• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟସ୍ତରୀୟ ବିଶ୍ଵ ସ୍ବେଛାସେବୀ ସଂଗଠନ ଦିବସ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
February 28, 2026
in ଓଡ଼ିଶା, ପୁରୀ, ହୋମ୍
0
ରାଜ୍ୟସ୍ତରୀୟ ବିଶ୍ଵ ସ୍ବେଛାସେବୀ ସଂଗଠନ ଦିବସ ପାଳିତ
Share on FacebookShare on TwitterWhatsapp

ବିଭିନ୍ନ ବର୍ଗରେ କର୍ତ୍ତବ୍ୟ ୨୦୨୬ ସମ୍ମାନ ପାଇଲେ ୧୮ ଟି ଅନୁଷ୍ଠାନ

ରାଜନୀତିରେ ସ୍ବେଛାସେବୀ ସଂଗଠନମାନଙ୍କର ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଜିଲ୍ଲା ସ୍ବେଚ୍ଛାସେବୀ ସଂଗଠନ ସାମ୍ମୁଖ୍ୟ ଦ ବେଲ୍ ,ପରିବର୍ତ୍ତନ ଓଡ଼ିଶା,ମହା ବିନାୟକ ସେବା ଟେମ୍ପଲ ଟ୍ରଷ୍ଟ ଓ ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇ ଯାଇଚି ରାଜ୍ୟସ୍ତରୀୟ ବିଶ୍ଵ ସ୍ବେଛାସେବୀ ସଂଗଠନ ଦିବସ “କର୍ତ୍ତବ୍ୟ ୨୦୨୬”। ମୁଖ୍ୟ ଅତିଥି ଭାବରେ ମହିପ୍ରକାଶ ମଠ ର ମଠାଧୀଶ ସ୍ବାମୀ ଶୁଭାନନ୍ଦ ପୁରୀ ଯୋଗ ଦେଇ ଅଧୁନା ପରିସ୍ଥିତିରେ ସମସ୍ତ ଅନୁଷ୍ଠାନ ନିଜ ନିଜ ଭିତରେ ମତପ୍ରାର୍ଥକ୍ୟ ନ ରଖି ସାମୁହିକ ଭାବରେ ସଂଗଠିତ ହୋଇ କାର୍ଯ୍ୟ କଲେ ସମାଜର ବୃହତ୍ ସ୍ବାର୍ଥ ସମାଧାନ ହେବ |

ଏଥିସହ ସଂଗଠନ ଗୁଡ଼ିକର କାର୍ଯ୍ୟ ପରିସର ବୃଦ୍ଧି ପାଇବ ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବରେ ବରିଷ୍ଠ ସମାଜ କର୍ମୀ ସବିତା ମିଶ୍ର,ଲକ୍ଷ୍ମୀ ବାରିକ ,ସଂଘମିତ୍ରା ମିଶ୍ର ,ଡ ନେତାଜୀ ହରି ଚନ୍ଦନ ପ୍ରଭୃତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଦ ବେଲ୍ ର ଅଧକ୍ଷ ସିଦ୍ଧାର୍ଥ ରାୟଙ୍କ ଅଧକ୍ଷତାର ଆୟୋଜିତ ଏହି ସଭା କାର୍ଯ୍ୟରେ ସମାଜର ବିଭିନ୍ନ ବିଭାଗରେ ସଫଳତା ସହିତ କାର୍ଯ୍ୟ କରିଥିବା ୧୮ ଗୋଟି ଅନୁଷ୍ଠାନ ମାନଙ୍କୁ କର୍ତ୍ତବ୍ୟ ସମ୍ମାନ ୨୦୨୬ ରେ ସମ୍ମାନିତ କରାଯାଇ ଥିଲା ।ସାମାଜିକ କାର୍ଯ୍ୟରେ ସର୍ବପୁରାତନ ଅନୁଷ୍ଠାନ ଭାବରେ ପୁରୀ ସେବା ସମିତି, ପର୍ଯ୍ୟଟକଙ୍କ ସେବା ପାଇଁ ପୁରୀ ବିଚ ଫଟୋଗ୍ରାଫର ମହାସଂଘ,

