ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗୁରୁବାର ଚୈତ୍ର ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ୨ୟ ଭୋଗମଣ୍ଡପ ପୂଜା – ୦୫.୨୫,୨ୟ ଭୋଗମଣ୍ଡପ ଶେଷ – ୦୫.୩୫, ମଇଲମ – ୦୫.୫୦,ତଡ଼ପଲାଗି – ୦୬.୧୦, ପହୁଡ଼ ଆଳତି – ୦୬.୨୦, ବନକଲାଗିକୁ ଦତ୍ତ ମହାପାତ୍ର ସନ୍ଧ୍ୟା ୬.୪୦ମିନିଟ ରେ ପ୍ରବେଶ କରିଥିଲେ | ଦତ୍ତ ମହାପାତ୍ର ସେବକମାନେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସେବା କରିଥିଲେ ।















