• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଉରକେଲାରେ ଟେକ୍ନୋସ୍ପୋର୍ଟର ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
February 19, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ସମ୍ବଲପୁର, ହୋମ୍
0
ରାଉରକେଲାରେ ଟେକ୍ନୋସ୍ପୋର୍ଟର ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ ଉଦଘାଟିତ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଆକ୍ଟିଭୱେୟାର ବ୍ରାଣ୍ଡ ଟେକ୍ନୋସ୍ପୋର୍ଟ ପକ୍ଷରୁ ରାଉରକେଲାର ପ୍ଲୁଟୋନ ମଲ୍‌‌ଠାରେ ଓଡିଶାରେ ଏହାର ପ୍ରଥମ ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ (ଇବିଓ)ର ଶୁଭାରମ୍ଭ ଘୋଷଣା କରାଯାଇଛି । ୟୁନିଟ୍‌‌-୪ ସ୍ଥିତ ମଲର ୨ୟ ମହଲାରେ ୩୪୧୯ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ ଏହି ନୂତନ ଷ୍ଟୋର ବ୍ରାଣ୍ଡର ଜାରି ରହିଥିବା ରିଟେଲ ସମ୍ପ୍ରସାରଣ ଯାତ୍ରାରେ ଏକ ପ୍ରମୁଖ ସଫଳତାକୁ ଚିହ୍ନିତ କରୁଛି ।

କାରଣ ଏହା ଉଦୀୟମାନ ଭାରତୀୟ ବଜାରଗୁଡିକରେ ଏହାର ଅଫ୍‌‌ଲାଇନ ଉପସ୍ଥିତିକୁ ସୁଦୃଢ କରିବା ଜାରି ରଖିଛି । ରାଉରକେଲା ଇବିଓର ଶୁଭାରମ୍ଭ ସହିତ ଟେକ୍ନୋସ୍ପୋର୍ଟର ଜାତୀୟ ନେଟ୍‌‌ୱର୍କ ୩୫ରୁ ଅଧିକ ଷ୍ଟୋରକୁ ବିସ୍ତାର ହୋଇଛି ଯାହା ଏହାର ଜାତୀୟସ୍ତରୀୟ ସମ୍ପ୍ରସାରଣ ରଣନୀତିର ଅଂଶ ଭାବେ ଟିୟର ୨ ସହର ଓ ଉଦୀୟମାନ ଶିଳ୍ପ ସହରଗୁଡିକରେ ଏକ ମଜବୁତ ଉପସ୍ଥିତିକୁ ଦର୍ଶାଉଛି ।

ଏହି ଇବିଓ-ଭିତିକ ମଡେଲ ଦୃଢ ବ୍ରାଣ୍ଡ ଦୃଶ୍ୟମାନତା, ଉନ୍ନତ ଉପଭୋକ୍ତା ଅନୁଭୂତି ଏବଂ ମର୍ଚ୍ଚାଣ୍ଡାଇଜିଙ୍ଗ ଓ ମାର୍ଜିନ ଉପରେ ଉନ୍ନତ ନିୟନ୍ତ୍ରଣକୁ ସକ୍ଷମ କରୁଛି, ଯାହା ଏହାକୁ କମ୍ପାନୀର ଅଫ୍‌‌ଲାଇନ ଅଭିବୃଦ୍ଧି ରୋଡମ୍ୟାପର କେନ୍ଦ୍ରବିନ୍ଦୁ କରିଛି । ଏହି ଷ୍ଟୋର ଶୁଭାରମ୍ଭ ଅବସରରେ ଟେକ୍ନୋସ୍ପୋର୍ଟର ସିଇଓ ପୁଷ୍ପେନ ମୈତୀ କହିଛନ୍ତି, “ ରାଉରକେଲାରଠାରେ ଆମର ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟର ଲଂଚ୍‌‌, ଉଚ୍ଚ ସମ୍ଭାବନାପୂର୍ଣ୍ଣ ଟିୟର ୨ ଓ ଇଣ୍ଡଷ୍ଟ୍ରିଆଲ ମାର୍କେଟରେ ଟେକ୍ନୋସ୍ପୋର୍ଟର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରିଛି ।

