(ଓଡିଶା ତାଜା ନିଉଜ୍) ତା – 02.01.2020; ରସୁଣର ଗୁଣ ବହୁତ । ନିୟମିତ ଜୀବନ ରେ ଆମ୍ଭେ ମାନେ ପ୍ରାୟତଃ ଖାଇଥାଉ । ନିୟମିତ ଭାବେ ରସୁଣ ଖାଇବା ଫଳରେ କୋଲେଷ୍ଟ୍ରଲ୍ ମାତ୍ରା କମ କରିଦିଏ ହାର୍ଟଆଟାକ୍ ର୍ ସମ୍ଭାବନା ରହେ ନାହିଁ ।
- ରସୁଣ ଖାଇଲେ ବ୍ଲଡ୍ ପ୍ରେସର ନର୍ମାଲ ରହେ । ରକ୍ତ ମଧ୍ୟ ବିଶୁଦ୍ଧ ରୁହେ ।
-୨୦୦ ଗ୍ରାମ କ୍ଷୀର ଓ ୧ ଲିଟର ପାଣିରେ ରସୁଣ ପକାଇ ଏହାକୁ ଦିନରେ ଦୁଇ ଥର,ତିନି ଥର ଲେଖାଁଏ ପିଇଲେ ଛାତି ରୋଗରୁ ରକ୍ଷା ମିଳେ । - ପାଣି କିମ୍ବା କ୍ଷୀର ସହ ରସୁଣ କୁ ଚୋବାଇ ଖାଇଲେ ହଜମ ଶକ୍ତି ବୃଦ୍ଧି ପାଏ ।
- ଦରଜ ସ୍ଥାନ ରେ ରସୁଣ ରସ ଲଗାଇଲେ ଫାଇଦା ମିଳେ ।
- ନିୟମିତ ରସୁଣ ଖାଇଲେ ଯୌନ ଶକ୍ତି ବୃଦ୍ଧି ପାଏ ।