• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାଇପ୍ ଲାଇନ୍ ନିରାପତ୍ତା ଓ ସୁରକ୍ଷା ସମ୍ପର୍କିତ ଗ୍ରାମ୍ୟ ସଚେତନତା କାର୍ଯ୍ୟକ୍ରମ

Proprietor Abhimanyu Maharana by Proprietor Abhimanyu Maharana
February 26, 2026
in ଓଡ଼ିଶା, ଗଞ୍ଜାମ, ମନୋରଞ୍ଜନ, ହୋମ୍
0
ପାଇପ୍ ଲାଇନ୍ ନିରାପତ୍ତା ଓ ସୁରକ୍ଷା ସମ୍ପର୍କିତ ଗ୍ରାମ୍ୟ ସଚେତନତା କାର୍ଯ୍ୟକ୍ରମ
Share on FacebookShare on TwitterWhatsapp

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍)(ନି.ପ୍ର) :- ହିଞ୍ଜିଳିକାଟୁ ବ୍ଳକ ବଡ଼ଖଣ୍ଡି ଗ୍ରାମ ପଞ୍ଚାୟତ ଅଧୀନ ରଙ୍ଗୁଣିପଲ୍ଲୀ ଗ୍ରାମ ଠାରେ ମଙ୍ଗଳବାର ଇଣ୍ଡିଆନ ଅଏଲ କର୍ପୋରେସନ ଲିଃ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହଯୋଗରେ ପାଇପ୍ ଲାଇନ୍ ନିରାପତ୍ତା ଓ ସୁରକ୍ଷା ସମ୍ପର୍କିତ ଏକ ଗ୍ରାମ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦକ୍ଷିଣ – ପୂର୍ବ କ୍ଷେତ୍ରୀୟ ପାଇପ୍ ଲାଇନ୍, ବ୍ରହ୍ମପୁରର ମୁଖ୍ୟ ଅପରେସନ ମ୍ୟାନେଜର ଭି. ସୁଧାକରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ଡେପୁଟି କଲେକ୍ଟର ସୁନିଲ ସାଇ ଦେବାଶିଷ,

ଫ୍ୟାକ୍ଟ୍ରି ଓ ବଇଲରର ଅତିରିକ୍ତ ନିର୍ଦ୍ଦେଶକ ରଞ୍ଜିତ ନାୟକ, ଡିପିଓ ଦେବେନ୍ଦ୍ର ନାୟକ, ସରପଞ୍ଚ ଝୂନୁ ନାଇକ, ସମିତି ସଭ୍ୟା କେ.ନର୍ମଦା, ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ପି. କୁର୍ମେୟା, ଓଡ୍ରାଫ ଟିମ ଗଞ୍ଜାମ ହାବିଲଦାର ପ୍ରଭାକର ବେହେରା ଓ ହିଞ୍ଜିଳିକାଟୁ ଅଗ୍ନିଶମ ସେବା କର୍ମଚାରୀ ଜିତେନ୍ଦ୍ର କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ୧୨୧୯ କି.ମି ଲମ୍ବା ପାରାଦୀପ – ହାଇଦ୍ରାବାଦ ପାଇପ୍ ଲାଇନ୍ ଯାହାର ସ୍ଥାପିତ କ୍ଷମତା ୪.୫ ଏମଏମପିଟିଏ ଗତ ୨୦୨୨ ରୁ ୨୦୦୨୪ ମଧ୍ୟରେ ପର୍ଯ୍ୟାୟ କ୍ରମେ ସମ୍ପାଦିତ ହୋଇ ପାରାଦୀପ ତୈଳ ବିଶୋଧନାଗାରରୁ ପେଟ୍ରୋଲିୟମ୍ ଉତ୍ପାଦନକୁ ବିଶାଖା ପଟନମ୍,

ଅଚ୍ୟୁତପୁରମ, ବିଜୟୱାଡା ଓ ହାଇଦ୍ରାବାଦ ପର୍ଯ୍ୟନ୍ତ ପହଞ୍ଚାଇ ଆଞ୍ଚଳୀୟ ଉର୍ଜା ସୁରକ୍ଷାକୁ ସୁଦୃଢ କରୁଛି। ଏହାର ସୁରକ୍ଷା ଓ ଆପାତକାଳୀନ ପ୍ରସ୍ତୁତିକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ତହସିଲର ରଙ୍ଗୁଣିପଲ୍ଲୀ ଗ୍ରାମ ନିକଟରେ ପାରାଦ୍ଵୀପ ହାଇଦ୍ରାବାଦ ପାଇପ୍ ଲାଇନ୍ ଚେନେଜ ୨୮୭ କି.ମିରେ ଏକ ଲେଭେଲ -୩ ମକ ଡ୍ରିଲ ସଫଳତାର ସହ ଆୟୋଜିତ ହୋଇଥିଲା । ଏହି ଅବସରରେ ଅତିଥିମାନଙ୍କ ସମ୍ମୁଖରେ ପାଇପ୍ ଲାଇନରେ ଲିକ ହୋଇ ଅଗ୍ନିକାଣ୍ଡ ସୃଷ୍ଟି ହେବାର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ବେଳେ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା ।