ଓଡିଶା ନିରନ୍ତର ଭାବେ ଆମର ଅନ୍ୟତମ ଶକ୍ତିଶାଳୀ ରାଜ୍ୟ ଭାବେ ରହିଆସିଛି ଯାହା ଉଚ୍ଚ ଉପଭୋକ୍ତା ବ୍ରାଣ୍ଡ ରିକଲ୍ ଓ ଗଭୀର ସାଧାରଣ ବାଣିଜ୍ୟ ଶକ୍ତି ଦ୍ୱାରା ସମର୍ôଥତ ଅଟେ । ଏହି ଷ୍ଟୋର ଆମକୁ ବଜାରଗୁଡିକ ସହ ଘନିଷ୍ଠ ସମ୍ପୃକ୍ତି ସ୍ଥାପନ କରିବା ସହ ପୂର୍ବ ଭାରତରେ ଆମର ସଂଗଠିତ ରିଟେଲ ଉପସ୍ଥିତିକୁ ବିସ୍ତାର କରିବା ପାଇଁ ଅନୁମତି ଦେଉଛି ।” ବ୍ୟବସାୟ ଦୃଷ୍ଟିକୋଣରୁ ଓଡିଶା, ଟେକ୍ନୋସ୍ପୋର୍ଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବଜାର ମଧ୍ୟରୁ ଗୋଟିଏ ଭାବେ ଜାରି ରହିଛି ।

ସାଧାରଣ ବ୍ୟବସାୟ ବ୍ରାଣ୍ଡର ସବୁଠାରୁ ବଡ ଅପରେଟିଂ ଚ୍ୟାନେଲ ଭାବେ ବଜାୟ ରହିଛି ଏବଂ ଏହି ସେଗମେଂଟ ମଧ୍ୟରେ ଓଡିଶା ଜାତୀୟ ସ୍ତରରେ ସବୁଠାରୁ ସୁଦୃଢ ବଜାର ମଧ୍ୟରେ ଶୀର୍ଷରେ ରହିଛି । ରାଜ୍ୟ ପାଇଁ ଏହାର ଦୀର୍ଘକାଳିନ ପ୍ରତିବଦ୍ଧତାକୁ ବଜାୟ ରଖି, ଟେକ୍ନୋସ୍ପୋର୍ଟ ଗତବର୍ଷ ଓଡିଶା ସରକାରଙ୍କ ସହ ଏକ ଏମ୍‌‌ଓୟୁ ସ୍ୱାକ୍ଷର କରିବା ସହ ଏକ ଅତ୍ୟାଧୁନିକ ଆକ୍ଟିଭୱେୟାର ମାନୁଫ୍ୟାକ୍‌ଚରିଂ ଫ୍ୟାସିଲିଟି ସ୍ଥାପନ କରିବା ପାଇଁ ୧୦୦ କୋଟି ଟଙ୍କାର ନିବେଶ ଘୋଷଣା କରିଛି ।

ଏକ ବିଶ୍ୱସ୍ତରୀୟ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଅଂଶ ହେବାକୁ ଥିବା ଆମାଗୀ ୟୁନିଟ ୧୦୦୦ରୁ ଅଧିକ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଯାହା ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ବିକାଶରେ ଯୋଗଦାନ ଦେବ । ଓଡିଶାକୁ ଷ୍ଟିଚିଂ ଓ ସିଲାଇ ପ୍ରତିଭା ପାଇଁ ଭାରତର ଅନ୍ୟତମ ସର୍ବାଧିକ ଦକ୍ଷ ଗନ୍ତବ୍ୟସ୍ଥଳୀ ଭାବେ ବିବେଚନା କରାଯାଇଥାଏ, ଯାହାର କର୍ମବଳ ଗଭୀର ଭାବେ ସ୍ପୋର୍ଟସୱେୟାର ପ୍ରଡକ୍ସନ ସହ ଜଡିତ ରହିଛି । ସହଯୋଗୀ ଶିଳ୍ପ ଭିତିଭୂମି ସହିତ ଏକ ଦକ୍ଷ କର୍ମବଳର ଉପଲବ୍ଧତା,

