ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) ଖୋର୍ଦ୍ଧା :- ବେଗୁନିଆ ଅଞ୍ଚଳର ବିଭିନ୍ନ ଗାଁ ରେ ହାତୀ ଉପଦ୍ରବ । ବେଗୁନିଆ ବନବିଭାଗ ଅଧୀନ ବାମଡିହ ,ଭୂଆଶୁଣି ପାଟଣା ,ଵୋତଳମା, ରାଈମୂଳ, ଜାଲଭାର, କଡବ , ସିମାପଲି , ଗୋପାଳପୁର ଆଦି ଅଞ୍ଚଳରେ ହାତୀ ଆତଙ୍କ ଛ ଘରର କାନ୍ଥ ଭାଙ୍ଗିବା ସହିତ ଗାଁ ଦାଣ୍ଡରେ ଦନ୍ତା ଘୋଷାଡି ନେଲା ଧାନ ବସ୍ତା ।















