• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୂର୍ଣ୍ଣ ତୋୟା ପ୍ରାଚୀ ନଦୀର ପୁନଃ ଉଦ୍ଧାର ଓ ବିଶ୍ୱରେ ଶାନ୍ତିପ୍ରତିଷ୍ଠା ପାଇଁ ସାଧୁସନ୍ଥଙ୍କ ପଦଯାତ୍ରା ପରିକ୍ରମା

Proprietor Abhimanyu Maharana by Proprietor Abhimanyu Maharana
February 9, 2026
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ପୂର୍ଣ୍ଣ ତୋୟା ପ୍ରାଚୀ ନଦୀର ପୁନଃ ଉଦ୍ଧାର ଓ ବିଶ୍ୱରେ ଶାନ୍ତିପ୍ରତିଷ୍ଠା ପାଇଁ ସାଧୁସନ୍ଥଙ୍କ ପଦଯାତ୍ରା ପରିକ୍ରମା
Share on FacebookShare on TwitterWhatsapp

ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୂର୍ଣ୍ଣ ତୋୟା ପ୍ରାଚୀ ନଦୀର ପୁନରୁଦ୍ଧାର , ବିଶ୍ୱର କଲ୍ୟାଣ, ଓ ଶାନ୍ତି ପ୍ରତିଷ୍ଠା ଲାଗି ରାଜ୍ୟ ତଥା ବିଦେଶୀ ସାଧୁସନ୍ଥମାନେ , ପ୍ରାଚୀ ନଦୀର କୂଳେ କୂଳେ ଥିବା ବହୁ ମଠ ମନ୍ଦିର ପଦଯାତ୍ରା ପରିକ୍ରମା ଗତ ୭ ତାରିଖ ଠାରୁ ଆରମ୍ଭ ହୋଇଛି । ଗତ ଶନିବାର ଅପରାହ୍ନ ଠାରୁ ପ୍ରାଚୀ ନଦୀ ପରିକ୍ରମା ଏକ ସପ୍ତାହ ଧରି ଅନୁଷ୍ଠିତ ହେଉଅଛି । କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ ପ୍ରସିଦ୍ଧ ଅନ୍ଧକପିଳେଶ୍ବର ଶୈବପୀଠ ପ୍ରାଚୀ ନଦୀରୁ ପୂଜାର୍ଚ୍ଚନା ପରେ ପ୍ରାଚୀ ନଦୀ ପରିକ୍ରମା ଅନୁଷ୍ଠିତ ହୋଇଛି ।

ଏଥିରେ ବହୁ ସାଧୁସନ୍ଥ ଓ ବୁଦ୍ଧିଜୀବୀ ଯୋଗଦେଇଛନ୍ତି । ଏହି ପ୍ରାଚୀ ନଦୀ ପରିକ୍ରମା ଦେଉଳିମଠରେ ଶେଷ ହେବ । ଏଥିରେ ସ୍ବାମୀ ପ୍ରଜ୍ଞାନାନନ୍ଦ ସରସ୍ବତୀ ମହାରାଜା ଯୋଗ ଦେଇ କହିଛନ୍ତି , ଯେ ” ୧୫ ବର୍ଷ ଧରି ପ୍ରାଚୀ ନଦୀର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ଉଦ୍ଦେଶ୍ୟରେ ପୁରୀର ପ୍ରଜ୍ଞାନ ମିଶନ କ୍ରିୟାଯୋଗ ଆଶ୍ରମ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରାଚୀ ନଦୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହେଉଛି ।” ଏହି ପଦଯାତ୍ରାରେ ବହୁ ସାଧୁ ସନ୍ଥ, ବିଶିଷ୍ଟ ବ୍ଯକ୍ତି, ସ୍ଥାନୀୟ ନେତୃବୃନ୍ଦ ଓ ବିଦେଶୀ ପର୍ଯ୍ୟଟକ ସାମିଲ ହୋଇଥିଲେ ।

ପ୍ରାଚୀ ନଦୀ ପରିକ୍ରମା ନିଆଳି ବ୍ଳକ ନୂଆଗାଁ, ସ୍ଥିତ ରାଧାକାନ୍ତ ମଠ, ନିଆଳି ବଙ୍ଗାଳୀସାହିର ଶ୍ୱଭନେଶ୍ୱର୍ , ମାଧବାନନ୍ଦର ମାଧବାନନ୍ଦ ଜିୟୁ ଦେଇ ଚାରିଛକ, ନୂଆହାଟ, କାକଟପୁର ଓ ଅସ୍ତରଙ୍ଗ ଦେବୀ ମୁହଁ ପର୍ଯ୍ୟନ୍ତ ପଦଯାତ୍ରା କରାଯିବ । ଯାହା ସମୁଦ୍ରରେ ଲୀନ ହୋଇଛି । ଗତ ୧୫ ବର୍ଷ ଧରି ପ୍ରଜ୍ଞାନ ମିଶନ କ୍ରିୟାଯୋଗ ଆଶ୍ରମ ପକ୍ଷରୁ ବହୁ ସାଧୁ ସନ୍ଥ, ବିଶିଷ୍ଟ ବ୍ଯକ୍ତି ସ୍ଥାନୀୟ ନେତୃବୃନ୍ଦ ଓ ବିଦେଶୀ ପର୍ଯ୍ୟଟକ ସାମିଲ ହେବା ସହିତ ଐତିହ୍ୟ ସଂସ୍କୃତି ବହନ କରିଥିବା ମୃତ ପ୍ରାଚୀ ନଦୀକୁ ପୁନରୁଦ୍ଧାର ସହିତ ପ୍ରାଚୀ ଅବବାହିକାରେ ମଠ, ମନ୍ଦିର ଓ ଇତିହାସକୁ ପୁର୍ନଜୀବିତ କରିବା ଉଦ୍ଦେଶ୍ୟରେ ପ୍ରାଚୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହେଉଛି ।