ବିଶେଷ କରି ପୋଷାକ ନିର୍ମାଣ କ୍ଷେତ୍ରରେ ମହିଳା କର୍ମଚାରୀମାନେ ଏହି ରାଜ୍ୟକୁ ଟେକ୍ନୋସ୍ପୋର୍ଟର ଦୀର୍ଘକାଳିନ ଉତ୍ପାଦନ ଓ ଯୋଗାଣ ଶୃଙ୍ଖଳା ରଣନୀତି ପାଇଁ ଏକ ପ୍ରାକୃତିକ ଫିଟ୍‌‌ରେ ପରିଣତ କରିଛି । ରାଉରକେଲା ଆଉଟଲେଟ ଦୈନନ୍ଦିନ ପ୍ରଶିକ୍ଷଣ ଓ ସାରାଦିନର ଆରାମ ପାଇଁ ଡିଜାଇନ କରାଯାଇଥିବା ଟେକ୍ନୋସ୍ପୋର୍ଟର ସଦ୍ୟତମ ପ୍ରଦର୍ଶନ ଓ ଆଥ୍‌‌ଲେଜର କଲେକ୍ସନକୁ ପ୍ରଦର୍ଶିତ କରୁଛି । ଉଷ୍ମ ଓ ଆର୍ଦ୍ର ଜଳବାୟୁକୁ ଦୃଷ୍ଟିରେ ରଖି ଏହାର ଆସର୍ଟମେଂଟରେ ସତେଜ ଋତୁକାଳିନ ରଙ୍ଗରେ ହାଲୁକା କ୍ୱିକ୍‌‌-ଡ୍ରାଏ ଟ୍ରେନିଂ ଟିସାର୍ଟ, ବ୍ରିଦେବୁଲ ପୋଲୋ,

ଷ୍ଟ୍ରେଚ୍ ଜଗର, ସଟ୍‌‌ସ ଆଦି ସାମିଲ ରହିଛି, ଏଥିସହିତ ଏଥିରେ ଆଂଟି-ଓଡର ଓ ଉନ୍ନତ ସ୍ଥାୟିତ୍ୱ ଗୁଣ ଥିବା ଅପ୍‌‌ଗ୍ରେଡେଡ ଫ୍ୟାବ୍ରିକ ଟେକ୍ନୋଲୋଜି ରହିଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି ଟେକ୍ନୋସ୍ପୋର୍ଟ ଚଳିତ ଆର୍ôଥକ ବର୍ଷ ଶେଷ ସୁଦ୍ଧା ଭାରତବ୍ୟାପୀ ୫୦ଟି ଇବିଓକୁ ସମ୍ପ୍ରସାରିତ ହେବା ଏବଂ ଉଚ୍ଚ ଅଭିବୃଦ୍ଧିଶୀଳ ଟିୟର୨ ଓ ଟିୟର ୩ ସହରଗୁଡିକରେ ନିଜର କ୍ଲଷ୍ଟର-ଆଧାରିତ ବିସ୍ତାର ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ଓଡିଶା ମଧ୍ୟରେ ଏହାର ଲକ୍ଷ୍ୟ ହେଉଛି ଏହାର ଆଂଚଳିକ ବିସ୍ତାର ରଣନୀତିର ଅଂଶ ଭାବେ କଟକ, ବ୍ରହ୍ମପୁର ଓ ସମ୍ବଲପୁର ଭଳି ସହର ପରେ ଭୁବନେଶ୍ୱରରେ ନିଜର ଉପସ୍ଥିତିକୁ ସୁଦୃଢ କରିବା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026
ଭିସ୍ୱାସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ସ୍ଟିଟ୍ୟୁଟ୍‌ ୨୦୨୬ ମସିହାର ସ୍ଥାପନା ଦିବସକୁ ବହୁ ଉତ୍ସାହ, ସମ୍ମାନ ଓ କୃତଜ୍ଞତା ସହିତ ପାଳନ କଲା

ଭିସ୍ୱାସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ସ୍ଟିଟ୍ୟୁଟ୍‌ ୨୦୨୬ ମସିହାର ସ୍ଥାପନା ଦିବସକୁ ବହୁ ଉତ୍ସାହ, ସମ୍ମାନ ଓ କୃତଜ୍ଞତା ସହିତ ପାଳନ କଲା

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version