ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗତକାଲି ରେଳ ଷ୍ଟେସନରେ ଲୋକଙ୍କ ଭିଡ଼ ଥିବାବେଳେ ଟିକେଟ କାଉଣ୍ଟର ବନ୍ଦ ଥିଲା l ଯାହା ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଫଳରେ କିଛି ସମୟ ପର୍ଯନ୍ତ ଉତ୍ତେଜନା ଦେଖାଯାଇଥିଲା l ଲୋକମାନଙ୍କ ଅଭିଯୋଗ ଆମେ ବିନା ଟିକେଟରେ ରେଳଯାତ୍ରା କରିବୁନାହିଁ l















