ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତୁରେକେଲା ତରଫରୁ ତିନି ଦିନିଆ ପୋଷଣ ଭି ପଢ଼ାଇ ଭି ଉପରେ ତାଲିମ କାର୍ଯ୍ୟକ୍ରମ ଗତକାଲି ଠାରୁ ଆରମ୍ଭ କରାଯାଇଥିଲା , ଆଜି ହେଉଛି ଦ୍ଵିତୀୟ ଦିବସ ଗତ କାଲି CDPO ତୁରେକେଲା ଶ୍ରୀମତୀ ବାସନ୍ତୀ ଭୋଇ ତାଲିମ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ l