ଜନତା ଙ୍କୁ ସଚେତନ କରିବା ପାଇଁ ମିତ୍ର ସଙ୍ଘ, ପଶୁମାନଙ୍କ ମଙ୍ଗଳ ପାଇଁ ଶ୍ରୀଜଗନ୍ନାଥ ଗୋ ସେବା ସଂସ୍ଥାନ, ଖାଦ୍ୟ ବିତରଣ ପାଇଁ ଆପଣଙ୍କ ସେବାରେ, ଯୁବକଙ୍କ ଉନ୍ନତି ପାଇଁ ବିବେକାନନ୍ଦ ଯୁବଶକ୍ତି ସଂଗଠନ, ରକ୍ତଦାନ ପାଇଁ ସମର୍ପଣ, ମହିଳା ସଶକ୍ତିକରଣ ପାଇଁ ନାରୀ ସେବା ସଦନ, ଗ୍ରାମ୍ୟ ଉନ୍ନତି ପାଇଁ ମାଟିର ମଣିଷ, ଦିବ୍ୟାଙ୍ଗ ସଶକ୍ତିକରଣ ପାଇଁ ଶ୍ରୀନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦ, ଶିଶୁ ଅଧିକାର ପାଇଁ ଶିଶୁ ସମାଚାର,ତ୍ୱରିତ ସେବା ପାଇଁ ହାପିନେସ ଫାଉଣ୍ଡେସନ, ପୁରୁଣା ସଂଗଠନ ପାଇଁ ପୁରୀ ସେବା ସମିତି, ନିଶା ନିବାରଣ ପାଇଁ ମିଶନ ଓଡିଶା, ଖେଳ କୁଦ ପାଇଁ ଝାଡ଼େଶ୍ୱରୀ କ୍ଲବ,

ଭାଷା ସୁରକ୍ଷା ପାଇଁ କୁମାର କବି ଫାଉଣ୍ଡେସନ, ବରିଷ୍ଠ ନାଗରିକ ସେବା ପାଇଁ ହୋପ ଇଜ ଲାଇଫ, ଶିକ୍ଷା ପାଇଁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି,ସଂଗୀତ ଓ ସଂସ୍କୃତି ପାଇଁ ପ୍ରଣତି କଳା ମନ୍ଦିର ଙ୍କୁ କର୍ତ୍ତବ୍ୟ ସମ୍ମାନ ୨୦୨୬ ପ୍ରଦାନ କରାଯାଇ ଥିଲା। ସଭା କାର୍ଯ୍ୟ ଦ୍ୱିତୀୟ ପର୍ବରେ ରାଜନୀତିରେ ସଂଗଠନ ମାନଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା।ଏହି ଆଲୋଚନା ଚକ୍ରରେ ସାମାଜିକକର୍ମୀ ବିରଞ୍ଚି ମିଶ୍ର,ପରିବର୍ତ୍ତନ ଓଡ଼ିଶା ମୁଖ ପାତ୍ର ଗଣେଶ ମହାସୁଆର ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ ,

ସୁରୋଜିତ ଘୋଷ,ଡ ଜୟନ୍ତୀ ମହାପାତ୍ର ପ୍ରଭୃତି ଯୋଗଦେଇ ସାମାଜିକ ସଂଗଠନ ଗୁଡ଼ିକ ରାଜନୀତି ରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି ବୋଲି ବକ୍ତା ମାନେ ମତ ପ୍ରକାଶ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ, ଶ୍ରୀଜଗନ୍ନାଥ ଫାଉଣ୍ଡେସନ ଟ୍ରଷ୍ଟ, ପରିବର୍ତ୍ତନ ଓଡିଶା ଓ ବେଲ୍ ସଦସ୍ୟ ସଦସ୍ୟା ପରିଚାଳନା କରି ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

March 5, 2026
୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

March 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version