No Result
View All Result
ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗତ ସପ୍ତାହ ଧରି ଚାଲିଥିବା ୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଯାଇଛି । ଫାଇନାଲ ରାଉଣ୍ଡ ରେ ତୁରେକେଲା ଓ ସଲେମୁଡଗା ଦୁଇ ଟିମ୍ ମଧ୍ୟରେ ଫାଇନାଲ ମୁକାବିଲା ହୋଇ, ତୁରେକେଲା ଦଳ ଚମ୍ପିୟାନ ହୋଇ ଥିଲା l
ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ନିରୂପମା ମାଝୀ ( ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷl) ସମ୍ମାନୀତ ଅତିଥି ଭାବରେ,ସାମ୍ବାଦିକ ତୁଳସୀ ରାମ୍ ଜଗତ। , ଭୁବନ୍ ପଟେଲ୍, ପିଙ୍କୀ ଖର୍ସେଲ, ଧୁବ୍ଲେ ପନିକା,
ସାଧୁ ତାଣ୍ଡି, ଲୋକେଶ ପଟେଲ୍, ସହ ଆୟୋଜକ କମିଟି ଆମ୍ବେଦକର ଯୁବକ ସଙ୍ଘ, ସୁଜିତ୍ ସିପକା, ମଦନ ତାଣ୍ଡି, ଖୁସିରାମ୍, ବିଘ୍ନେ, ସୁରେନ୍ଦ୍ର, ରଞ୍ଜନ ପ୍ରମୂଖ ଙ୍କ ସହଯୋଗ ରେ ଖେଳ ସଫଲ ହୋଇଥିଲା l

No Result
View All Result