ପ୍ରାଚୀ ଶୁଖିଲେ ସମାଜ ଶୁଖିଯିବ, ତେଣୁ ଏବେଠୁ ସଜାଗ ହେବାକୁ ପଡିବ ନହେଲେ ରୋଗଗ୍ରସ୍ତ ହୋଇ ସମସ୍ତେ ମୃତ୍ୟୁ ମୁଖରେ ପଡିବେ । ପ୍ରାଚୀ ହେଉଛି ଲୋକଙ୍କ ହୃତପିଣ୍ଡ । ଏବେ ନ ଜଗିଲେ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ । ଲୋକ ଜାଗିଲେ ପ୍ରାଚୀ ବଞ୍ଚିବ ଆଉ ସମାଜ ବଞ୍ଚିବ । କୁମ୍ଭକର୍ଣ୍ଣ ନିଦ୍ରା ନଯିବା ପାଇଁ ଏହି ପ୍ରାଚୀ ପରିକ୍ରମା ପଦଯାତ୍ରାରେ ସାଧୁ ସନ୍ଥ ଏବଂ ବିଶିଷ୍ଟ ବ୍ଯକ୍ତିବିଶେଷମାନେ ମତ ପ୍ରକାଶ କରିଛନ୍ତି । ସେହିପରି ପ୍ରାଚୀ ଗବେଷକ ହଂସନାଥ ସାହୁ ‘କହିଛନ୍ତି ” ପ୍ରଥମେ ୨୦୧୨ ମସିହାରେ ପ୍ରାଚୀ ଚାରିଟେବୁଲ ଟ୍ରଷ୍ଟ ନାଁରେ ନୂଆହାଟ ମଧୂବନ ଆଶ୍ରମ ଗଠନ କରାଯାଇଥିଲା ‌।

ପ୍ରଜ୍ଞାନାନନ୍ଦଙ୍କ ପ୍ରତ୍ୟେକ ତତ୍ବାବଧାନରେ ୧୫ ଧରି ପ୍ରାଚୀ ପରିକ୍ରମା କରାଯାଉଛି । ପ୍ରାଚୀ ନଦୀର କିପରି ପୁନରୁଦ୍ଧାର ହେବ ପ୍ରାଚୀର ଇତିହାସ କିଭଳି ଫେରି ପାଇବ , ଏଥିପାଇଁ ସମସ୍ତେ ଚିନ୍ତିତ । ପ୍ରାଚୀ ତଟରେ ଅଷ୍ଟଶମ୍ଭୁ ଏବଂ ଦ୍ବାଦଶଶମ୍ଭୁ ପୂଜା ପାଉଛନ୍ତି । ପ୍ରଥମେ ୫୦ ଜଣଙ୍କୁ ନେଇ ପ୍ରାଚୀ ପରିକ୍ରମା କରାଯାଉଥିଲା ଏବେ ଶହ ଶହ ସଂଖ୍ୟାରେ ସାଧୁସନ୍ଥ ଏବଂ ଏହି ସବୁ ଅଞ୍ଚଳର ବିଭିନ୍ନ ବର୍ଗର ଲୋକମାନେ ପ୍ରାଚୀ ପରିକ୍ରମାରେ ସାମିଲ ହେଉଛନ୍ତି ।

ନିଆଳି ଅଞ୍ଚଳର ନ୍ଯାୟବ୍ରତ ରାଉତ ‘କହିଛନ୍ତି”ମା’ ସରସ୍ଵତୀ ତଥା ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ପ୍ରଜ୍ଞାନାନନ୍ଦଙ୍କ ମାର୍ଗଦର୍ଶକ ପ୍ରତି ବର୍ଷ ପ୍ରାଚୀ ନଦୀ ପରିକ୍ରମା ଅନୁଷ୍ଠିତ ହେଉଛି । ସାଧୁ ଯେଉଁ ରାସ୍ତା ଦେଇ ଯାନ୍ତି ସେଠାରେ ବିକାଶ ହୁଏ। ପ୍ରାଚୀ ନଦୀ ଦିନେ ନା ଦିନେ ତାର ପରିଚୟ ଫେରିପାଇବ ଏବଂ ସାଧୁଙ୍କ ପରିଶ୍ରମ କେବେ ବୃଥା ଯାଏନି ବୋଲି କହିଛନ୍ତି । ଏହି ପ୍ରାଚୀ ନଦୀ ପରିକ୍ରମା ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭକ୍ତିର ପ୍ରେରଣା ପ୍ରଦାନ କରାଯାଇଛି । ଏହି ପରିକ୍ରମାକୁ ସବୁଠି ସ୍ବାଗତ ,ସମ୍ବର୍ଦ୍ଧନା ଜଣାଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version