ ଶାନ୍ତି ର ସନ୍ଦେଶ ପ୍ରଦାନ କରୁଥିବା ଶାନ୍ତିର ପ୍ରବକ୍ତା ଡକ୍ଟର ପ୍ରେମ ରାୱତ ଙ୍କ ଗୁଣ ଗାନ କରିଥିଲେ। ଶେଷରେ ଜୀବନ ବ୍ୟାପି ଡାକ ସେବା ପାଇଁ ସାଇଲୋ ବଡ଼ବିଲ ର ପୋଷ୍ଟ ମ୍ୟାନ ରବୀନ୍ଦ୍ର ନାଥ ମଲିକ ଙ୍କୁ ରାଜବିଦ୍ୟା କେନ୍ଦ୍ର ଓ ଗ୍ରାମର ଉଦୀୟମାନ ପ୍ରତିଭା ପ୍ରକାଶ ଚନ୍ଦ୍ର ବାରିକଙ୍କ ଦ୍ୱାରା ସମ୍ମାନିତ କରାଯାଇ,ପୁନାନନ୍ଦ ନାୟକ, ସରତ ଚନ୍ଦ୍ର ଭୋଳ ଦିପୁ ଭାଇଙ୍କ ଦ୍ୱାରା ଭଜନ ପରିବେଷଣ ପରେ କାର୍ଯ୍ୟକ୍ରମ ସମାପ୍ତ କରାଯାଇ ଥିଲା ।

No Result
View All Result