(ଓଡିଶାତାଜାନିଉଜ) ତା- ୦୨.୦୧.୨୦୨୦ ; ମୁହଁ ତେଲିଆ ହେଲେ ବ୍ରଣ ବୃଦ୍ଧି ପାଏ । ଦୈନଦିନ ଜୀବନ ରେ ପ୍ରତ୍ୟକ ଲୋକ ଙ୍କ ମୁହଁ ରେ ଏହି ବ୍ରଣ ର ସମସ୍ୟା ଦେଖାଯାଇଥାଏ ।
ଚର୍ମ ତେଲିଆ ନହେବା ପାଇଁ ସ୍ବତନ୍ତ୍ର କ୍ରିମ୍ ବଜାର ରେ ମିଳୁଛି ତାହାକୁ ବ୍ୟବହାର କରି ପାରନ୍ତି ।
- ବ୍ରଣ କୁ ଜୋର କରି ଫଟାନ୍ତୁ ନାହିଁ ।
- ମଇଳା ହାତ ବ୍ରଣରେ ମାରନ୍ତୁ ନାହିଁ ।
- ତେଲିଆ ସାବୁନ , ମଏଶ୍ଚରାଇଜର୍ କ୍ରିମ୍ , ଗାଢ଼ ମେକ୍ଅପ୍ , ଠାରୁ ଦୂରେଇ ରୁହନ୍ତୁ ।
- ବାରମ୍ବାର ମୁହଁ ରେ ବ୍ରଣ ବାହାରୁଥିଲେ ଖାଦ୍ୟରେ ପରିବର୍ତନ ଆଣନ୍ତୁ ।
- ପ୍ରତିଦିନ ୧୦ଲିଟର ପାଣି ପିଅନ୍ତୁ ।
- କଠିନ ବ୍ୟାୟାମ କରନ୍ତୁ ନାହିଁ । ଅବସାଦଗ୍ରସ୍ତ ରୁହନ୍ତୁ ନାହିଁ ଏବଂ ଯୋଗ , ପ୍ରାଣାୟମ୍ କରନ୍ତୁ ।
- ସବୁଜ ପନିପରିବା ଖାଆନ୍ତୁ । ତେଲ ଜିନିଷ ଖାଆନ୍ତୁ ନାହିଁ ।
- କ୍ଷୀର , ଆଇସି କ୍ରିମ୍ ଦୁଗ୍ଧଜାତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।
ଏହାର ଉପଶମ ପାଈଁ କ୍ଷୀର ସହିତ ସିମିଳି ଗଛର କଣ୍ଟା କୁ ଘୋରି ବ୍ରଣ ରେ ଲଗାନ୍ତୁ ତିନି,ଚାରି ସପ୍ତାହ ରେ ବ୍ରଣ ରୁ ରକ୍ଷା ପାଇପାରିବେ ।
ମୁହଁ ରେ ବରଫ ମାଲିସ କରନ୍ତୁ ।
ନର୍ମାଲ ପାଣି ରେ ମୁହଁ କୁ ଦିନରେ ତିନି ରୁ ଚାରି ଥର ଧୁଅନ୍ତୁ ।
ରିପୋର୍ଟ- ସୋନାଲି