ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଚିଲିକା ଭାଷା ସୁରକ୍ଷା ମଞ୍ଚ ପକ୍ଷରୁ ବାଲୁଗାଁ ଗୋପୀନାଥପୁର ସ୍ଥିତ କାର୍ଯ୍ୟାଳୟ ପରିସରରେ ୨୭ ତମ ବିଶ୍ଵ ମାତ୍ରୃଭାଷା ଦିବସ ପାଳିତ ହୋଇଯାଇଛି। ମଞ୍ଚ ର ସଭାପତି କବି ରଙ୍ଗନାଥ ସେଠି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଭାଷା ସୁରକ୍ଷା ମଞ୍ଚ ର ସଭାପତି ଐତିହାସିକ ସତ୍ୟବାଦୀ ବଳିୟାର ସିଂହ, ମୁଖ୍ୟ ବକ୍ତା ଭାବେ ଗବେଷକ ମଦନ ମୋହନ ମହାପାତ୍ର, ସମ୍ମାନିତ ବକ୍ତା ଭାବେ ସାହିତ୍ୟ ସିନ୍ଦୁରା ଓ ପରିଡ଼ା ପାଠାଗାର ର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡ଼ା,















