ଓଡ଼ିଶା ତାଜା ନ୍ୟୁଜ ( ୨୪ ସେପ୍ଟେମ୍ବର ଗୁରୁବାର ) ଭୁବନେଶ୍ୱର :- (ଏକ) ଗୋଟିଏ ଆଖିରେ ତୁମେ ଦେଖନ୍ତ,ମୁଁ ବି । ଯାହା ତୁମେ ଭାବିବସନ୍ତ,ତାହା ମୁଁ ବି । କେତେ ଭଲ ହୁଅନ୍ତା ! ଗୋଟିଏ ମନ,ଗୋଟିଏ ପ୍ରାଣ,ଗୋଟିଏ ଜୀବନ ପ୍ରବାହରେ !!!
(ଦୁଇ) ଚିତ୍ର କହିବ ମନର କଥା,ଲୁହରେ ଲେଖିହବ କବିର ବ୍ୟଥା,ପେନସିଲ ମୁନରେ କହିଦେଇ ତାଙ୍କ କଥା ମନ, ଆଖି ଦୁହେଁ ଲୁଚିଲେ କାହିଁ କେଉଁଠି !!!
(ତିନ) ମୋର ଉତ୍ଥାନ ନାହିଁ ପତନ ବି ନାହିଁ ନିରବ ନିଶ୍ଚଳ ରହିଛି ମୁଁ । ମୋ ଦେହ ନାହିଁ ନାହିଁ ବି ମୋ ଛାଇ ଜୀବନ ଟିକେ ଯଦି ମିଳନ୍ତା ମତେ ଗରମ ଲୁହରେ ଭିଜନ୍ତି କେତେ !!! (ଲେଖକ /ସରୋଜ କୁମାର ସାହୁ )