ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ଵର(ଓଡ଼ିଶା ତାଜା ନିଉଜ)ନି ପ୍ର:- କନ୍ଧମାଳ ଜିଲ୍ଲା ଭଏସ ଅଫ ମିଡ଼ିଆର ଏକ ସାଧାରଣ ପରିଷଦ ବୈଠକ ଫୁଲବାଣୀ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସଭାପତି ଶିବାନନ୍ଦ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ଗୋପାଳକୃଷ୍ଣ ପଟ୍ଟନାୟକ ଓ ଫିଲମୋହନ ନାୟକ ସଦସ୍ୟଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଭଏସ ଅଫ ମିଡ଼ିଆର ସଦସ୍ୟ ସଂନ୍ତୋଷ କୁମାର ଦିଗାଲଙ୍କୁ ରାଜ୍ୟ ସଂଗଠନରେ କାର୍ଯ୍ୟକାରୀ ସଦସ୍ୟ ଭାବେ ଗ୍ରହଣ କରାଯାଇଥିବାରୁ ଜିଲ୍ଲା ପକ୍ଷରୁ ଏହି ବୈଠକରେ ତାଙ୍କୁ ସ୍ୱାଗତ କରାଯାଇଥିଲା।