ଏହି ଅଭ୍ୟାସରେ ଆପଦ କାଳୀନ ପ୍ରତିକ୍ରିୟା ବ୍ୟବସ୍ଥା, ଯୋଗାଯୋଗ ସତର୍କତା ଓ ଅନ୍ତର – ଏଜେନ୍ସି ସମନ୍ଵୟକୁ ଅଗ୍ନିଶମ ସେବା, ଓଡ୍ରାଫଟିମ, ଜିଲ୍ଲା ପ୍ରଶାସନ, ଚିକିତ୍ସା ଦଳ ଏବଂ ପଞ୍ଚାୟତ ପ୍ରତିନିଧି ମାନେ ଯୋଗ ଦେଇ ଦୃତ ଓ କାର୍ଯ୍ୟକ୍ଷମ ପ୍ରତିସାଦ ପ୍ରଦର୍ଶନ କରି ସୁରକ୍ଷା ପ୍ରତିବଦ୍ଧତାରେ ସନ୍ତୋଷ ପ୍ରକାଶ କରିଥିଲେ । ସଚେତନତା ବେଳେ ପାଇପ୍ ଲାଇନ୍ ଜମିରେ କୌଣସି ପ୍ରକାର କାର୍ଯ୍ୟ କିମ୍ବା ଘର, କୂଅ, ନଳ କୂଅ, ଗଛ ଆଦି ଲଗାଇବା ପାଇଁ ମନା କରାଯାଇଥିଲା ।

ଯଦି ଗ୍ରାମର କୌଣସି ବ୍ୟକ୍ତି ଏହି ଜମି ଓଦା ଓ ପେଟ୍ରୋଲ/ଡିଜେଲର ଗନ୍ଧ ନିଆଁ ଲାଗିବାର ଜାଣିପାରନ୍ତି କିମ୍ବା କୌଣସି ସନ୍ଦିଗ୍ଧ ବ୍ୟକ୍ତି ବିଡି, ସିଗାରେଟ, ତେଲ ଚୋରୀ ପାଇଁ ଅପଚେଷ୍ଟା କରନ୍ତି ତେବେ ସ୍ଥାନୀୟ ପୁଲିସ୍ ଥାନା, ଅଗ୍ନିଶମ ସେବା, ଆଇଓସିଏଲ ନିୟନ୍ତ୍ରଣ କକ୍ଷର ଟୋଲ ଫ୍ରି ନମ୍ବରକୁ ସଙ୍ଗେ ସଙ୍ଗେ ଜଣାଇବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅପରେସନ ମ୍ୟାନେଜର ଅଭିଳାଷ ମିଶ୍ର, ଅପରେସନ ମ୍ୟାନେଜର ସୌମ୍ୟ ରଞ୍ଜନ ଦାଶ, ଟେକ୍ନିସିଆନ ଦୀପକ କୁମାର ଓ ଏଲପିଏମ କଳା କାହ୍ନୁ ପାଢ଼ୀଙ୍କ ସମେତ ସମସ୍ତ ଏଲପିଏମ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶଙ୍ଖ ଭବନରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ : ବୈଠକରେ ଯୋଗଦେବେ ଦଳର ସଭାପତି
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

ଶଙ୍ଖ ଭବନରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ : ବୈଠକରେ ଯୋଗଦେବେ ଦଳର ସଭାପତି
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

June 10, 2026
ଆନ୍ତର୍ଜାତିକ ଅଭିଲେଖାଗାର ଦିବସ

ଆନ୍ତର୍ଜାତିକ ଅଭିଲେଖାଗାର ଦିବସ

June 9, 2026
ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ ହଜିବା ଘଟଣା : ଅଭିଯୋଗ ଆଣିଲେ ଅରୁଣ

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ ହଜିବା ଘଟଣା : ଅଭିଯୋଗ ଆଣିଲେ ଅରୁଣ

June 9, 2026
ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି କରି ଜନତାଙ୍କୁ ଶୋଷଣ କରୁଛନ୍ତି ଡବଲ ଇଞ୍ଜିନ ସରକାର: ବିଜେଡି

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି କରି ଜନତାଙ୍କୁ ଶୋଷଣ କରୁଛନ୍ତି ଡବଲ ଇଞ୍ଜିନ ସରକାର: ବିଜେଡି

June 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶଙ୍ଖ ଭବନରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ : ବୈଠକରେ ଯୋଗଦେବେ ଦଳର ସଭାପତି
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

ଶଙ୍ଖ ଭବନରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ : ବୈଠକରେ ଯୋଗଦେବେ ଦଳର ସଭାପତି
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

June 10, 2026
ଆନ୍ତର୍ଜାତିକ ଅଭିଲେଖାଗାର ଦିବସ

ଆନ୍ତର୍ଜାତିକ ଅଭିଲେଖାଗାର ଦିବସ

June 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version