ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ପକ୍ଷ୍ୟରୁ ଏମଭି ୭୯ ଠାରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୋଟୁ ବନବିଭାଗ ଏମଭି ୭୯ ସ୍ଥିତ ରେଞ୍ଜ୍ କାର୍ଯ୍ୟାଳୟ ଠାରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରଯାଇଛି l ଏହି କାର୍ଯ୍ୟକ୍ରମ ରେ ଏ.ସି.ଏଫ. ମୋନସୁନ ଖେମୁଣ୍ଡୁ ,















